Browsing Category

ଦେଶ ବିଦେଶ

ସ୍କୁଲରେ ଯୋଗ ବାଧ୍ୟତାମୂଳକ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଅଗ୍ରାହ୍ୟ !

ଦେଶର ସମସ୍ତ ସ୍କୁଲରେ ରାଷ୍ଟ୍ରୀୟ ଯୋଗ ନୀତି ପ୍ରଣୟନ ଓ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଗକୁ ବାଧ୍ୟତାମୂଳକ କରିବାକୁ ହୋଇଥିବା ଆବେଦନକୁ ଆଜି ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି…
Read More...

୨୦୩୦ ସୁଦ୍ଧା କେବଳ ଚାଲିବ ବିଦ୍ୟୁତ୍‌ କାର୍‌ ! ପ୍ରଥମେ ହଟିବ ଡିଜେଲ୍‌ କାର୍‌

ବିଦ୍ୟୁତ୍‌ କାର୍‌ ନିମନ୍ତେ ପଥ ପରିଷ୍କାର କରିବା ପାଇଁ ପ୍ରଥମେ ଡିଜେଲ୍‌ କାର୍‌ଗୁଡ଼ିକୁ ରାସ୍ତାରୁ ପ୍ରତ୍ୟାହାର କରାଯିବ । ବିଶ୍ୱର ଅନେକ ରାଷ୍ଟ୍ର ଡିଜେଲ୍‌ କାର୍‌ ଉପରେ କଟକଣା ଜାରି କରିବା ବିଷୟରେ ଘୋଷଣା କରିଛନ୍ତି । ସେଥିପାଇଁ ଭିନ୍ନ ଭିନ୍ନ ସମୟ ସୀମା ଧାର୍ଯ୍ୟ କରିଛନ୍ତି । ୨୦୨୫…
Read More...

ପୁଣି ଭାରତକୁ ଧମକାଇଲା ଚୀନ୍‌ ! ଚେତାବନୀକୁ ବେଖାତିର କଲେ ଯୁଦ୍ଧ

କନକ ବ୍ୟୁରୋ : ଭାରତ-ଚୀନ୍‌-ଭୁଟାନ ସୀମାର ବିବାଦୀୟ ଡୋକଲାମ ଅଂଚଳକୁ ବଳପୂର୍ବକ ଅକ୍ତିଆର କରିବାକୁ ପ୍ରୟାସ କରୁଥିବା ଚୀନ୍‌ ତୁହାକୁ ତୁହା ଯୁଦ୍ଧ ଧମକ ଦେଇଚାଲିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତକୁ ପୁଣି ଧମକାଇଛି ଚୀନ୍‌ । ଚୀନ୍‌ର ଚେତାବନୀକୁ ଭାରତ ଗମ୍ଭୀରତାର ସହ…
Read More...

ନିର୍ବାଚନ କମିଶନଙ୍କ ନିଷ୍ପତ୍ତିରେ ବିଜେପି କ୍ଷୁବ୍ଧ ! ୨ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଭୋଟ୍ ନାକଚ୍ କରିବା ନେଇ…

କନକ ବ୍ୟୁରୋ : ମଙ୍ଗଳବାରଦିନ ଭୋଟିଂ ସରିବା ପରେ କଂଗ୍ରେସ, ରିଟର୍ଣ୍ଣିଂ ଅଫିସର ନିକଟରେ ଦୁଇ କଂଗ୍ରେସ ବିଧାୟକଙ୍କ ଭୋଟ ନାକଚ କରିବାକୁ ଦାବି କରିଥିଲା । କଂଗ୍ରେସର ଅଭିଯୋଗ ଥିଲା, ଦୁଇଜଣ ବିଧାୟକ ଭୋଟ ଦେବା ସମୟରେ ବାଲଟ ପେପରକୁ ଅମିତ ଶାହଙ୍କୁ ଦେଖାଇଥିଲେ । ଏହା ପରେ ଗୁଜରାଟର ଲଢେଇ…
Read More...

ଗୁଜୁରାଟରେ ବିଜେପିକୁ ଝଟକା ! କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଅହମ୍ମଦ ପଟେଲ ବିଜୟୀ

କନକ ବ୍ୟୁରୋ : ଗୁଜରାଟ ରାଜ୍ୟସଭା ନିର୍ବାଚନରେ ବିଜେପି ରଣନୀତିକୁ ଶକ୍ତ ଝଟକା ଲାଗିଛି । କଂଗ୍ରେସ ବିଧାୟକଙ୍କ କ୍ରସ୍‌ ଭୋଟିଂ ବଳରେ ତୃତୀୟ ଆସନ ଜିତିବା ପାଇଁ ଆଶା ବାନ୍ଧିଥିବା ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ପ୍ରାୟ ଆଠ ଘଣ୍ଟାର ହାଇଡ୍ରାମା ଲାଗି ରହିବା ପରେ ଦୁଇ ବିଦ୍ରୋହୀ…
Read More...

