ମହଙ୍ଗା ପଡିଲା ରୋମିଓଗିରି : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ୍ ଗଲେ କ୍ରୀଡା ଶିକ୍ଷକ

36

ଦେବଗଡ : ମହଙ୍ଗା ପଡିଲା କ୍ରୀଡାଶିକ୍ଷକଙ୍କ ରୋମିଓଗିରି। ଛାତ୍ରୀଙ୍କୁ ଅସଦାଚରଣ ଅଭଯୋଗ ପରେ ଗିରଫ ପରେ ଜେଲ୍ ଗଲେ ଅଭିଯୁକ୍ତ ଶିକ୍ଷକ। ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ୍ ଝରାଗୋଗୁଆ ପଂଚାୟତର ପିତବାସ ହାଇସ୍କୁଲରେ ଘଟିଛି ଏଭଳି ଘଟଣା। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ସ୍କୁଲର କ୍ରୀଡା ଶିକ୍ଷକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା ଆଉ ଜାମିନ ନାମଂଜୁର ପରେ ଏବେ ଜେଲ୍ ଭିତରେ ରୋମିଓ ଶିକ୍ଷକ।