Browsing Category

ନ୍ୟୁଜ୍

ସେଲଫି ନେବା ହେଲା କାଳ : ୨୦୦ ମିଟର ତଳକୁ ଖସି ଯାଇ ଯୁବକଙ୍କ ମୃତ୍ୟୁ

କନକ ବ୍ୟୁରୋ : ସେଲଫି ନେବା ହେଲା କାଳ । ଖଣ୍ଡାଧାର ଜଳପ୍ରପାତରେ ଖସି ପଡ଼ିଲେ ଯୁବକ । ଲେପା ମୁର୍ମୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ଆଜି ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି…
Read More...

କୂଅରୁ ଉଦ୍ଧାର ହେଲା ହାତୀ ଛୁଆ : ଜେସିବି ସାହାଯ୍ୟରେ ଉଦ୍ଧାର କଲେ ବନ କର୍ମଚାରୀ

କନକ ବ୍ୟୁରୋ : କୂଅରୁ ଉଦ୍ଧାର ହେଲା ହାତୀ ଛୁଆ । ସମ୍ବଲପୁର ବନଖଣ୍ଡ ବସିଆପଡ଼ା ସେକ୍ସନରେ ଏକ କୂଅରେ ହାତୀ ଛୁଆଟି ପଡ଼ିଯାଇଥିଲା । ରାତି ବେଳେ ଗାଁ ନିକଟକୁ ହାତୀପଲ ଆସିଥିବା ବେଳେ ହାତୀ ଛୁଆଟି କୂଅରେ ପଡ଼ିଯାଇଥିଲା । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ହାତୀ…
Read More...

‘ସରକାର ଆମ ଦୁଃଖ ବୁଝ , ରହିବାକୁ ଘର ଖଣ୍ଡେ ଦିଅ’ : ଦାରିଦ୍ର୍ୟ ଯନ୍ତ୍ରଣା ସହୁଥିବା କୁନିପୁଅର ଗୁହାରୀ

କନକ ବ୍ୟୁରୋ: ବାପା ପର ଘରେ ମୂଲ ଲାଗୁଛନ୍ତି । ଏପଟେ ଦୁଇଟା ପିଲାଙ୍କୁ ଧରି ଭଙ୍ଗା କୁଡିଆରେ ପଡିରହିଛି ମା’ । ରହିବାକୁ ମୁଣ୍ଡ ଉପରେ ଛପର ନାହିଁ କି ପେଟକୁ ଦାନା ବି ନାହିଁ । ପ୍ରଶାସନ ବି କିଛି ଶୁଣିବାକୁ ନାରାଜ । ଏପରି ସ୍ଥଳେ ପିଲାଙ୍କୁ ଆଶ୍ରମରେ ଛାଡିଦେଇ ଆତ୍ମହତ୍ୟା କରିବାକୁ ଶ୍ରେୟ…
Read More...

ଅଭିଳାଷଙ୍କ ସଂଘର୍ଷମୟ ଯାତ୍ରା : ସମୁଦ୍ରରେ ଏକାକୀ ୪୦ ହଜାର କିଲୋମିଟର ଯାତ୍ରା

କନକ ବ୍ୟୁରୋ : ସମୁଦ୍ରରେ ଏକାକୀ ୪୦ ହଜାର କିଲୋମିଟର ଯାତ୍ରା । କଥାଟି ବିଶ୍ୱାସ ହେଉନଥିଲେ ବି ସତ । ବିଶ୍ୱର ସୁବୁଠୁ ପ୍ରତିଷ୍ଠିତ ସାମୁଦ୍ରିକ ଯାତ୍ରା ପତିଯୋଗୀତା ‘ଗୋଲ୍ଡେନ ଗ୍ଲୋବ’ରେ ରେକର୍ଡ କରିଛନ୍ତି ଭାରତର ଅଭିଳାସ ଟମି । ଭାରତୀୟ ନୌସେନାର ଅବସରପ୍ରାପ୍ତ କମାଣ୍ଡର ଅଭିଳାଷ ଟମି ଏହି…
Read More...

ଝାରସୁଗୁଡା ଉପନିର୍ବାଚନ : ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇଲେ ଧାମନଗର ବିଧାୟକ; ବାହୁବଳୀ ସିନେମା କଥା କହି ସରକାରଙ୍କୁ…

କନକ ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନ ପ୍ରଚାର ଜମିଥିବା ବେଳେ ଧାମନଗର ବିଧାୟକଙ୍କ ସୂରଜ ସୂର୍ଯ୍ୟବଂଶୀ ଫିଲ୍ମର ଡାଏଲଗ କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଚାର ସମୟରେ ମଞ୍ଚରେ ଭାଷଣ ଦେବା ସମୟରେ ବାହୁବଳୀ ଫିଲ୍ମର ଡାଏଲଗ ମାରିଛନ୍ତି ସୁରଜ । ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ପ୍ରଶ୍ନ…
Read More...

