Browsing Category

Top 2

କୃଷିବିଭାଗ ଯେବେ ପାଇଛନ୍ତି, ସେବେ ବିବାଦୀୟ ହୋଇଛନ୍ତି । ଜାନୁୟାରୀ ମାସ ବି ମହାରଥୀଙ୍କ ପାଇଁ ଅଶୁଭ ହେଲାଣି । 

କନକ ବ୍ୟୁରୋ : ପୁଣି ନିଜ ବିବାଦୀୟ ବୟାନ ପାଇଁ ଇସ୍ତଫା ଦେଇଛନ୍ତି ମନ୍ତ୍ରୀ ମହାରଥୀ । ପିପିଲି ପ୍ରସଙ୍ଗରେ ତଳ କୋର୍ଟଙ୍କ ରାୟ ଆସିବା ପରେ ସେ ଦେଇଥିବା ବିବାଦୀୟ ବୟାନ ପାଇଁ ଦଳ ଅଡୁଆରେ ପଡିବାରୁ ନିଜଆଡୁ ଇସ୍ତଫା ଦେଇଥିବା ମହାରଥୀ କହିଛନ୍ତି । ଗତକାଲି ମୋଦି ପିପିଲି ପ୍ରସଙ୍ଗ ଉଠାଇବା ପରେ…
Read More...

ମିଶନ୍-୧୨୦ କ’ଣ ଭୁଲିଗଲେଣି କି ମୋଦି ? ସସପେନ୍ସ ବଢ଼ାଉଛି ବିଜେପିର ଓଡ଼ିଶା ଫୋକସ୍  ।

କନକ ବ୍ୟୁରୋ: ୨୦୧୪ ନିର୍ବାଚନ ପରେ ପରେ କେନ୍ଦ୍ରର କ୍ଷମତା ଡ଼ୋରୀକୁ ହାତରେ ନେଇଥିଲେ ନରେନ୍ଦ୍ର ମୋଦି । ଆଉ ଏହାପରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଗେରୁଆ କରିବାକୁ ମନସ୍ଥ କରିଥିଲେ ମୋଦତ-ଶାହ ଯୋଡ଼ି । ବିଜେପି ଫୋକସରେ ପୂର୍ବ ଭାରତକୁ ଦଖଲ କରିବା ପାଇଁ ବାରମ୍ବାର ପ୍ରୟାସ କରୁଥିବା ଦେଖିବାକୁ…
Read More...

ମିଶନ୍ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ! ବିନା ସୁଧରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ୩ ଲକ୍ଷ…

କନକ ବ୍ୟୁରୋ : ପୁରୀରେ ମିଶନ୍ ଶକ୍ତି ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମୋଧିତ କରିଛନ୍ତି  । ମିଶନ୍ ଶକ୍ତି କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧିକ ସ୍ୱୟଂ ସୟାହକ ସଭ୍ୟ ଉପସ୍ତିତ ଥିଲେ । ମିଶନ୍ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନବୀନ…
Read More...

ଏଥର ସହଜ ହେବନି ଦିଲ୍ଲୀ ଦଖଲ । ବଦଳୁଥିବା ମିଜାଜ ଆଉ ରାଜନୀତିର ପାଣିପାଗ କହୁଛି, ଆଂଚଳିକ ଦଳର ଗୁରୁତ୍ୱ ବଢୁଛି ।

୨୪ ଡିସେମ୍ବରରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା ସମାବେଶରେ ବିଜେଡି ସରକାର ଉପରେ ନରମ ସ୍ୱରରେ ବର୍ଷିଲେ, ସେତେବେଳକୁ ଅନୁମାନ କରାଯାଉଥିଲା ଗଠବନ୍ଧନ ରାଜନୀତିରେ ବିଜେଡିର ଭୂମିକାକୁ ଆଖି ଆଗରେ ରଖି ମୋଦି ସ୍ୱରକୁ ଟାଣ କଲେ ନାହିଁ । ହେଲେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଗର୍ଭରୁ ଶଶ୍ମାନ, ଏକାଠି ଏକାଠି । ଗୋଟିଏ ଜୁଇରେ ଜଳିଲା ମା’ ଓ ପୁଅର ମୃତଦେହ

କନକ ବ୍ୟୁରୋ : ବୋଧେ, ମା’ର ପଣତ କାନି ଛାଡି ପାରିଲାନି ୭ ବର୍ଷର କୁନି ପୁଅ । ମା’କୁ ସେମିତି ଜାବୁଡି ଧରିଥିଲା, ଯେମିତି ବାଧାବିଘ୍ନ ବେଳେ ମା’ ତା’ ଆଡକୁ ହାତ ବଢ଼ାଇ ଦେଉଥିଲା । କିଏ କହିପାରିବ ସେ ମା’କୁ ପାଣିରେ ବୁଡିବାକୁ ଦେବାକୁ ଚାହୁଁନଥିଲା, କି ମା’କୁ ଏକାଛାଡିବାକୁ ଚାହୁଁ ନଥିଲା ।…
Read More...

