Browsing Category

ଦେଶ ବିଦେଶ

ମୋଦୀ ସାଙ୍ଗିଆ ମାମଲାରେ ‘ସୁପ୍ରିମ’ ରାୟ । ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ…

କନକ ବ୍ୟୁରୋ: ଦୀର୍ଘ ୪ମାସର ଲଢ଼େଇ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ୱସ୍ତି । ମୋଦୀ ସାଙ୍ଗିଆ ମାମଲାରେ ଗୁଜରାଟର ତଳକୋର୍ଟ ରାହୁଲଙ୍କୁ ଦେଇଥିବା ଦଣ୍ଡବିଧାନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ମନ୍ତବ୍ୟକୁ ଅପମାନଜନକ ବୋଲି ଖଣ୍ଡପୀଠ କହିଥିଲେ ବି ସର୍ବାଧିକ…
Read More...

ବିଶ୍ୱକପ୍ ପୂର୍ବରୁ ଅଚାନକ ଅବସର ନେଲେ ଇଂଲଣ୍ଡର ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ । ଗତ ବର୍ଷ ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍…

କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଟିମକୁ ବଡ ଝଟକା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆଲେକ୍ସ ହେଲ୍ସ । ଇନଷ୍ଟାଗ୍ରାମ ପୋଷ୍ଟ କରି ଇଂଲଣ୍ଡ ଦଳର ଏହି ଷ୍ଟାର ଖେଳାଳି ଅବସର ଘୋଷଣା କରିଛନ୍ତି । ଆଲେକ୍ସ ହେଲ୍ସ ଗତ ବର୍ଷ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଦଳର ସଦସ୍ୟ ରହିଥିଲେ ।…
Read More...

କୋର୍ଟ ଚାଲୁଥିବା ବେଳେ ଇସ୍ତଫା ଘୋଷଣା କଲେ ହାଇକୋର୍ଟର ବିଚାରପତି । କହିଲେ, ଆତ୍ମସମ୍ମାନ ବିରୋଧରେ କାମ କରିବା ସମ୍ଭବ…

କନକ ବ୍ୟୁରୋ : ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ବି ଦେବ ନିଜ ପଦରୁ ଅଗଷ୍ଟ ୪ ତାରିଖରେ ଇସ୍ତଫା ଦେଇଛନ୍ତି । ଜଷ୍ଟିସ ରୋହିତ ହାଇକୋର୍ଟର ନାଗପୁର ବେଞ୍ଚର ବିଚାରପତି ଥିଲେ । ସେ କୋର୍ଟ ଚାଲିଥିବା ବେଳେ ନିଜର ଇସ୍ତଫା ଘୋଷଣା କରିବା ସହ କ୍ଷମା ମଧ୍ୟ ମାଗିଛନ୍ତି । ଜଷ୍ଟିସ…
Read More...

ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିବ ASI ସର୍ଭେ । ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । 

କନକ ବ୍ୟୁରୋ: ବାରଣାସୀ ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିବ ଏଏସଆଇ ସର୍ଭେ । ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷଙ୍କ ଆବେଦନକୁ ଆଜି ଖାରଜ କରିଦେଇଛନ୍ତି । ଏଥିସହିତ ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଏଏସଆଇର ବୈଜ୍ଞାନିକ ସର୍ଭେ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ତେବେ ଏହି…
Read More...

ସ୍ଥଗିତ ରହିଲା କେଦାରନାଥ ଯାତ୍ରା । ଗୌରୀକୁଣ୍ଡ ଭୂସ୍ଖଳନରେ ୧୯ ଯାତ୍ରୀ ନିଖୋଜ, ସର୍ଚ୍ଚ ଅପରେସନ ଜାରି

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଗୌରୀକୁଣ୍ଡ ଠାରେ ହୋଇଥିବା ଭୂସ୍ଖଳନ ଫଳରେ ୧୯ ଜଣ କେଦାରନାଥ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ଏହି କାରଣରୁ ଏବେ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ଗୁରୁବାର ରାତି ୧୨ଟା ବେଳେ କେଦାରନାଥ ମୁଖ୍ୟ ପଡାବ ଗୋ÷ରୀକୁଣ୍ଡ ପୋଲ ନିକଟରେ ଭୂସ୍ଖଳନ ହୋଇଥିଲା । ଏଥିରେ…
Read More...

