Browsing Category

ନ୍ୟୁଜ୍

ବିଧାନସଭା ପରେ ରାଜରାସ୍ତା : ଉଚ୍ଚଶିକ୍ଷାରେ ୩୮ ପ୍ରତିଶତ ସଂରକ୍ଷଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଏସସି/ଏସଟି…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭା ପରେ ଏବେ ରାଜରାସ୍ତାରେ ବିକ୍ଷୋଭ । ଉଚ୍ଚଶିକ୍ଷାରେ ୩୮ ପ୍ରତିଶତ ସଂରକ୍ଷଣ ଦାବିରେ ଆଜି ଆନ୍ଦୋଳନ କରୁଛି ଅନୁସୂଚିତ ଜାତି ଓ ଜନଜାତି କ୍ରିୟାନୁଷ୍ଠାନ କମିଟି । ବିଧାନସଭା ଗୃହରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ରାଜରାସ୍ତାରେ ପହଂଚିଛି । ଗତ…
Read More...

ଜୀବନ ଯୁଦ୍ଧରେ ହାରି ନଥିବା ମଣିଷଙ୍କ କଥା: କନକ ନ୍ୟୁଜ୍ ର ନୂଆ କାର୍ଯ୍ୟକ୍ରମ ଅପରାଜିତା

କନକ ନ୍ୟୁଜ୍ ର ପ୍ରୟାସ ଏକ ଭିନ୍ନ ସ୍ୱାଦର ପ୍ରେରଣାଦାୟୀ କାହାଣୀ ଅପରାଜିତା । ଓଲିଉଡ ଜଗତରେ ୩ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟ ଜିଣି ଆସୁଥିବା ବିଶିଷ୍ଟ ଅଭିନେତ୍ରୀ ଅପରାଜିତା ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଛନ୍ତି । ସମାଜରେ ଏମିତି କିଛି ମହିଳା ଅଛନ୍ତି ଯେଉଁମାନେ ତାଙ୍କ ସହ…
Read More...

ସିବିଆଇ ପାଲଟିଛି କମ୍ପ୍ରମାଇଜ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ : ବିଜୟ ମହାପାତ୍ର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଉଠିଲା ଚିଟଫଣ୍ଡ ତଦନ୍ତରେ ସିବିଆଇର ଭୂମିକା ଉପରେ ପ୍ରଶ୍ନ । ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିବିଆଇ ଠିକ୍ ଭାବରେ କାମ କରୁଛି ବୋଲି ମନ୍ତବ୍ୟ ଦେବା ପରେ ଆଜି ବିଜୟ ମହାପାତ୍ର ସିବିଆଇକୁ କମ୍ପ୍ରମାଇଜ୍ ବ୍ୟୁରୋ ଅଫ୍…
Read More...

ଅସ୍ତରଙ୍ଗ ଉପକୂଳରେ ଅଭାବନୀୟ ଦୃଶ୍ୟ : ମରି ପଡ଼ିଛନ୍ତି ଲକ୍ଷ ଲକ୍ଷ ଜେଲିଫିସ୍

ଅସ୍ତରଙ୍ଗ : ସମୁଦ୍ର ଉପକୂଳରେ ବିରଳ ପ୍ରଜାତିର ମାଛ ମୃତ୍ୟୁ । ହଜାର ହଜାର ସଂଖ୍ୟାରେ ମରି ପଡ଼ିଛନ୍ତି ବ୍ଲ ବଟନ୍ ଜେଲି ଫିସ୍ । ରଙ୍ଗିନ୍ ହୋଇପଡ଼ିଛି ସମୁଦ୍ର ଉପକୂଳ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ବି ଏତେ ସଂଖ୍ୟାରେ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ବିଶେଷ କରି…
Read More...

ଜଟିଳ ସ୍ଥିତିରେ ଜଗାର ଜଗମୋହନ : ବୈଷୟିକ କମିଟିର ପୂର୍ବତନ କାର୍ଯ୍ୟକାରୀ ଅଧକ୍ଷଙ୍କ ସାଂଘାତିକ ତଥ୍ୟ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଜଗତର ନାଥ ଜଗନ୍ନାଥ ଅସୁରକ୍ଷିତ । ଶ୍ରୀମନ୍ଦିର ଜଗମୋହନର ସ୍ଥିତି ସଂଗୀନ । ଭଙ୍ଗା ଘରେ ରହୁଛନ୍ତି ଶ୍ରୀଜିଉ । ଆଉ ଏହାର ଅତିଶୀଘ୍ର ମରାମତି ନହେଲେ ଅବସ୍ଥା ଭୟାବହ ହେବ । କୋଣାର୍କଠୁ ବଳିଯିବ ଅବସ୍ଥା । ଯେକୋ÷÷ଣସି ସମୟରେ ଭୁଷୁଡି ବି ଯାଇପାରେ । ଏକଥା…
Read More...

