Browsing Category

ଦେଶ ବିଦେଶ

ଭାଇଚାରାର ଅନନ୍ୟ ଉଦାହରଣ ! ଇଦ୍ ବଜାରରେ ଯୋଗୀ ସିମିୟା . . ତିଆରି କରୁଥିବା ମାଲିକଠୁ କର୍ମଚାରୀ ସମସ୍ତେ ହିନ୍ଦୁ

ହିନ୍ଦୁ , ମୁସଲିମ, ଶିଖ୍ ଏବଂ ଇଶାଇକୁ ନେଇ ଆଜି ବି ଅଶାନ୍ତ ରାଜନୀତି । ଧର୍ମ ଆଉ ଇଶ୍ୱର ବିଶ୍ୱାସକୁ ନେଇ ସୃଷ୍ଟି ହେଉଥିବା ବିବାଦରେ ସାରା ଭାରତ ଛନ୍ଦି ହୋଇଥିବାର ନଜିର ବି ରହିଛି । କିନ୍ତୁ ଏହାର ଠିକ୍ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ବିହାରରେ । ଯେଉଁଠି ପର୍ବପର୍ବାଣୀ ଏବଂ ଉତ୍ସବ କଥା…
Read More...

ରାମଦେବଙ୍କୁ ଝଟକା ! ବିସ୍କୁଟରେ ସିନ୍ଥେଟିକ୍ ରଙ୍ଗ ଏବଂ ମହୁରେ ମିଳିଲା ଚିନି

ପତଞ୍ଜଳୀ ସାମଗ୍ରୀ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍ । କାରଣ ପତଞ୍ଜଳୀ ବିସ୍କୁଟରେ ସିନ୍ଥେଟିକ୍ ରଙ୍ଗ ଏବଂ ମହୁରେ ମିଶାଯାଉଛି ଚିନି । ଲକ୍ଷ୍ନୌର ଏକ ଲ୍ୟାବରେ ଟେଷ୍ଟ୍ ହେବା ପରେ ଏହି ସାଂଘାତିକ୍ ରିପୋର୍ଟ ସାମ୍ନାକୁ ଆସିଛି । ତେବେ ଏନେଇ କମ୍ପାନୀକୁ ନୋଟିସ୍ ଦିଆଯିବ…
Read More...

ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ମୀରାକୁମାରଙ୍କୁ ଟାର୍ଗେଟ୍ ! ୨୦୧୩ ଲୋକସଭାର ଭିଡିଓ ପୋଷ୍ଟ କଲେ…

କନକ ବ୍ୟୁରୋ : ବିରୋଧୀ ଦଳ ତରଫରୁ ମୀରା କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ରାଜନୀତି ସରଗରମ ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ନିଜ ଟ୍ୱିଟର ହ୍ୟାଣ୍ଡଲରେ ୨୦୧୩ ଲୋକସଭାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ତେବେ ୬ ମିନିଟ୍ ଅବଧି ଥିବା ଭିଡିଓକୁ…
Read More...

ମୋଦିଙ୍କୁ ଭେଟିବା ପୂର୍ବରୁ ଟ୍ରମ୍ପଙ୍କୁ ଆମେରିକୀୟ ସାଂସଦଙ୍କ ଚିଠି ! ଭାରତରେ ବ୍ୟବସାୟ ମାର୍ଗ ସରଳ କରିବାକୁ ଉଲ୍ଲେଖ

କନକ ବ୍ୟୁରୋ: ମୋଦିଙ୍କୁ ଭେଟିବା ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଠି ଲେଖିଛନ୍ତି ଆମେରିକୀୟ ସାଂସଦ । ଭାରତରେ ବ୍ୟବସାୟ ପାଇଁ ରାସ୍ତା ସହଜ କରିବାକୁ ମୋଦିଙ୍କୁ କହିବାକୁ ସାଂସଦମାନେ ଚିଠିରେ ଲେଖିଛନ୍ତି । ଭାରତୀୟ ଅର୍ଥ ବ୍ୟବସ୍ଥାରେ ଅନେକ ସେକ୍ଟର ଏବେ ମଧ୍ୟ ବହୁତ ଅଧିକ ଓ…
Read More...

ୱାସିଂଟନ୍ ଡିସିରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କଲେ ମୋଦି ! କହିଲେ, ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ଆଗକୁ ବଢୁଛି ଦେଶ

କନକ ବ୍ୟୁରୋ: ତିନିଦିନିଆ ଆମେରିକା ଗସ୍ତରେ ଯାଇ ୱାସିଂଟନରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛି ଟ୍ରମ୍ପ ପ୍ରଶାସନ । ଏପରିକି ମୋଦିଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି ସମ୍ବୋଧନ କରି, ଅନେକ କୂଟନୈତିକ ପ୍ରସଙ୍ଗରେ ତାଙ୍କସହ ଆଲୋଚନା କରିବାକୁ ଆଗ୍ରହୀ ବୋଲି…
Read More...

