Browsing Category

ନ୍ୟୁଜ୍

ଯାତ୍ରୀବାହୀ ବସକୁ ଆକ୍ରମଣ କଲା ଦନ୍ତା: ରାସ୍ତାରେ ବସକୁ ଅଟକାଇଲା, ସାମ୍ନାପଟ କାଚ ଭାଙ୍ଗିଦେଲା

କନକ ବ୍ୟୁରୋ: ରାସ୍ତା ଉପରେ ଯାତ୍ରୀବାହି ବସକୁ ଆକ୍ରମଣ କଲା ଦନ୍ତାହାତୀ । ବସ ଭିତରେ ଯାତ୍ରୀ ଥିବା ବେଳେ ହାତୀ ଆକ୍ରମଣ କରି ବସର ସାମ୍ନାପଟ କାଚ ଭାଙ୍ଗି ଦେଇଛି । ସେଠାରେ ଉପସ୍ଥିତ ଲୋକ ହୋହଲ୍ଲା କରିବା ପରେ ବସକୁ ଛାଡି ଲୋକଙ୍କୁ ଗୋଡାଇଛି ଜଙ୍ଗଲୀ ଦନ୍ତା । ଏଭଳି ଲୋମଟାଙ୍କୁରା ଦୃଶ୍ୟକୁ…
Read More...

ଶ୍ୱଶୂର ଘରେ ଡାକ୍ତର ଜ୍ୱାଇଁଙ୍କ ଆତ୍ମହତ୍ୟା: ବ୍ରହ୍ମପୁର ଶ୍ୱଶୂର ଘର ବୁଲିବାକୁ ଆସିଥିଲେ ପାରଳାଖେମୁଣ୍ଡି ଜିଲ୍ଲା…

କନକ ବ୍ୟୁରୋ: ଶ୍ୱଶୂର ଘରେ ଡାକ୍ତର ଜ୍ୱାଇଁଙ୍କ ଆତ୍ମହତ୍ୟା । ବ୍ରହ୍ମପୁର ସ୍ଥିତ ଶକ୍ତିନଗରରେ ଥିବା ଶ୍ୱଶୂର ଘରକୁ ବୁଲିବାକୁ ଆସିଥିବା ଜ୍ୱାଇଁ ଆତ୍ମହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଏସକେ ରଥ । ଗତ ଶନିବାର ସେ…
Read More...

ବାହାନଗା ଟ୍ରେନ୍ ଦୁର୍ଘଟଣା: ଏଯାଏଁ ହୋଇନି ୨୮ ମୃତଦେହର ଚିହ୍ନଟ । ଶବ ଚିହ୍ନଟ ପାଇଁ କେହି ବି ଆସି ନାହାଁନ୍ତି ।…

କନକ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାକୁ ୩ ମାସରୁ ଅଧିକ ସମୟ ହୋଇସାରିଛି । ତଥାପି ଏମ୍ସରେ ପଡି ରହିଛି ଅନେକ ଶବ । ଆହୁରି ୨୮ଟି ମୃତଦେହର ଚିହ୍ନଟ ହୋଇପାରି ନାହିଁ । ଏହାସହ ଗତ ୧୦ ଦିନ ହେବ ମୃତଦେହ ଚିହ୍ନଟ ପାଇଁ କେହି ବି ଆସି ନଥିବା କହିଛନ୍ତି ଏମ୍ସ ସୁପରିଟେଣ୍ଡେଣ୍ଟ ଡକ୍ଟର ଦୀଲିପ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ଚିନ୍ତା । ରାଜ୍ୟରେ ମରୁଡି ସ୍ଥିତି ଦେଖି ମହାକାଳେଶ୍ୱରଙ୍କ ଶରଣରେ ଶିବରାଜ ସିଂ ଚୌହାନ୍

କନକ ବ୍ୟୁରୋ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ଚାଷୀଙ୍କ ଚିନ୍ତା । ମରୁଡି ପରିସ୍ଥିତି ନେଇ ଜରୁରୀକାଳୀନ ବୈଠକ ପରେ ଆଜି ମହାକାଳେଶ୍ୱରଙ୍କ ଶରଣରେ ଯାଇ ପୂଜାର୍ଚ୍ଚନା କରିଛନ୍ତି ଶିବରାଜ ସିଂ ଚୌହାନ । ମୁଖ୍ୟମନ୍ତ୍ରୀ ଚୌହାନ୍‌ କହିଛନ୍ତି, ଅଗଷ୍ଟ ମାସରେ ରାଜ୍ୟରେ ମରୁଡ଼ି ପରସ୍ଥିତି…
Read More...