କୃଷି ଋଣ ଛାଡ : ମୋଦି ମନାକଲେ, ରାଜ୍ୟ ବିଜେପି ମଙ୍ଗୁଆଳଙ୍କ ଗ୍ରୀନ୍ ସିଗନାଲ

କନକ ବ୍ୟୁରୋ : ଦେଶରେ ଏବେ କୃଷି ଋଣ ଛାଡ ଏକ ଚର୍ଚ୍ଚିତ ପ୍ରସଙ୍ଗ ଭାବେ ଉଭା ହୋଇଛି । ଖାସକରି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାରକୁ ଆସିବା ପରେ କୃଷି ଋଣ ଛାଡ କରିବାକୁ ଘୋଷଣା କରିବା ପରେ ଏହା ଏବେ ଜାତୀୟ ତଥା ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି ।…
Read More...

ବିଦାୟୀ ବର୍ଷର ଶେଷ ଚିଠି ! ପ୍ରାପ୍ତେଷୁ ୨୦୧୯, ପ୍ରେରକ ୨୦୧୮

କନକ ବ୍ୟୁରୋ : ନଇଁଗଲା ସୂରଜ, ଉଇଁବ ନୂଆ ସକାଳ ନେଇ । ବଦଳିଯିବ କ୍ୟାଲେଣ୍ଡରର ପୃଷ୍ଠା । ଆସିବ ନୂଆ ସମ୍ଭାବନା ନେଇ  । ମେଳାଣି ନେଉଛି ୨୦୧୮, ଆସୁଛି ବର୍ଷ ୨୦୧୯ । ବିଦାୟ ଓ ଆଗମନ ମଧ୍ୟରେ ବ୍ୟବଧାନ ମାତ୍ର ଆଉ କିଛି ଘଣ୍ଟା । ରାତି ପାହିଲେ ନୂଆବର୍ଷ । ସ୍ମୃତି ଛାଡିଯିବ ୨୦୧୮, ଆଉ ନୂଆ ଆଶା…
Read More...

୧୯ର ଫର୍ମୁଲା ଆଜିଠାରୁ ପ୍ରକାଶ କରାଯାଇ ପାରିବ ନାହିଁ । ନବୀନ ନିବାସ ଓ କଂଗ୍ରେସ ଭବନ ବାହାରେ ମଧ୍ୟ ଅନେକ ଦିଗ ଅଛି :…

ବର୍ଷ ୨୦୧୮ରେ ସବୁଠାରୁ ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କ ରାଜନୈତିକ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ଆଉ କନକ ନ୍ୟୁଜ କାର୍ଯ୍ୟକ୍ରମ ନ୍ୟୁଜ ମେକର ୨୦୧୮ରେ ସାମିଲ ହୋଇ ବିଜୟ ମହାପାତ୍ର କହିଛନ୍ତି, ୨୦୧୯ରେ କି ଘଟଣା ଘଟିବ, ଏବେଠାରୁ କହିବା ମୁସ୍କିଲ ହେବ । ଏହି ପଦିଏ କଥା…
Read More...

ମତେ ଯେମିତି କତୁରୀ ମାରିଛନ୍ତି, ମୋ ପୁଅ ସେମାନଙ୍କୁ କତୁରୀ ମାରିବ ବୋଲି କାହିଁକି ଭାବୁନାହାନ୍ତି? ନ୍ୟୁଜମେକର ୨୦୧୮ରେ…

କନକ ନ୍ୟୁଜର କାର୍ଯ୍ୟକ୍ରମ ନ୍ୟୁଜମେକର ୨୦୧୮ରେ ବର୍ଷର ଚର୍ଚ୍ଚିତ ଚେହେରା ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଦାମୋଦାର ରାଉତ ରଖିଛନ୍ତି ସବୁଠାରୁ ବଡ ବୟାନ । ବିଜେଡି ପ୍ରତିଷ୍ଠା ଦିବସରେ ପୁଅ ସମ୍ବିତ ରାଉତରାୟ ଯେତେବେଳେ ଦଳର କାର୍ଯ୍ୟାଳୟରେ ପାଳନ ହେଉଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ…
Read More...

କେହି ମାରି ନାହାନ୍ତି ପିପିଲି ପିଡୀତାଙ୍କୁ । ବଂଚିଥିବା ବେଳେ ବ୍ୟବସ୍ଥା ନ୍ୟାୟ ଦେଲାନି, ଆଉ ମୃତ୍ୟୁ ପରେ ପ୍ରମାଣ…

କନକ ବ୍ୟୁରୋ : ହତ୍ୟା ହୋଇଛି, କିନ୍ତୁ ହତ୍ୟାକାରୀ ନାହାନ୍ତି । ୭ ବର୍ଷ ତଳେ ଯେଉଁ ଘଟଣାକୁ ନେଇ ରାଜ୍ୟ ରାଜନୀତି ଦୋହଲି ଉଠିଥିଲା, ଆଜି ସେହି ପ୍ରସଙ୍ଗ ପାଇଁ ଅସମ୍ଭବ ନୀରବତା ଦେଖିବାକୁ ମିଳିଛି । କୋର୍ଟରେ ଅପରାଧୀ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଗଲେ, ତଥ୍ୟ ପ୍ରମାଣ ମିଳିଲା ନାହିଁ ।…
Read More...