Browsing Category

ନ୍ୟୁଜ୍

ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସର ହାଥ ସେ ହାଥ୍ ଯୋଡୋ ଯାତ୍ରା। ଦଳ ସହ ଯୋଡି ହେବାକୁ କର୍ମୀ ଓ ସାଧାରଣ ଜନତାଙ୍କୁ…

କନକ ବ୍ୟୁରୋ: କଂଗ୍ରେସ ସହ ଯୋଡି ହେବାକୁ ଆହ୍ୱାନ । ଏନେଇ ବିଭିନ ସ୍ଥାନରେ ଆରମ୍ଭ ହୋଇଛି ହାଥ ସେ ହାଥ୍ ଯୋଡୋ ଯାତ୍ରା । ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କଂଗ୍ରେସ ପକ୍ଷରୁ ଆଜି ଜାରକାଠାରେ ଏହି ଯାତ୍ରାର ଶୁଭାରମ୍ଭ କରାଯାଇଛି । ଧର୍ମଶାଳାର କଂଗ୍ରେସ ନେତାଙ୍କ ନେତୃତ୍ୱରେ ଆଜି ପଦଯାତ୍ରା…
Read More...

ଗଣତନ୍ତ୍ର ଦିବସରେ ମାଓ ପୋଷ୍ଟର, ନିୟମଗିରି ପାହାଡ ନିକଟରେ ଲାଗିଲା ପୋଷ୍ଟର।

କନକ ବ୍ୟୁରୋ: ସାରା ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ସବୁଠି ଫର ଫର ହୋଇଉଡୁଛି ଲାଲତ୍ରିରଙ୍ଗା । ହେଲେ ସାଧାରଣତନ୍ତ୍ର ଦିବସରେ ଗଣତନ୍ତ୍ରକୁ ବିରୋଧ କରିଛନ୍ତି ଲାଲବାହିନୀ । ମାଓ ପୋଷ୍ଟର ଲଗାଇ ନିଜର ସ୍ଥିତି ଜାହିର କରିଛି । ରାୟଗଡା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ନିକଟ…
Read More...

ପ୍ୟାରିସ ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ପ୍ରଶଂସା ସାଉଁଟିଲା ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ। ୧୨୫ ଦେଶ ଭିତରେ ପୋଲସରାର…

କନକ ବ୍ୟୁରୋ: ଆଉ ଘର ଚାରି କାନ୍ଥ ଭିତରେ ରହିନାହାନ୍ତି ମହିଳା । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ଚଳାଇବା କ୍ଷମତା ଅଛି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳା ମାନେ ନିଜକୁ ସକ୍ଷମ କରିପାରିଛନ୍ତି । ଯେମିତି ଗଞ୍ଜାମ ପୋଲସରା ଚିରିକିପଡା ଶାସନ ଗାଁର ସ୍ୱୟଂସହାୟକ ଗୋଷ୍ଠୀ ଏବେ…
Read More...

ସାଧାରଣତନ୍ତ୍ର ଦିବସରେ ଶେଷ ସ୍ୱାଧୀନ ଦୁର୍ଗରେ ଉଡ଼ିଲା ତ୍ରିରଙ୍ଗା। ୨୦୬ ମିଟର ତ୍ରିରଙ୍ଗା ସହ ପାଇକ ବିଦ୍ରୋହର ବର୍ଷ…

କନକ ବ୍ୟୁରୋ: ଲାଲ ମାଟିରେ ଉଡ଼ିଲା ତ୍ରିରଙ୍ଗା । ଆଜି ସାରାଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସବୁଠି ଉଡ଼ୁଛି ତ୍ରିରଙ୍ଗା । ସେହିଭଳି ସ୍ୱାଧୀନତା ସଂଗ୍ରାମର ଅନ୍ତୁଡିଶାଳ ଖୋର୍ଦ୍ଧାରେ ମଧ୍ୟ ଉଡିଛି ତ୍ରିରଙ୍ଗା । ଯେଉଁଠି ଇଂରେଜଙ୍କ ବିରୋଧରେ ଆରମ୍ଭ ହୋଇଥିଲା ପ୍ରଥମ…
Read More...

ବଢ଼ିଲା ଆବାସ କଳି ପଲିଟିକ୍ସ। ବିଜେପିର ଅଭିଯୋଗ ରାଜ୍ୟ ସରକାରଙ୍କ ନାହିଁ ଆନ୍ତରିକତା, ଜବାବ ରଖିଲା ବିଜେଡି।

କନକ ବ୍ୟୁରୋ: ଆବାସ କଳି ଭିତରେ ପୁଣି ଥରେ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି । ରାଜ୍ୟ ବିଜେପି ସଭାପତି ଅଭିଯୋଗ କରିଛନ୍ତି ଯେ, ୨୩ ବର୍ଷରେ ଗରିବ ଲୋକଙ୍କ ଚାଳ ଘର ହଟାଇ ପକା ଘର କରିବାକୁ ରାଜ୍ୟ ସରକାରଙ୍କୁ କିଏ ମନା କରିଥିଲା? ବିଜୁ ପକ୍କା ଘର ଯୋଜନାରେ କେତେ ଘର ଦିଆଯାଇଛି । ରାଜ୍ୟ…
Read More...

