Browsing Category

ନ୍ୟୁଜ୍

ଚିଟଫଣ୍ଡ ତଦନ୍ତର ଅଗ୍ରଗତି ନେଇ ସିବିଆଇ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ତଦନ୍ତ ଅଗ୍ରଗତି ସମୀକ୍ଷା ନେଇ ବସିଛି ସିବିଆଇ ଏସଆଇଟି ମିଟିଂ । ବୈଠକରେ ସିବିଆଇ ଯୁଗ୍ମ ନିର୍ଦେଶକ ଓ ୨ ଅତିରିକ୍ତ ନିର୍ଦେଶକ ଯୋଗ ଦେଇଛନ୍ତି । ଏହା ସହ ପୂର୍ବାଂଚଳ ରାଜ୍ୟର ୧୫ ତଦନ୍ତକାରୀ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି । ୩ଦିନ ଧରି ଏହି…
Read More...

ମାଡି ଆସୁଛି ରୁଆନୁ : ମଧ୍ୟରାତ୍ରିରେ ନେବ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ମାଡିଆସୁଛି ରୁଆନୁ । ବଙ୍ଗୋପସାଗର ସୃଷ୍ଟ ଘୂର୍ଣ୍ଣିଝଡ ରୁଆନୁ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଆଜି ସଂନ୍ଧ୍ୟା ପରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ପବନର ଗତି ଘଂଟାପ୍ରତି ୧୧୦ କିମି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ…
Read More...

ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି : ଆଲର୍ଟ ରହିବାକୁ ବିଭିନ୍ନ ବିଭାଗକୁ ନିର୍ଦେଶ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାତ୍ୟା ମୁକାବିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ । ଏନେଇ ୧୦ଟି ଓଡ୍ରାଫ ଟିମ ଓ ଅନ୍ୟାନ୍ୟ ବିଭାଗକୁ ସଜାଗ କରାଯାଇଥିବା ସୂଚନା ମିଳିଛିି । ଆବଶ୍ୟକୀୟ ମାତ୍ରାରେ ଖାଦ୍ୟ ସାମଗ୍ରୀ ମହଜୁଦ୍ ରଖିବା ସହ ବିଦ୍ୟୁତ୍ ସେବା ଉପରେ ଗୁରୁତ୍ୱ ଦେବାକୁ…
Read More...

ଶାସକ ବିଜେଡିକୁ ବିରୋଧୀ କଂଗ୍ରେସର ଟାର୍ଗେଟ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଶାସକ ବିଜେଡିକୁ ବିରୋଧୀ କଂଗ୍ରେସର ଟାର୍ଗେଟ୍ । ଆସନ୍ତା ମାସ ୧୦ ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ । ବିଧାନସଭାରେ ଅଚଳାବସ୍ଥା ଏବଂ ବିଜେଡି ସରକାରର ଦୁଇ ବର୍ଷର ଭ୍ରଷ୍ଟାଚାର ବିରୋଧରେ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ ବୋଲି ପିସିସି ସଭାପତି…
Read More...

ଆଜି ଜଗମୋହନ ପରିଦର୍ଶନରେ ଯିବେ ବିରୋଧୀଦଳ ନେତା ନରସିଂହ ମିଶ୍ର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ବଢୁଛି ଜଗମୋହନ ସୁରକ୍ଷା ଚିନ୍ତା। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଚାନକ ଯାଇ ଶ୍ରୀମନ୍ଦିର ଜଗମୋହନ ସ୍ଥିତି ଅନୁଧ୍ୟାନ କରିବା ପରେ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୁରୀ ଯାଉଛନ୍ତି। ବିରୋଧୀ ଦଳ ନେତା ଆଜି ଦିନ ୧୦ଟା ୪୫ରେ ଶ୍ରୀମନ୍ଦିର…
Read More...

ବଙ୍ଗୋପସାଗରରେ ମାଡିଚାଲିଛି ବାତ୍ୟା:ଆନ୍ଧ୍ର ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆନ୍ଧ୍ର ଓ ଓଡିଶା ଉପକୂଳରେ ସାଇକ୍ଲୋନ ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ଆଜି ମଧ୍ୟରାତ୍ର ସୁଦ୍ଧା ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।…
Read More...

କାଲି ସିଲ୍, ଆଜି ରେଡ୍

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ସହରରେ ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପର ସିଲ ପ୍ରକିୟା ଆରମ୍ଭ ହୋଇଛି । ଆଜି ୧୭ଟି କଲ୍ୟାଣ ମଣ୍ଡପରେ ଚଢାଉ କରାଯାଇଛି । ଗତାକାଲି ଲାଲବାଗ ଅଂଚଳରେ ୯ଟି ଓ ବିଡାନାସୀ ଅଂଚଳରେ ଗୋଟିଏ କଲ୍ୟାଣ ମଣ୍ଡପ ସିଲ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦେଶ …
Read More...

ଓଡିଶାରେ ବଢିଛି ମହାବଳ ବାଘ ସଂଖ୍ୟା : ରାଜ୍ୟ ସରକାରଙ୍କ ରିପୋର୍ଟ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ରାଜ୍ୟରେ ବଢିଛି ମହାବଳ ବାଘ ସଂଖ୍ୟା । ଆଜି ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ମହାବଳ ବାଘ ସଂଖ୍ୟା ୪୦ରେ ପହଂଚିଛି । ମୋଟ୍ ୪୦ଟି ବାଘ ମଧ୍ୟରୁ ୧୩ଟି ବାଘ ଥିବାବେଳେ ୨୩ଟି ବାଘୁଣୀ ଓ ୩ଟି ଛୁଆ ଅଛନ୍ତି । ସେହିପରି ରାଜ୍ୟରେ ମୋଟ୍ ୩୧୮ଟି…
Read More...

ଚୌକି ପାଇଁ ନେହୁରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦିଲ୍ଲୀ ଟିକେଟ ପାଇଁ ନେହୁରା ହେଲେ ସାଂସଦ । ପୁଣି ଥରେ ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟନ ପାଣ୍ଡ୍ୟାନଙ୍କୁ ଭେଟିଲେ ସାଂସଦ ବୈଷ୍ଣବ ପରିଡା । ବୈଷ୍ଣବ ଯୁକ୍ତି ବାଢିଛନ୍ତି,…
Read More...

ସତ୍ୟବ୍ରତଙ୍କ ମିଛ ନକ୍ସା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ପ୍ରିଂ ସିଟିରେ ଠକେଇର ଅଭିଯୋଗ ଆସିଥିବା ସତ୍ୟବ୍ରତ ଧୀରଙ୍କ ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ । ଅଭିଯୋଗ ହେଉଛି ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ପଟିଆ ଅଂଚଳରେ ନକ୍ସାକୁ ଜାଲ କରି ଏକର ଏକର ଜାଗା ମାଡି ବସିଛନ୍ତି ସତ୍ୟବ୍ରତ ଧୀର । ଦୁର୍ନୀତି ବିରୋଧୀ ଯୁବ…
Read More...