Browsing Category

ନ୍ୟୁଜ୍

କାଲି ସିଲ୍, ଆଜି ରେଡ୍

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ସହରରେ ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପର ସିଲ ପ୍ରକିୟା ଆରମ୍ଭ ହୋଇଛି । ଆଜି ୧୭ଟି କଲ୍ୟାଣ ମଣ୍ଡପରେ ଚଢାଉ କରାଯାଇଛି । ଗତାକାଲି ଲାଲବାଗ ଅଂଚଳରେ ୯ଟି ଓ ବିଡାନାସୀ ଅଂଚଳରେ ଗୋଟିଏ କଲ୍ୟାଣ ମଣ୍ଡପ ସିଲ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦେଶ …
Read More...

ଓଡିଶାରେ ବଢିଛି ମହାବଳ ବାଘ ସଂଖ୍ୟା : ରାଜ୍ୟ ସରକାରଙ୍କ ରିପୋର୍ଟ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ରାଜ୍ୟରେ ବଢିଛି ମହାବଳ ବାଘ ସଂଖ୍ୟା । ଆଜି ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ମହାବଳ ବାଘ ସଂଖ୍ୟା ୪୦ରେ ପହଂଚିଛି । ମୋଟ୍ ୪୦ଟି ବାଘ ମଧ୍ୟରୁ ୧୩ଟି ବାଘ ଥିବାବେଳେ ୨୩ଟି ବାଘୁଣୀ ଓ ୩ଟି ଛୁଆ ଅଛନ୍ତି । ସେହିପରି ରାଜ୍ୟରେ ମୋଟ୍ ୩୧୮ଟି…
Read More...

ଚୌକି ପାଇଁ ନେହୁରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦିଲ୍ଲୀ ଟିକେଟ ପାଇଁ ନେହୁରା ହେଲେ ସାଂସଦ । ପୁଣି ଥରେ ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟନ ପାଣ୍ଡ୍ୟାନଙ୍କୁ ଭେଟିଲେ ସାଂସଦ ବୈଷ୍ଣବ ପରିଡା । ବୈଷ୍ଣବ ଯୁକ୍ତି ବାଢିଛନ୍ତି,…
Read More...

ସତ୍ୟବ୍ରତଙ୍କ ମିଛ ନକ୍ସା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ପ୍ରିଂ ସିଟିରେ ଠକେଇର ଅଭିଯୋଗ ଆସିଥିବା ସତ୍ୟବ୍ରତ ଧୀରଙ୍କ ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ । ଅଭିଯୋଗ ହେଉଛି ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ପଟିଆ ଅଂଚଳରେ ନକ୍ସାକୁ ଜାଲ କରି ଏକର ଏକର ଜାଗା ମାଡି ବସିଛନ୍ତି ସତ୍ୟବ୍ରତ ଧୀର । ଦୁର୍ନୀତି ବିରୋଧୀ ଯୁବ…
Read More...

ଗାଁର ଉନ୍ନତି ଓଡିଶାର ପ୍ରଗତିରେ ଆଉ ପାଦେ : ଗ୍ରାମାଂଚଳ ପାଇଁ ୧୦ ଲକ୍ଷ ପକ୍କାଘର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗାଁର ଉନ୍ନତି ଓଡିଶାର ପ୍ରଗତିରେ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ଆଜି ବିଜୁ ପକ୍କାଘର ଯୋଜନାରେ ନିର୍ମାଣ ହୋଇଥିବା ୧୦ ଲକ୍ଷ ପକ୍କାଘର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚାୟତିରାଜ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ଏହି…
Read More...

ଦକ୍ଷିଣୀ ଝଡରେ ଭିଜିବ ଓଡିଶା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦକ୍ଷିଣୀ ଝଡରେ ଭିଜିବ ଓଡିଶା । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ଆଜି ମଧ୍ୟରାତି ସୁଦ୍ଧା ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ସାଇକ୍ଲୋନ ବାଂଲାଦେଶ ଭୂଖଣ୍ଡରେ ହିଟ୍ କରିବ…
Read More...

କଲ୍ୟାଣ ମଣ୍ଡପରେ ତାଲା

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକରେ ସହରରେ ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପର ସିଲ୍ ପ୍ରକିୟା ଆରମ୍ଭ ହୋଇଛି । ଆଜି ୧୭ଟି କଲ୍ୟାଣ ମଣ୍ଡପରେ ଚଢାଉ କରାଯାଇଛି । ଗତାକାଲି ଲାଲବାଗ ଅଂଚଳରେ ୯ଟି ଓ ବିଡାନାସୀ ଅଂଚଳରେ ଗୋଟିଏ କଲ୍ୟାଣ ମଣ୍ଡପ ସିଲ୍ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦେଶ…
Read More...

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ଏୟାର ଇଣ୍ଡିଆ ଫ୍ଲାଇଟର ଜରୁରୀ ଅବତରଣ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । କୋଲକାତାରୁ ଚେନ୍ନାଇ ଯାଉଥିବା ଏଆଇ-୭୬୫ ବିମାନ ଜରୁରୀ ଅବତରଣ କରିଛି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନଟି ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦରରେ ଅଟକି ରହିଛି । ମରାମତି କାମ ଜାରି ରହିଛି । ବିମାନରେ…
Read More...

ଜଗତସିଂହପୁରରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ :ଜିଲ୍ଲାପାଳଙ୍କ ଅଫିସରେ ପକାଇଲେ ତାଲା

ଜଗତସିଂହପୁର: ଜଗତସିଂହପୁରରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ । ରାତି ଅଧିଆ ସଂଗଠନର ଚାଷୀ ନେତାଙ୍କ ଗିରଫ ଦାବି ପ୍ରତିବାଦରେ ଆନ୍ଦୋଳନ । ଜିଲ୍ଲାର ୭ ଜଣ କୃଷକ ନେତାଙ୍କୁ ପୁଲିସ ଗିରଫ କରିଛି । ଏହାର ପ୍ରତିବାଦରେ ଆଜି ଶତାଧିକ ମହିଳା ଓ ପୁରୁଷ କର୍ମୀ ଏକାଠି ହୋଇ ଶୋଭାଯାତ୍ରା କରିବା…
Read More...

ରାଜ୍ୟସଭା ପାଇଁ ବଢୁଛି ଆଶାୟୀଙ୍କ ସଂଖ୍ୟା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଜୁଲାଇରୁ ଖାଲି ପଡୁଥିବା ତିନିଟି ରାଜ୍ୟସଭା ଆସନ ଲାଗି ଆଶାୟୀଙ୍କ ସଂଖ୍ୟା ଅନେକ । ଏନେଇ ବିଜେଡି ନେତାମାନେ ଯେତେ ଯାହା ସଫେଇ ଦେଉଥିଲେ ମଧ୍ୟ ଦଳରେ କସରତ ଜୋରଦାର । ତିନିଟି ଆସନକୁ ଆଶା କରି ବସିଛନ୍ତି ସଂଖ୍ୟାଧିକ ପ୍ରାର୍ଥୀ । ସେପଟେ ସଭ୍ୟପଦ ଶେଷ…
Read More...