ମାସ ଆରମ୍ଭରେ ବ୍ୟବସାୟୀଙ୍କୁ ଆଶ୍ୱସ୍ତି : ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର

କନକ ବ୍ୟୁରୋ : ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ୧୭୧ ଟଙ୍କା ୫୦ ପଇସା ହ୍ରାସ କରାଯାଇଛି । ଆଜିଠୁ ନୂଆ ଦର ଲାଗୁ ହେବ । ଦର ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋ କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦର ୧୮୫୬ ଟଙ୍କା ୫୦ ପଇସା ହୋଇଛି । ହେଲେ…
Read More...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ସାଂଘାତିକ ତ୍ରୁଟି : ରୋଡ ଶୋ ବେଳେ ଫିଙ୍ଗାଗଲା ମୋବାଇଲ୍

କନକ ବ୍ୟୁରୋ : ମୋଦୀଙ୍କ ସୁରକ୍ଷାରେ ତ୍ରୁଟି । କର୍ଣ୍ଣାଟକର ମହୀଶୂରରେ ରୋଡ ଶୋ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଡି ଆଗକୁ ମୋବାଇଲ ଫିଙ୍ଗାଯାଇଛି । ତେବେ ଏସପିଜିର ସୁରକ୍ଷା କର୍ମୀ ତୁରନ୍ତ ରାସ୍ତାକୁ ମୋବାଇଲକୁ ହଟାଇଦେଇଥିଲେ । ପୁଲିସ ଘଟଣାର ଯାଞ୍ଚ କରୁଛି । ମୋବାଇଲ…
Read More...

ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ : ଟ୍ରେନକୁ ଅଟକାଇ ଖାନତଲାସ କଲା ରେଳବାଇ ପୁଲିସ

କନକ ବ୍ୟୁରୋ : ନୂଆଦିଲ୍ଲୀରୁ ପୁରୀ ଆସୁଥିବା ପୁରୁଷୋତମ ଏକ୍ସପ୍ରେସରେ ବୋମା ଆତଙ୍କ । ଟ୍ରେନରେ ବୋମା ଥିବା ଖବର ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଉତରପ୍ରଦେଶର ମିର୍ଜାପୁର ନିକଟ ଚୁନାର ଷ୍ଟେସନରେ ଟ୍ରେନକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଡଗ ସ୍କ୍ୱାର୍ଡ ଓ ବୋମା ସ୍କ୍ୱାର୍ଡ ସହ…
Read More...

ଟ୍ୱିଟର ଖବର ପଢିବାକୁ ହେଲେ ଦେବାକୁ ପଡିବ ଟଙ୍କା : ଆସନ୍ତା ମାସରୁ ଲାଗୁ ହେବ ନିୟମ; ଏଲନ ମସ୍କ କହିଲେ…

କନକ ବ୍ୟୁରୋ : ଟ୍ୱିଟର ଖବର ପଢିବାକୁ ହେଲୋ ଦେବାକୁ ପଡିବ ଟଙ୍କା । ଆସନ୍ତା ମାସରୁ ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ଟ୍ୱିଟରରେ ଖବର ପଢିବାକୁ ହେଲେ ବ୍ୟବହାରକାରୀଙ୍କୁ ମାସିକିଆ ସବସ୍କ୍ରିପସନ୍ ନେବାକୁ ପଡିବ । ଏନେଇ ମସ୍କ କହିଛନ୍ତି ନ୍ୟୁଜ୍ ପ୍ରକାଶ…
Read More...

କାହିଁକି ବଢୁଛି ସିଜରିଆନ ଡେଲିଭରି ? ଆଜିଠୁ ଅଡିଟ୍ କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ; ସରକାରୀ ନିୟମ ମାନୁନଥିବା ଘରୋଇ…

କନକ ବ୍ୟୁରୋ : କାହିଁକି ବଢୁଛି ସିଜରିଆନ ଡେଲିଭରି । ଆଜିଠୁ ଅଡିଟ୍ କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସରକାରୀ ନିୟମ ମାନୁନଥିବା ଘରୋଇ ହସ୍ପିଟାଲ ଉପରେ ହେବ ଚଢାଉ । ଏଥିପାଇଁ ସବୁ ସିଡିଏମଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ନିୟମ ମାନି ହସ୍ପିଟାଲ ଗୁଡିକ ନର୍ମାଲ ଡେଲିଭରି କରୁଛନ୍ତି…
Read More...