Browsing Category

Top 2

ସାମୁଖ୍ୟର ମିଳିତ ଶତ୍ରୁ – ବିଜେଡି । ଯୋଦ୍ଧା – ୨ ଯୋଡିହେଲେ, ଅନ୍ୟକୁ ଅପେକ୍ଷା । ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟର ଗତି…

କନକ ବ୍ୟୁରୋ : ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ନୂଆ ସାମୁଖ୍ୟ ମୁଣ୍ଡ ଟେକିଛି । ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ଓ ସମତାକ୍ରାନ୍ତି ଦଳ ମିଳିତ ଭାବେ ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟ ଗଠନ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର…
Read More...

ପଶ୍ଚିମରେ କଂଗ୍ରେସକୁ ଆଉ ଏକ ଝଟକା। ଦଳରୁ ଇସ୍ତଫା ଦେଲେ ପ୍ରଣୟ ସାହୁ। ବିଜେପୁରରେ ରୀତା ସାହୁଙ୍କ ବିରୋଧରେ ଲଢିଥିଲେ…

କନକ ବ୍ୟୁରୋ: ପଶ୍ଚିମରେ କଂଗ୍ରେସକୁ ଆଉ ଏକ ଝଟକା । ଦଳରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ପ୍ରଣୟ ସାହୁ । ସମସ୍ତ ପଦ ଓ ଦଳର ସଦସ୍ୟତା ପଦରୁ ସେ ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । କିନ୍ତୁ ଇସ୍ତଫାର କାରଣ ସ୍ପଷ୍ଟ କରିନାହାନ୍ତି । ବିଜେପୁରରେ…
Read More...

ମଝି ସମୁଦ୍ରର କାହାଣୀ! ବୁଡି ଯାଉଥିବା ପିଲାଙ୍କ ପାଇଁ ଦେବଦୂତ ସାଜି ଉଭା ହେଲେ ଆଇସ୍କ୍ରିମ ବାଲା, ବଞ୍ଚିଗଲା ୩…

କନକ ବ୍ୟୁରୋ : ପିକନିକ୍ କରିବାକୁ ଆସି ୩ ଜଣଙ୍କ ସମୁଦ୍ରରେ ସଲିଳ ସମାଧି । ଅସ୍ତରଙ୍ଗ ପୀର ଜାହାନିଆ ପୀଠରେ ପିକନିକ କରିବାକୁ ଆସିଥିବା ୩ଜଣ ଇଂଜିନିୟରିଂ ଛାତ୍ର ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ଭୁବନେଶ୍ୱର ପଟିଆସ୍ଥିତ ସିଲିକନ୍ ଏକାଡେମୀ ଇଂଜିନିୟରିଂ କଲେଜର ୨୭ ଜଣ ଛାତ୍ରଛାତ୍ରୀ ଆଜି…
Read More...

କଂଗ୍ରେସରୁ ବହିଷ୍କୃତ ହେଲେ ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ସଗରିଆ । ବାରମ୍ବାର ଦଳ ବିରୋଧୀ କାର୍ଯ୍ୟ ପାଇଁ ହେଲା…

କନକ ବ୍ୟୁରୋ: କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ବାରମ୍ବାର ଦଳ ବିରୋଧୀ କାର୍ଯ୍ୟପାଇଁ କଂଗ୍ରେସରୁ ଉଭୟଙ୍କୁ ବହିଷ୍କୃତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା…
Read More...

ବଦ୍ରିଙ୍କୁ ଏବେ ଘାରିଛି କଂଗ୍ରେସ ଚିନ୍ତା ! କହିଲେ, ଦଳକୁ ଭାଙ୍ଗିବା ପାଇଁ ନିରଞ୍ଜନ ହୋଇଛନ୍ତି ପିସିସି ସଭାପତି

କନକ ବ୍ୟୁରୋ : ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ଏବେ ଘାରିଛି କଂଗ୍ରେସ ଚିନ୍ତା  । ବ୍ୟକ୍ତିଗତ କନ୍ଦଳକୁ ଆଖିଆଗରେ ରଖି କଂଗ୍ରେସ ବାବଦରେ ଟିପ୍ପଣୀ ଦେଇଛନ୍ତି ବଦ୍ରି ପାତ୍ର । କହିଛନ୍ତି ଦଳକୁ ଭାଙ୍ଗିବା ପାଇଁ ନିରଞ୍ଜନ ପିସିସି ସଭାପତି ହୋଇଛନ୍ତି  । ଦୀର୍ଘ ଦିନ ପ୍ରଚେଷ୍ଟା କରିଥିଲେ…
Read More...

