ଆଠଗଡ : ଆଠଗଡରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଡାକ୍ତର । ଗତକାଲି ରାତିରେ ଡାକ୍ତର ଚନ୍ଦନ ଗଡନାୟକଙ୍କୁ ୨ଜଣ ଯୁବକ ମାଡ ମାରିଥିବା ଅଭିଯୋଗରେ ଆଠଗଡ ଥାନାରେ ମାମଲା ରୁଜୁ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଡାକ୍ତରଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଆଠଗଡ ଡାକ୍ତରଖାନାରେ ରୋଗୀ ସେବା ପ୍ରଭାବିତ ହୋଇଛି । ରୋଗୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଡାକ୍ତରମାନେ ରୋଗୀ ସେବା ବନ୍ଦ କରିଥିବା ଯୋଗୁଁ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ –