Browsing Category

ନ୍ୟୁଜ୍

ଆମ ଶିଳ୍ପନୀତି ଦେଶରେ ଶ୍ରେଷ୍ଠ । ଟ୍ରିଲିୟନ୍ ଡଲାର ଇକୋନୋମି ହେବ ଓଡିଶା: ନବୀନ

କନକ ବ୍ୟୁରୋ: ମେକ୍ ଇନ ଓଡ଼ିଶା କନକ୍ଲେଭ ମଞ୍ଚରୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ କେମିତି ଶିଳ୍ପ ସମୃଦ୍ଧ ଭିତ୍ତିଭୂମି ରହିଛି, ନୂଆ ଶିଳ୍ପନୀତି ଅଣାଯାଇଛି ଏବଂ ପୁଞ୍ଜିନିବେଶ କଲେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ…
Read More...

ପଦ୍ମପୁରରେ କମ୍ପୁଛି ପ୍ରଚାର ମୈଦାନ : ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ‘କଂସ’

କନକ ବ୍ୟୁରୋ : ଆଉ ମାତ୍ର ୩ଦିନ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ପଡିବ । ପଦ୍ମପୁର ଉପନିର୍ବାଚନକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି ରାଜନୈତିକ ଦଳ । ଏହାରି…
Read More...

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା : ଡିସେମ୍ବର ୫ରେ ସୃଷ୍ଟି ହୋଇପାରେ ଲଘୁଚାପ

କନକ ବ୍ୟୁରୋ : ବଙ୍ଗୋପସାଗରରେ ପୁଣି ଦେଖାଦେଲା ବାତ୍ୟା ଆଶଙ୍କା । ଡିସେମ୍ବର ୫ରେ ସୃଷ୍ଟି ହୋଇପାରେ ଲଘୁଚାପ । ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇ କ୍ରମେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରବର୍ତ୍ତୀ…
Read More...

‘ଓଡିଶାକୁ ଆଣିବି ନୂଆ ଟେକ୍ନୋଲୋଜି’ : ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଏଲ.ଏନ ମିତ୍ତଲଙ୍କ ଘୋଷଣା 

କନକ ବ୍ୟୁରୋ : ଓଡିଶାକୁ ନୂଆ ଟେକ୍ନୋଲୋଜି ଆଣିବା ନେଇ ମିତ୍ତଲଙ୍କ ଘୋଷଣା । ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଏଲ.ଏନ ମିତ୍ତଲଙ୍କ ଘୋଷଣା କରିଛନ୍ତି । ନବୀନଙ୍କ ନେତୃତ୍ୱରେ ଓଡିଶାର ଭବିଷ୍ୟତ ଉଜ୍ଜ୍ୱଳ ।  ଓଡିଶାରେ ଶିଳ୍ପ ସ୍ଥାପନରେ ପ୍ରତିବନ୍ଧକ ନାହିଁ । ଓଡିଶାର ଭିଜନକୁ ନେଇ ଆମେ ଗର୍ବିତ ।…
Read More...

ଭୁବନେଶ୍ୱରରେ ଉଦଘାଟିତ ହେଲା ବ୍ୟାଙ୍କ ଅଫ ବରୋଦାର ମିଡ୍ କର୍ପୋରେଟ ଶାଖା । କର୍ପୋରେଟ ପ୍ରସ୍ତାବର ଶୀଘ୍ର ହେବ…

କନକ ବ୍ୟୁରୋ : ଏକ ରଣନୀତିକ ପଦକ୍ଷେପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ଏହାର କର୍ପୋରେଟ୍ ବ୍ୟାଙ୍କିଙ୍ଗ୍ ଭର୍ଟିକାଲ୍କୁ ପୁନ ସଂଗଠିତ କରି ଏହାକୁ ଦୁଇଟି ୟୁନିଟ୍ - ବୃହତ କର୍ପୋରେଟ୍ ଏବଂ ମିଡ୍ କର୍ପୋରେଟରେ ବିଭକ୍ତ କରିଛନ୍ତି । ବ୍ୟାଙ୍କ ସୂତ୍ର ଅନୁଯାୟୀ ଏହା କର୍ପୋରେଟ୍…
Read More...

୨୦୨୦ରୁ ୨୦୨୨ ଭିତରେ ଓଡିଶାରେ କୋଭିଡ୍ ନେଇଛି ୨୦ ହଜାରରୁ ଅଧିକ ଜୀବନ । ବିଧାନସଭାରେ ଉତ୍ତର ରଖିଲେ ବିପର୍ୟ୍ୟୟ…

କନକ ବ୍ୟୁରୋ: ୨୦୨୦ରୁ ୨୦୨୨ ଭିତରେ ଓଡିଶାରେ କୋଭିଡ୍ ନେଇଛି ୨୦ ହଜାରରୁ ଅଧିକ ଜୀବନ । ସେହିପରି ବନ୍ୟା, ବାତ୍ୟା, ମରୁଡି, ପ୍ରବଳ ବର୍ଷାରେ ୧୦ ବର୍ଷ ଭିତରେ ୨୨୭ ଜଣଙ୍କର ପ୍ରାଣହାନି ଘଟିଛି । ବାତ୍ୟା ତିତିଲିରେ ସର୍ବାଧିକ ୭୨ ଜଣଙ୍କର ଜୀବନ ଯାଇଥିବା ବେଳେ ବାତ୍ୟା ଫନିରେ ୬୪ ଜଣ, ଫାଇଲିନ…
Read More...

୮୩ ଦିନରେ ପହଂଚିଲା ରାହୁଲଙ୍କ ‘ଭାରତ ଯୋଡ’ ଯାତ୍ରା, ସାମିଲ ହେଲେ ଅଭିନେତ୍ରୀ ସ୍ୱରା ଭାସ୍କର

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଆଜିକୁ ୮୩ ଦିନରେ ପହଂଚିଛି । ଦଳ ଓ ସଂଗଠନକୁ ମଜବୁତ କରିବା ଓ ଲୋକଙ୍କୁ ବିଜେପି ସରକାର ବିରୋଧରେ ଜାଗୃତ କରିବା ଲକ୍ଷ୍ୟରେ ରାହୁଲ ଗାନ୍ଧୀ ଏହି ପଦଯାତ୍ରା ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ କରିଛନ୍ତି । ଏହି କ୍ରମରେ ରାହୁଲଙ୍କ ସହ…
Read More...

ଝିଅ ବାହାଘର ପାଇଁ ଆଣିଥିଲେ ୧କୋଟିର ଗହଣା । ଉବେର କ୍ୟାବରେ ଛାଡିଦେଲେ ବ୍ୟାଗ୍, ତାପରେ…

କନକ ବ୍ୟୁରୋ : ଝିଅର ବିବାହ ପାଇଁ ଲଣ୍ଡନରୁ ଗ୍ରେଟର ନୋଏଡା ଆସିଥିଲେ ଜଣେ ଏନଆରଆଇ ନିଖିଲେସ୍ କୁମାର । ସାଙ୍ଗରେ ଆଣିଥିଲେ ଗହଣା ବୋଝେଇ ଏକ ବ୍ୟାଗ୍ । ଯେଉଁଥିଲେ ପାଖାପାଖି ଏକ କୋଟି ଟଙ୍କାର ସୁନା ଗହଣା ରହିଥିଲା । ଟ୍ୟାକ୍ସିରେ ଘରକୁ ଆସି ପହଞ୍ଚିଥିଲେ । କିନ୍ତୁ ଘରକୁ ଆସିବା ପରେ…
Read More...

ଓଡିଶାରେ ୬୦ ହଜାର କୋଟି ନିବେଶ କରିବ ଅଦାନୀ ଗ୍ରୁପ । ମେକ୍ ଇନ୍ ଓଡିଶା କନକ୍ଲେଭରେ କରନ ଅଦାନୀଙ୍କ ବଡ ଘୋଷଣା ।

କନକ ବ୍ୟୁରୋ: ଓଡିଶାରେ ୬୦ ହଜାର କୋଟି ନିବେଶ କରିବ ଅଦାନୀ ଗ୍ରୁପ୍ । ମେକ ଇନ ଓଡ଼ିଶା ସମ୍ମିଳନୀରେ ଅଦାନୀ ପୋର୍ଟସ୍ ଆଣ୍ଡ ଏସଇଜେଡ ସିଇଓ କରନ ଅଦାନୀଙ୍କ ଏନେଇ ବଡ଼ ଘୋଷଣା କରିଛନ୍ତି । ତେବେ ଆଗାମୀ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ଏହି ୬୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଅଦାନୀ…
Read More...

ମେକ୍ ଇନ୍ ଓଡ଼ିଶାରେ ସଜ୍ଜନ ଜିନ୍ଦଲଙ୍କ ବଡ ଘୋଷଣା । ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ଜେଏସଡବ୍ଲୁ, ଶିଳ୍ପାୟନରେ ଏବେ…

କନକ ବ୍ୟୁରୋ : ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜେଏସଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବଡ ଘୋଷଣା ।  ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଜେଏସଡବ୍ଲ୍ୟୁ । ଏହାପୂର୍ବରୁ ୨୦୧୮ ମେକ ଇନ୍ ଓଡ଼ିଶାରେ ୬୦ ହଜାର କୋଟି ଟଙ୍କା ନିବେଶ ଲାଗି ଜେଏସଡବ୍ଲ୍ୟୁ ପ୍ରତିଶ୍ରୁତିବଦ୍ଧ…
Read More...