ଆବାସ ଅସନ୍ତୋଷ: ଅନୁଗୁଳ ସାନ୍ତରାପୁରରେ ଅଧିକାରୀଙ୍କୁ ତାଲା ପକାଇଦେଲେ ଲୋକେ। ବଲାଙ୍ଗୀରରେ ୩୧୭ ସରପଞ୍ଚ ବର୍ଜନ କଲେ…

କନକ ବ୍ୟୁରୋ: ଆବାସ ତାଲିକା ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ି ବଢ଼ି ଚାଲିଛି । ଗାଁ ଗାଁରେ ଅସନ୍ତୋଷ ଲାଗି ରହିଛି । ତାଲିକାରେ ଯେଉଁମାନଙ୍କ ନାଁ ଅଛି, ସେମାନେ ତ ଖୁସି ଅଛନ୍ତି, ହେଲେ ଯେଉଁମାନଙ୍କ ନାଁ ନାହିଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯୋଗ୍ୟ ହିତାଧୀକାରୀମାନେ ତାଲିକାରୁ…
Read More...

ଭୁବନେଶ୍ୱର ଭୁଆଶୁଣୀ ଡମ୍ପିଂୟାର୍ଡରେ ପୁଣି ଅଶାନ୍ତି। ବିଏମସି ପ୍ରତିଶ୍ରୁତିରେ ଖିଲାପ କରି ରାତି ଅଧିଆ ଅଳିଆ ପକାଇବା…

କନକ ବ୍ୟୁରୋ: ଭୁବନେଶ୍ୱର ଭୁଆଶୁଣୀ ଡମ୍ପିଂୟାର୍ଡର ପୁଣି ଅଶାନ୍ତି । ବିଏମସି ପ୍ରତିଶ୍ରୁତିରେ ଖିଲାପ କରି ରାତିଅଧିଆ ଅଳିଆ ପକାଇବା ଅଭିଯୋଗରେ ରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା । ଅଳିଆ ପକାଇଥିବା ଅଭିଯୋଗ କରି ବାରଙ୍ଗ ପିତାପଲ୍ଲୀ ରାସ୍ତାର ଦାରଠେଙ୍ଗ ଭୁଆଶୁଣୀ ଡମ୍ପିଂୟାର୍ଡ ଛକରେ…
Read More...

ପାକିସ୍ତାନୀ ଉଡ଼ାଇଲେ ତ୍ରିରଙ୍ଗା ପତାକା। ଅଭିନେତା ସାୟାନ ଅଲ୍ଲୀ ଗାଇଲେ, ସାରେ ଜାହାଁସେ ଅଚ୍ଛା ।

କନକ ବ୍ୟୁରୋ: ପାକିସ୍ତାନୀ ଉଡ଼ାଇଲେ ତ୍ରିରଙ୍ଗା । ଭାରତର ଗଣତନ୍ତ୍ର ଦିବସ ଅବସରରେ ଆମେରିକାରୁ ଆସିଛି ଏଭଳି କିଛି ଚିତ୍ର । ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ପାକିସ୍ତାନର ମୂଳ ବାସିନ୍ଦା ସାୟାନ ଅଲ୍ଲି, ତ୍ରିରଙ୍ଗା ପତାକା ଉଡ଼ାଇବା ସହ ସାରେ ଜାହାଁସେ ଅଚ୍ଛା, ହିନ୍ଦୁସ୍ତାଁ ହମାରା ଗୀତ…
Read More...

ଦିଲ୍ଲୀ ମେୟର ନିର୍ବାଚନ: ସୁପ୍ରିମକୋର୍ଟରେ ପହଞ୍ଚିଲା ଆମ୍ ଆଦମୀ ଦଳ।

କନକ ବ୍ୟୁରୋ: ଦିଲ୍ଲୀ ମେୟର ନିର୍ବାଚନ ନେଇ ଆପ୍ ସୁପ୍ରିମକୋର୍ଟର ଶରଣ ନେଇଛି । ଦଳର କହିବା କଥା ଯେ, ଆମେ ଶୀର୍ଷ ଅଦାଲତଙ୍କ ଆଗରେ ୨ଟି ପ୍ରାର୍ଥନା ରଖିଛୁ । ପ୍ରଥମଟି ହେଉଛି ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସମୟରେ ମେୟର ନିର୍ବାଚନ ଅନୁଷ୍ଠିତ ହେଉ । ଦ୍ୱିତୀୟଟି ହେଉଛି ମନୋନୀତ…
Read More...

୨୦ ଟଙ୍କାରେ ଚିକିତ୍ସା ଦେଉଥିବା ଡାକ୍ତରଙ୍କୁ ମିଳିବ ପଦ୍ମଶ୍ରୀ. ଜାଣନ୍ତୁ କିଏ ଏହି ଡାକ୍ତର?

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ବୁଧବାର ପଦ୍ମସମ୍ମାନ ଘୋଷଣା କରାଯାଇଛି । ୧୦୬ଜଣଙ୍କୁ ଏହି ସମ୍ମାନଜନକ ପଦ୍ମସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି । ଏହି ତାଲିକାରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉମାନେ ନିଜ କାମ ପାଇଁ ପୁରସ୍କୃତ ହୋଇଛନ୍ତି । ତେବେ ଏମାନଙ୍କ…
Read More...