Browsing Category

ନ୍ୟୁଜ୍

ସୌର ମିଶନରେ ଥିବା ବୈଜ୍ଞାନିକ ଟିମକୁ ପରଫ୍ୟୁମ୍ ବ୍ୟବହାର କରିବାକୁ କଟକଣା ଥିଲା । ଏହା ପଛର କାରଣ କ’ଣ?

କନକ ବ୍ୟୁରୋ: ସେପ୍ଟେମ୍ବର ୨ ତାରିଖରେ ଇସ୍ରୋର ସୂର୍ଯ୍ୟ ମିଶନ ହୋଇଥିଲା । ଏଥିରେ ଆଦିତ୍ୟ ଏଲ୍ ୧ ସଫଳ ଉତକ୍ଷେପଣ କରିଥିଲା । ହେଲେ ଆପଣ ଜାଣିଛନ୍ତି କି’ ଏହି ଟିମରେ ଥିବା ସମସ୍ତଙ୍କ ବୈଜ୍ଞାନିକଙ୍କୁ ପ୍ରୋଜେକ୍ଟ ଆରମ୍ଭରୁ ଶେଷଯାଏଁ କୌଣସି ପ୍ରକାର ଅତର ବା ପରଫ୍ୟୁମ୍ ବ୍ୟବହାର କରିବାକୁ ମନା…
Read More...

ମଝି ଆକାଶରେ ବିମାନରେ ଖେଳିଗଲା ଆତଙ୍କ : ଉଡ଼ାଣର ୨୫ ମିନିଟ୍ ପରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ; ଭୁବନେଶ୍ୱର ବିମାନ…

କନକ ବ୍ୟୁରୋ : ମଝି ଆକାଶରେ ବିମାନରେ ଆତଙ୍କ । ଉଡ଼ନ୍ତା ବିମାନରେ ପକ୍ଷୀ ପିଟି ହେବାରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀ ଯାଉଥିବା ବିମାନ ମଝିଆକାଶରୁ ଭୁବନେଶ୍ୱରକୁ ଫେରିଆସିଛି । ବିମାନରେ ପକ୍ଷୀ ପିଟି ହେବା ପରେ ବାମ ପାଶ୍ୱର୍ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ…
Read More...

ସନାତନ ଧର୍ମକୁ ନେଇ ଟିପ୍ପଣୀ ଦେଇ ଅଡ଼ୁଆରେ ଏମ.କେ ଷ୍ଟାଲିନଙ୍କ ପୁଅ : ଦିଲ୍ଲୀରେ ମାମଲା ରୁଜୁ, ଟାର୍ଗେଟ୍ କଲେ…

କନକ ବ୍ୟୁରୋ : ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇ ଅଡୁଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ । ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିବା ସହିତ ଏହାକୁ କେବଳ ବିରୋଧ ନୁହେଁ ବରଂ ଏହାକୁ ମୂଳପୋଛ କରାଯିବ ଉଚିତ୍ ବୋଲି କହିଛନ୍ତି ଉଦୟନାଥ…
Read More...

 ଇଏ କେମିତି ଜୀବନ! ମେସିନ ଭିତରେ ୭୦ ବର୍ଷର ସଂଘର୍ଷ କାହାଣୀ

କନକ ବ୍ୟୁରୋ: ଏହା ଏପରି ଜଣେ ବ୍ୟକ୍ତିଙ୍କ ଜୀବନ କାହାଣୀ ଯାହାଙ୍କ ବିଷୟରେ ଜାଣିଲେ ଆପଣ ବି ସଲାମ କରିବେ । ୭୦ ବର୍ଷ ହେଲାଣି ମେସିନ ଭିତରେ  କଟୁଛି ଜୀବନ । ଏହି ମେସିନର ନାଁ ହେଉଛି ଆଇରନ୍ ଲଙ୍ଗ ,ଯାହାର ଓଜନ ପାଖାପାଖି ୬୦୦ ପାଉଣ୍ଡ । ଆଉ ଏଥିରେ ବନ୍ଦ ଥିବା ବ୍ୟକ୍ତିଙ୍କ ନାଁ ପଲ…
Read More...

ଦମ୍ପତିଙ୍କ ଆତ୍ମହତ୍ୟା ! ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ; ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ହାରିଲେ ସ୍ତ୍ରୀ

କନକ ବ୍ୟୁରୋ : ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ । ଏପଟେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ହାରିଲେ ସ୍ତ୍ରୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗ୍ରାମରେ । ସୂଚନା ଅନୁସାରେ, ରବିବାର ଅପରାହ୍ଣରେ ଗାଁର ସମରେନ୍ଦ୍ର ସେନାପତି ବିଲରୁ ଘରକୁ ଫେରିବା…
Read More...

ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା : ସ୍ୱଦେଶ ଫେରିଲେ ଷ୍ଟାର୍ ପେସର ଯଶପ୍ରୀତ ବୁମରା

କନକ ବ୍ୟୁରୋ : ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଷ୍ଟାର୍ ପେସର ଯଶପ୍ରୀତ ବୁମରା ସ୍ୱଦେଶ ଫେରି ଆସିଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଭାରତ ଫେରି ଆସିଥିବା ସୂଚନା ମିଳିଛି । ତେବେ ସୁପର୍-ଫୋର ମ୍ୟାଚ୍ ବେଳକୁ ଟିମ୍ ସହିତ ପୁଣି ଯୋଗଦେବେ ବୁମରା । ଶ୍ୱସ୍ତ ସୂତ୍ରରୁ…
Read More...

ନୀରବିଗଲା ଚନ୍ଦ୍ରଯାନ-୩ ମିଶନରେ କାଉଣ୍ଟଡାଉନ୍ କରୁଥିବା ସ୍ୱର । ଇସ୍ରୋ ବୈଜ୍ଞାନିକ ବଲାରମଥୀଙ୍କ ପରଲୋକ

କନକ ବ୍ୟୁରୋ: ଶ୍ରୀହରିକୋଟାରେ ରକେଟ୍‌ ଉତ୍‌କ୍ଷେପଣ କରାଯାଉଥିବା ବେଳେ ‘କାଉଣ୍ଟଡାଉନ୍’ ବା ‘ଓଲଟ ଗଣନା’ କରୁଥିବା ‘ଇସ୍ରୋ’ ବୈ‌ଜ୍ଞାନିକା ଏନ୍‌. ବଲାରମଥୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା କଥା ‘ଇଣ୍ଡିଆ ଟୁଡେ’ ଓ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସୂଚନା ମୁତାବକ ,…
Read More...

ଏସିଆ କପରେ ଆଜି ନେପାଳକୁ ଭେଟିବ ଭାରତ : ମ୍ୟାଚ୍ ଜିତି ସୁପର୍-୪ରେ ସ୍ଥାନ ପକ୍କା କରିବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ;…

କନକ ବ୍ୟୁରୋ : ଚଳିତ ଏସିଆ କପରେ ଭାରତ ତା’ର ଦ୍ୱିତୀୟ ମୁକାବିଲାରେ ଦୁର୍ବଳ ନେପାଳକୁ ଭେଟିବ । ବର୍ଷା ଯୋଗୁଁ ପାକିସ୍ତାନ ବିପକ୍ଷ ମ୍ୟାଚରେ ପଏଣ୍ଟ ଭାଗ କରିଥିବା ଭାରତ ପାଇଁ ଏହି ମ୍ୟାଚ୍ କର ବା ମର । ସୁପର୍-୪ରେ ସ୍ଥାନ ହାସଲ କରିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ । ପ୍ରଥମ…
Read More...

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର : ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ଟ୍ରଲିରେ ମେଡିକାଲ ଗଲେ ଗର୍ଭବତୀ

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା ଚିତ୍ର । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଗର୍ଭବତୀଙ୍କୁ ଟ୍ରଲିରେ ମେଡିକାଲକୁ ନେଲେ । ବାଲେଶ୍ୱର ନୀଳଗିରିରୁ ଆସିଛି ଏପରି ଚିତ୍ର । ଅଭିଯୋଗ ଅନୁସାରେ, ଜଣେ ପ୍ରସବ ଆସନ୍ନ ମହିଳା ନିଜର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ…
Read More...

ଜି-୨୦ : ନେତା ଖାଇବେ ମାଣ୍ଡିଆ; ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପରଷା ଯିବ ମିଲେଟରେ ପ୍ରସ୍ତୁତ ବ୍ୟଞ୍ଜନ

କନକ ବ୍ୟୁରୋ : ଜି-୨୦ ସମ୍ମିଳନୀ ପାଇଁ କେନ୍ଦ୍ର ସରକାରଙ୍କର ଜୋରଦାର ପ୍ରସ୍ତୁତି । ଯେମିତି କୌଣସି ସମସ୍ୟା ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ କରାଯାଉଛି ସମସ୍ତ ପ୍ରକାର ଉଦ୍ୟମ । ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ ଓ ଏନସିଆର । ଏହାରି ଭିତରେ ବିଦେଶୀ ଅତିଥିଙ୍କ ଆତିଥ୍ୟକୁ ବିଶେଷ ଧ୍ୟାନ…
Read More...