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା ! ୩ଶହ ଟଙ୍କା ପାଉଥିବା ହିତାଧିକାରୀ ଏଣିକି ପାଇବେ ୫ଶହ ଟଙ୍କା, ଉପକୃତ ହେବେ ୪୮ ଲକ୍ଷ…

କନକ ବ୍ୟୁରୋ : ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା । ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ୨୦୦ ଟଙ୍କା ସୁରକ୍ଷା ଭତ୍ତା ବୃଦ୍ଧି କରିଛି । ସାମାଜିକ ସୁରକ୍ଷା ଭତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନ କ୍ଷମ ଓ ଅସହାୟ ମହିଳାଙ୍କ ପାଇଁ ମାସିକ ୨ଶହ ଟଙ୍କା ଭତ୍ତା ବୃଦ୍ଧି…
Read More...

ପ୍ରଶ୍ନପତ୍ର ଲିକର କ୍ରାଇମବ୍ରାଂଚ ତଦନ୍ତ ହେଲେ କଣ ସୁଫଳ ମିଳିବ? ଉତ୍ତରଦାୟିତ୍ୱର ଘୋର ଅଭାବ ଓ ଖାମଖିଆଲି ମନୋଭାବ ଦୂର…

କନକ ବ୍ୟୁରୋ :  ବିନା କୈାଣସି ତ୍ରୁଟି ବିଚ୍ୟୁତି ବା ପ୍ରଶ୍ନପତ୍ର ଲିକ୍ ବିନା ଏକ ସୁବ୍ୟବସ୍ଥିତ ଢଙ୍ଗରେ ପରୀକ୍ଷା ପରିଚାଳନା କରିବା ପାଇଁ ଆମେ କଣ ଅସମର୍ଥ କି? ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେତେବେଳେ ପରୀକ୍ଷା ହେବାର ବହୁ ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇ ମାର୍କେଟକୁ ଆସିଯାଏ, ଆଉ…
Read More...

ରାଜନୀତି ମୈଦାନରେ ଆଟାକ ନୁହେଁ ଡିଫେନ୍ସ କରୁଛନ୍ତି ମୋଦି! ବଦଳୁଥିବା ରାଜନୈତିକ ସମୀକରଣକୁ ଦେଖି ହୋଇଛି କି ମ୍ୟାଚ୍…

କନକ ବ୍ୟୁରୋ:  ଗତ ଗୋଟିଏ ମାସ ମଧ୍ୟରେ ମୋଦିଙ୍କ ୩ ଥର ଓଡିଶା ଗସ୍ତ ସମୟରେ ଗୋଟିଏ ସମାନତା ଦେଖିବାକୁ ମିଳିଛି । ତାହା ହେଉଛି ରାଜ୍ୟ ସରକାରଙ୍କ ପ୍ରତି ମୋଦିଙ୍କ ଡିଫେନ୍ସ ମନୋଭାବ । ଅଥାର୍ତ ମୋଦିଙ୍କ ପାଇଁ ପଡିଆ ପ୍ରସ୍ତୁତ ହୋଇଛି । ସ୍ଲଗ ଓଭର ମଧ୍ୟ ରହିଛି କିନ୍ତୁ ଆଟାକ ବଦଳରେ ଡିଫେନ୍ସ…
Read More...

ତାଳଚେରରୁ ବଲାଙ୍ଗୀର: ପ୍ରଥମେ ବର୍ଷିଥିଲେ ପରେ ବଦଳିଗଲେ ମୋଦି, ଦ୍ୱନ୍ଦରେ ଗେରୁଆ ଦଳ ।

କନକ ବ୍ୟୁରୋ: ବିଜେପିର ଫୋକସ୍ ଓଡ଼ିଶା । ଆଉ ଏହି ମିଶନକୁ ପୂରଣ କରିବା ପାଇଁ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ବିଜେପିକୁ ବଳ ଦେବା ପାଇଁ ଓଡ଼ିଶା ଆସୁଛନ୍ତି ହେଲେ ପୂର୍ବରୁ ମୋଦିଙ୍କ ସ୍ୱର ଏବଂ ବର୍ତ୍ତମାନର ସ୍ୱର ଭିତରେ ଆକାଶ ପାତାଳ ଫରକ ନଜର…
Read More...

ବଲାଙ୍ଗୀରରେ କ’ଣ କହିବେ ମୋଦି? କାଲି ଟାର୍ଗେଟରେ ରହିବ କିଏ, ନବୀନ ନା କଂଗ୍ରେସ?

କନକ ବ୍ୟୁରୋ : ୨୦ ଦିନ ମଧ୍ୟରେ ଆସନ୍ତାକାଲି ତୃତୀୟ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଲାଙ୍ଗୀରରେ ଏକ ବିଶାଳ ଜନସଭାରେ ଯୋଗ ଦେବାକୁ ଓଡିଶା ଆସୁଛନ୍ତି ମୋଦି । ଯାହା ରାଜ୍ୟ ରାଜନୀତିର ପାରାକୁ ବଢାଇ ଦେଇଛି । ହିନ୍ଦୀଭାଷୀ ଅଞ୍ଚଳରେ ବିଜେପି ଚିତ୍…
Read More...