ରାଜ୍ୟସଭା ମହାସମର ! ଚାଣକ୍ୟଙ୍କ ବିଜୟ ପାଇଁ ସୁପ୍ରିମୋଙ୍କ ଛାୟାଯୁଦ୍ଧ

କନକ ବ୍ୟୁରୋ : ଗୁଜରାଟରେ ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ ଡ୍ରାମା । ୩ଟି ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ହୋଇଥିବାବେଳେ ବିଳମ୍ବିତ ହୋଇଛି ମତ ଗଣନା । କାରଣ ଦୁଇଜଣ ବିଦ୍ରୋହୀ କଂଗ୍ରେସ ବିଧାୟକ ଭୋଟ ଦେବା ପରେ ସେମାନଙ୍କ ବାଲଟ ପେପର ବିଜେପି ପ୍ରାର୍ଥୀଙ୍କୁ ଦେଖାଇଥିବା ଅଭିଯୋଗରେ…
Read More...

ଦିଲ୍ଲୀରେ ଚାଲିଲା ମହାନଦୀ ଲଢେଇ ! ଜନ୍ତରମନ୍ତରଠାରେ ୫ ଦିନ ଧରି ଚାଲିବ ସତ୍ୟାଗ୍ରହ

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଲା ମହାନଦୀ ଲଢେଇ । ସତ୍ୟାଗ୍ରହ ଆରମ୍ଭ କଲେ ସରକାର । ଆଜିଠାରୁ ଦିଲ୍ଲୀର ଜନ୍ତରମନ୍ତରରେ ଆରମ୍ଭ ହୋଇଛି ୫ ଦିନିଆ ମହାନଦୀ ବଂଚାଅ ଆନ୍ଦୋଳନ । ଧାରଣା ଓ ସତ୍ୟାଗ୍ରହ ମାଧ୍ୟମରେ କେନ୍ଦ୍ର ଉପରେ ଚାପ ପକାଇବାକୁ ପ୍ରୟାସ । ମହାନଦୀ ଜଳବିବାଦର ସମାଧାନ ପାଇଁ ମୋଦି…
Read More...

ଜଷ୍ଟିସ୍ ଦୀପକ ମିଶ୍ର ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି !

ପୁଣି ଓଡ଼ିଶା ପାଇଁ ଆସିଛି ଗର୍ବ ଏବଂ ଗୌରବର ଖବର । ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଦୀପକ ମିଶ୍ର । ପରବର୍ତ୍ତୀ ପ୍ରଧାନ ବିଚାରପତି ପଦ ପାଇଁ ଜଷ୍ଟିସ ଦୀପକ ମିଶ୍ରଙ୍କ ନାମ ସୁପାରିଶ କରାଯାଇଥିଲା । ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଜଗଦୀଶ ସିଂହ ଖେହେରଙ୍କ…
Read More...

ଆମେରିକାରୁ ଫେରିଲେ ମା’ର କଙ୍କାଳ ଦେଖିଲେ ! ଏକ ହୃଦୟବିଦାରକ କାହାଣୀ

ଉଜ୍ଜଳ ଭବିଷ୍ୟତ ପାଇଁ ବାପାମା’ସେମାନଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେଇଥାନ୍ତି । କିନ୍ତୁ ଏହି ଉଚ୍ଚଶିକ୍ଷା ଲାଭ କରି ପିଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ତ ଉଚ୍ଚ ହୋଇଯାଏ ସତ ହେଲେ ସେମାନେ ଶିକ୍ଷିତ ହୋଇପାରନ୍ତି ନାହିଁ । ଯେଉଁ ଜନ୍ମକଲା ବାପାମା’ଙ୍କ ପାଇଁ ଉପରକୁ ଯାଇଥାନ୍ତି ସେହିମାନଙ୍କୁ…
Read More...

ଏୟାରଟେଲ୍ ବିରୋଧରେ କେସ୍ ଜିତିଲେ ମହିଳା ! କ୍ଷତିପୂରଣ ବାବଦରେ କମ୍ପାନୀ ଦେଲା ମାତ୍ର ୪୪.୫୦ ଟଙ୍କା

ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ୍ ବିରୋଧରେ କେସ୍ ଜିତିଛନ୍ତି ଜଣେ ମହିଳା । ମହିଳା ଜଣକ ଇଣ୍ଟରନେଟରେ ସମସ୍ୟା ପାଇଁ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଥିଲେ । ଆଉ ଏୟାରଟେଲ୍ କେସ୍ ହାରି ମହିଳାଙ୍କୁ କ୍ଷତିପୂରଣ ବାବଦରେ ଦେଇଛି ମାତ୍ର ୪୪.୫୦ ଟଙ୍କା । ମାମଲାଟି ୨୦୧୫ର ପଟିଦାର…
Read More...