ପୋଲିସ ପଞ୍ଝାରେ ବ୍ଲାକ ଜ୍ୟାକେଟ ଗ୍ୟାଙ୍ଗ : ୪ ଦୁର୍ବୃତ୍ତ ଗିରଫ ପରେ ସାମ୍ନାକୁ ଆସିଲା ଗ୍ୟାଙ୍ଗର କାରନାମା

କନକ ବ୍ୟୁରୋ : ରାଜଧାନୀରେ ଆତଙ୍କ ଖେଳାଇଥିବା ବ୍ଲାକ ଜ୍ୟାକେଟ ଗ୍ୟାଙ୍ଗକୁ ବାନ୍ଧିଲା କମିସନରେଟ ପୋଲିସ । ବ୍ଲାକ ଜ୍ୟାକେଟ ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଗ୍ୟାଙ୍ଗ ଲିଡର ସନ୍ତୋଷ ନାୟକ ଓ ତାର ତିନି ସହ ଯୋଗୀଙ୍କୁ କାବୁ କରିଛି ପୋଲିସ । ଗିରଫ…
Read More...

ନିପ୍ପନ୍ ଷ୍ଟିଲ୍ ହୋର୍ଡିଂରେ ପାଣ୍ଡିଆନଙ୍କ ଫଟୋ : ଫାଇଭ-ଟି ସଚିବଙ୍କ ଫଟୋକୁ ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ : କେନ୍ଦ୍ରାପଡାରେ ହେବ ନିପ୍ପନ୍ ଷ୍ଟିଲ୍ କାରଖାନା । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ମହାକାଳପଡାରେ ମରା ଯାଇଛି ବଡ ବଡ ହୋର୍ଡିଂ । ରାସ୍ତା କଡରେ ବଡ ବଡ ହୋର୍ଡିଂ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମର୍ଥକ । ତେବେ ହୋର୍ଡିଂରେ ବିଜୁ ପଟ୍ଟନାୟକ ଓ…
Read More...

୨୪ ପାଇଁ ବିଜେପିର ବଡ ରଣନୀତି : ସରକାରଙ୍କ ବିରୋଧରେ ୧୦୮ ପ୍ରସଙ୍ଗର ଚାର୍ଜସିଟ୍ ପ୍ରସ୍ତୁତ କଲା ଦଳ; ଜବାବ ରଖିଲା…

କନକ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଏଥିପାଇଁ ରାଜ୍ୟର ବିଭିନ୍ନ ସମସ୍ୟା ସଂପର୍କିତ ୧୦୮ଟି ପ୍ରସଙ୍ଗକୁ ନେଇ ଦଳ ଚାର୍ଜସିଟ୍ ପ୍ରସ୍ତୁତ କରିଛି । ଏଥିରେ ଫାଇଭ-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ମଧ୍ୟ ରହିଛି । ବିରୋଧୀ ଦଳ…
Read More...

ସମ୍ବାଦ ଖବରକାଗଜକୁ ବିଜ୍ଞାପନ ନଦେବା ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି; କହିଲା ସରକାର ଚଳାଇଛନ୍ତି…

କନକ ବ୍ୟୁରୋ : ସମ୍ବାଦ ଖବରକାଗଜକୁ ବିଜ୍ଞାପନ ନଦେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । କହିଲା ସରକାର ଚଳାଇଛନ୍ତି ଏକଛତ୍ରବାଦୀ ଓ ତୋଗଲକୀ ଶାସନ । ଗଣମାଧ୍ୟମ ସରକାରଙ୍କ ଦୋଷ, ଦୁର୍ବଳତା କଥା ଦେଖାଇଥିବାରୁ ତାଙ୍କ ଉପରେ ରାଗ ସୁଝାଉଛନ୍ତି ସରକାର । ବିଜ୍ଞାପନ ପଲିସିରେ…
Read More...

ସମ୍ଭାବ୍ୟ ଲଘୁଚାପ ପ୍ରଭାବ, ଆଗାମୀ ୩ ଦିନ ବର୍ଷା ଆଶଙ୍କା : ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ…

କନକ ବ୍ୟୁରୋ : ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କିଛି ଜାଗାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହା ସହ ଆଗାମୀ ୩ ଦିନ ପର୍ଯ୍ୟନ୍ତ…
Read More...

ବୋର୍ଡ଼ ଅଫିସ ଘେରିଲେ ଓଟିଇଟି ପରୀକ୍ଷାର୍ଥୀ : ପରୀକ୍ଷା ଫଳ ପ୍ରକାଶରେ ତ୍ରୁଟି ଅଭିଯୋଗରେ ପ୍ରତିବାଦ

କନକ ବ୍ୟୁରୋ : କଟକ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଅଫିସ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ଫରୀକ୍ଷା ଫଳ ପ୍ରକାଶ ଠିକ୍ ଭାବେ ହୋଇନଥିବା ଦର୍ଶାଇ ପ୍ରତିବାଦ କରିଛନ୍ତି ପରିକ୍ଷାର୍ଥୀ । ଗୁରୁବାର ଓଟିଇଟି ପରୀକ୍ଷା ଫଳ ବାହାରିଥିବା ବେଳେ ଏଥିରେ ତ୍ରୁଟି ହୋଇଥିବା ନେଇ ସେମାନେ ଅଭିଯୋଗ…
Read More...