ଅବିଶ୍ୱାସ ପ୍ରସ୍ତାବ ମଧ୍ୟରେ ୧୧ଟି ବିଲ ପାରିତ କଲେ କେନ୍ଦ୍ର ସରକାର । ନିୟମ ଉଲଙ୍ଘନ ବୋଲି ଅଭିଯୋଗ କଲେ ବିରୋଧୀ

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନରେ ସବୁଠାରୁ ରୋଚକ କଥା ହେଉଛି ବିରୋଧୀଦଳଙ୍କ ଦୁଇଟି ପ୍ରସଙ୍ଗ । ପ୍ରଥମ ପ୍ରସଙ୍ଗ ହେଉଛି ମଣିପୁର ଭାଇରାଲ ଭିଡିଓ ମାମଲାରେ ପ୍ରଧାନମନ୍ତ୍ରୀ ଗୃହରେ ନିଜର ବୟାନ ରଖନ୍ତୁ । ଦ୍ୱିତୀୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ମିଳିତ ବିରୋଧୀମେଣ୍ଟ ଅବିଶ୍ୱାସ…
Read More...

ମୁଁ ଫେରୁଛି, ପ୍ରଶ୍ନ ପଚାରିବା ଜାରିରହିବ। ରାହୁଲଙ୍କୁ କୋର୍ଟରୁ ଆଶ୍ୱସ୍ତି ପରେ କଂଗ୍ରେସ ଜାରିକଲା ସଂସଦର ଫଟୋ

କନକ ବ୍ୟୁରୋ: ମୋଦୀ ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । କୋର୍ଟ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ପକ୍ଷରେ ନିଜର ଫଇସଲା ଶୁଣାଇଛନ୍ତି । ତାଙ୍କ ଉପରେ ଦଣ୍ଡକୁ ବର୍ତ୍ତମାନ ପାଇଁ ରୋକ ଲଗାଯାଇଛି । ଏହି ମାମଲାରେ ରାହୁଲ ଗାନ୍ଧୀଙ୍କର…
Read More...

ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ପରେ ସାଂସଦ ପଦ ଫେରିପାଇବା ନେଇ ବଢିଲା ଆଶା, ଜାଣନ୍ତୁ କଣ ରହିଛି ନିୟମ ?

କନକ ବ୍ୟୁରୋ : ମୋଦୀ ସାଙ୍ଗିଆ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ସୁରଟ କୋର୍ଟ ଶୁଣାଇଥିବା ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି କି ଚୂଡାନ୍ତ ମାମଲା ନଆସିବା ଯାଏ ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ଦଣ୍ଡବିଧାନ ସ୍ଥଗିତ ରହିବ । ଏହି ଖବର ଏବେ ସାରା ଦେଶର କଂଗ୍ରେସ…
Read More...

ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ସଜ୍ଜା ଉପରେ ଲାଗିଲା କଟକଣା

କନକ ବ୍ୟୁରୋ : ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି କି ଚୂଡାନ୍ତ ମାମଲା ନଆସିବା ଯାଏଁ ଗୁଜରାଟ ହାଇକୋର୍ଟର ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏହି ମାମଲାରେ ପ୍ରଥମେ ସୁରଟ…
Read More...

ସାହାରା ନିବେଶକଙ୍କ ପାଇଁ ଖୁସି ଖବର । ଆରମ୍ଭ ହେଲା ଟଙ୍କା ଫେରସ୍ତ

କନକ ବ୍ୟୁରୋ : ସାହାରା ଗ୍ରୁପରେ ଟଙ୍କା ନିବେଶ କରିଥିବା ଜମାକାରୀଙ୍କ ପାଇଁ ଖୁସି ଖବର । ଦୀର୍ଘଦିନ ଧରି ସାହାରା ଗ୍ରୁପରେ ଫଶି ରହିଥିବା ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀ ଠାରେ ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ଟଙ୍କା ଫେରସ୍ତ…
Read More...