ପୁଣି ଘୁଂଚିଲା ମୌସୁମୀର ଆଗମନ : ଜୁନ୍ ଦ୍ୱିତୀୟ ସପ୍ତାହରେ ଛୁଇଁପାରେ ଓଡ଼ିଶା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମାନ୍ୟ ବିଳମ୍ବରେ ଆସିବ ମୌସୁମୀ । ଜୁନ୍ ୭ରେ ମୌସୁମୀ କେରଳ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସାଧାରଣତଃ ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁଥାଏ ମୌସୁମୀ । ତେବେ ଏଥିରେ ସମାନ୍ୟ ବିଳମ୍ବ ହେଉଥିବା ନେଇ ପାଣିପାଗ…
Read More...

ପିପିଲି ହତ୍ୟା ଘଟଣାରେ ଆଖିଦେଖା ବୟାନ : ପିଟିପିଟି ମାରିବାକୁ ନିର୍ଦେଶ ଦେଇଥିଲେ ଯୁଧିଷ୍ଠିର ସାମନ୍ତରାୟ

ପିପିଲି : ବ୍ରହ୍ମପୁରର ବାହୁବଳୀ ପରେ ଜେଲ୍ ଗଲେ ପିପିଲିର ପ୍ରବଳ ପ୍ରତାପୀ ଯୁଧିଷ୍ଠିର ସାମନ୍ତରାୟ । ସୁଶାନ୍ତ ମିଶ୍ର ହତ୍ୟା ମାମଲାରେ ୭ନମ୍ବର ଅଭିଯୁକ୍ତ ଭାବେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗିରଫ କରିଛି ପୋଲିସ । ସେପଟେ କନକ ନ୍ୟୁଜ କ୍ୟାମେରା ଆଗରେ ମୃତ ସୁଶାନ୍ତଙ୍କ ମାଆ କହିଛନ୍ତି,…
Read More...

ତେଜୁଛି ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନ : ବିଧାନସଭା ଆଗରେ ଧାରଣ ଦେବାକୁ ଚେତାବନୀ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭା ଆଗରେ ଆନ୍ଦୋଳନ କରିବେ ଏସସିବି ନର୍ସିଂ ଛାତ୍ରୀ । କଲେଜ ଅଧ୍ୟକ୍ଷା କାଜଲ ରାଣୀ ସିହ୍ନାଙ୍କ ଇସ୍ତଫା ଦାବିରେ ଧାରଣା ଦେବେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି । ଏପଟେ ଅଧ୍ୟକ୍ଷାଙ୍କ…
Read More...

ଧାମରାରୁ ପରୀକ୍ଷଣ ଇଂଟରସେପ୍ଟର : ୩ ନମ୍ବର ଲଂଚ ପ୍ୟାଡରୁ ଛଡାଯିବ ପୃଥ୍ୱୀ

ବାଲେଶ୍ୱର : ଆଜି ପୂର୍ବାହ୍ନରେ ଧାମରାରୁ ଇଂଟରସେପ୍ଟର ପରୀକ୍ଷଣ ହେବ । ୩ ନମ୍ବର ଲଂଚ ପ୍ୟାଡରୁ ପ୍ରଥମେ ପୃଥ୍ୱୀ ଛଡାଯିବ । ଏହା ପରେ ଧାମରାରୁ ଉଠିବ ସ୍ୱୟଂଚାଳିତ ଇଂଟରସେପ୍ଟର । ପୃତ୍ୱୀର ଉପସ୍ଥିତିକୁ ସନ୍ଧାନ କରି ଟାର୍ଗେଟ କରିବ ଇଂଟରସେପ୍ଟର ।
Read More...

ରାଉରକେଲା ଜେଲରେ କଏଦୀଙ୍କୁ ମାଡ ଘଟଣା : ତଦନ୍ତ ପାଇଁ ପହଂଚିଲେ ସିନିଅର ସର୍କଲ ସୁପରିଟେଣ୍ଡଂଟ

ରାଉରକେଲା : ରାଉରକେଲା ଜେଲରେ କଏଦୀଙ୍କୁ ମାଡ ଘଟଣାର ତଦନ୍ତ କରିବାକୁ ପହଂଚିଛନ୍ତି ସିନିଅର ସର୍କଲ ସୁପରିଟେଣ୍ଡଂଟ ବ୍ରହ୍ମାନନ୍ଦ ସାହୁ । ସେପଟେ ଜେଲର ସମୀର ସାହୁଙ୍କୁ ବଦଳି କରାଯାଇଛି । ସମୀରଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି ନିରାକାର ପାଢୀ । ଏହାପରେ ଜେଲ ଭିତରେ ଅନଶନ କରୁଥିବା…
Read More...