କେମିତି ହେଲା ଡଙ୍ଗାବୁଡି ! ଏହି ରିପୋର୍ଟରେ

45

କନକ ବ୍ୟୁରୋ : ସକାଳୁ ପ୍ରବଳ ପବନ ବହୁଥିଲା । ଏହି ସମୟରେ ଏକ ଉଚ୍ଚ ଲହଡ଼ି ଆସିଲା । ଡଙ୍ଗାକୁ ସମ୍ଭାଳି ହେଲା ନାହିଁ। ହଠାତ୍‌ ଡଙ୍ଗାଟି ଗୋଟିଏ ପଟକୁ ଅଣେଇ ପଡ଼ିଲା। ଲୋକେ ହାଉଳି ଖାଇ ଗୋଟିଏ ପଟକୁ ଚାଲିଗଲେ, ଡଙ୍ଗା ବୁଡ଼ିଗଲା । ସେଥିପାଇଁ ଚିଲିକାରେ ଏତେ ବଡ ଦୁର୍ଘଟଣା ଘଟିଗଲା ଏବଂ ଡଙ୍ଗାଟି ବୁଡିଗଲା ।