ବିଦେଶରେ ଗଡିଲା ବଡଠାକୁରଙ୍କ ରଥ ! ଲଣ୍ଡନ, ଜାପାନ, ସିଙ୍ଗାପୁରରେ ଉତ୍ସାହର ସହ ପାଳନ ହେଲା ରଥଯାତ୍ରା

କନକ ବ୍ୟୁରୋ: ଖାଲି ଶ୍ରୀକ୍ଷେତ୍ର କିମ୍ବା ଓଡିଶା ବାହାରେ ନୁହେଁ, ବିଦେଶରେ ମଧ୍ୟ ପାଳିତ ହେଉଛି ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା । ଘୋଷଯାତ୍ରା ଅବସରରେ ଇଂଲଣ୍ଡରେ ଗଡିଛି ତିନିରଥ । ଲଣ୍ଡନ ଟ୍ରାଫଲଗାର ସ୍କୋୟାରରେ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ଦେଖିବାକୁ ମିଳିଛି ଭକ୍ତି…
Read More...

ମୋଦି ଜଣେ ପ୍ରକୃତ ବନ୍ଧୁ ! ପ୍ରଧାନମନ୍ତ୍ରୀଙ୍କୁ ନେଇ ଟ୍ରମ୍ପଙ୍କ ଟ୍ୱିଟ୍

କନକ ବ୍ୟୁରୋ : ତିନିଦିନିଆ ଆମେରିକା ଗସ୍ତରେ ଯାଇ ୱାସିଂଟନରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛି ଟ୍ରମ୍ପ ପ୍ରଶାସନ । ଏପରିକି ମୋଦିଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି ସମ୍ବୋଧନ କରି, ଅନେକ କୂଟନୈତିକ ପ୍ରସଙ୍ଗରେ ତାଙ୍କସହ ଆଲୋଚନା କରିବାକୁ ଆଗ୍ରହୀ ବୋଲି…
Read More...

ଲକରରୁ ଚୋରି ହେଲେ ଦାୟୀ ରହିବନି ବ୍ୟାଙ୍କ୍‌ : ଆରବିଆଇ

ବ୍ୟାଙ୍କ ଲକରରେ ମୂଲ୍ୟବାନ୍‌ ସାମଗ୍ରୀ ରଖିଦେଇ ନିଶ୍ଚିନ୍ତ ହୋଇଯାଉ ଲୋକଙ୍କୁ ଶକ୍ତ ଧକ୍କା ଦେଇଛି ଆରବିଆଇ । ଏଣିକି ବ୍ୟାଙ୍କ ଲକରରେ ଥିବା ମୂଲ୍ୟବାନ୍‌ ସାମଗ୍ରୀ ହଜିଗଲେ କି ଚୋରି ହୋଇଗଲେ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ଭାବେ ଦାୟୀ ରହିବେ ନାହିଁ । ଏନେଇ ସ୍ପଷ୍ଟ କରିଛି ଆରବିଆଇ । ଏମିତି…
Read More...

ପାକିସ୍ତାନରେ ତେଲ୍ ଟ୍ୟାଙ୍କର ବିସ୍ଫୋରଣ : ୧୨୩ ମୃତ, ଅନେକ ଆହତ

କନକ ବ୍ୟୁରୋ : ରବିବାର ଦିନ ସକାଳୁ ବାହାଓ୍ଵାଲପୁର ନିକଟସ୍ଥ ରାଜପଥରେ ଓଲଟି ପଡ଼ିଥିବା ଏକ ତେଲ ଟ୍ୟାଙ୍କରରୁ ଲୋକେ ତେଲ ନେବା ପାଇଁ ଗହଳି କରିଥିବାବେଳେ ସେଥିରେ ନିଅଁ ଲାଗି ବିସ୍ଫୋରଣ ଘଟିବାରୁ ପାଖାପାଖି ୧୨୩ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୭୪ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି ।…
Read More...

ଓ୍ଵାଶିଂଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ୍ଵାଶିଂଟନ୍ର ଜଏଣ୍ଟ୍ ବେଶ୍ ଆଣ୍ଡ୍ରିଉଜରେ ପହଞ୍ଚିଛନ୍ତି । ଭାରତୀୟ ରାଷ୍ଟ୍ରଦୂତ ନବତେଜ ସର୍ଣ୍ଣ ଏବଂ ଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସର ଚାର୍ଜ ଡି’ଆଫେୟାର୍ସ ମେରିକେ’ ଲସ୍ କାର୍ଲସନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଛୋଟି ନେଇଥିଲେ। ଆଜି…
Read More...