Browsing Category

ନ୍ୟୁଜ୍

କମିଶନରେଟ ପୁଲିସର ଟାର୍ଗେଟରେ ଧୀର୍ ବ୍ରଦର୍ସ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ପ୍ରିଙ୍ଗ ସିଟିର ଠକେଇ ଅଭିଯୋଗ ପରେ, ଏବେ କମିଶନରେଟ ପୁଲିସର ଟାର୍ଗେଟରେ ଧୀର୍ ବ୍ରଦର୍ସ । କୋଟି କୋଟି ଟଙ୍କା ଠକି ଜେଲରେ ଥିବା ସତ୍ୟବ୍ରତଙ୍କ ବାହୁବଳୀ ସାମ୍ରାଜ୍ୟ ଭିତରକୁ ଏବେ ଧସେଇ ପଶିବ ପୁଲିସ । କାହିଁକି ନା ସତ୍ୟବ୍ରତଙ୍କ ପାୱାରଫୁଲ ବ୍ରଦର…
Read More...

ଏସସିବି ନର୍ସିଂ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା : ୨୪ରେ ପୁଣି ଥରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବେ ଆନ୍ଦୋଳନକାରୀ

କଟକ ବ୍ୟୁରୋ,କନକ ନ୍ୟୁଜ୍ : ଏସସିବି ନର୍ସିଂ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା । ଆସନ୍ତା ୨୪ରେ ପୁଣି ଥରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବେ ନର୍ସିଂ ଛାତ୍ରୀ । କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ସେମାନେ ରାସ୍ତାକୁ ଓହ୍ଲାଇବାକୁ ଚେତବାନୀ…
Read More...

ଭୁବନେଶ୍ୱର ବମିଖାଲ ଛକରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ବମିଖାଲ ଛକରେ ସିରିଜ ଦୁର୍ଘଟଣା । ଏକ ଯାତ୍ରୀବାହି ବସ ଦୁଇଟି କାର ଓ ଦୁଇଟି ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁୁ ମେଡିକାଲରେ ଭର୍ତି କରାଯାଉଛି । ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ଯାତାୟାତ…
Read More...

ଦୁଇ ଦିନରେ ୩୦ରୁ ଅଧିକ କଲ୍ୟାଣ ମଣ୍ଡପରେ ତାଲା

କଟକ ବ୍ୟୁରୋ, କନକ ନ୍ୟୁଜ୍ : ତୃତୀୟ ଦିନରେ କଟକରେ ଥିବା କଲ୍ୟାଣ ମଣ୍ଡପ ଉପରେ ଚଢାଉ ଜାରି ରଖିଛି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଆଜି ପାଖାପାଖି ୧୮ ଟି ମଣ୍ଡପର ତାଲିକା ଧରି ସ୍କ୍ୱାର୍ଡ ଅଧିକାରୀମାନେ ଅଭିଯାନ ଆରମ୍ଭ କରିଛନ୍ତି । ଏଯାବତ୍ ମୋଟ୍ ୩୩ ମଣ୍ଡପକୁ ସିଲ୍ କରାଯାଇଥିବା ବେଳେ ଆଗକୁ…
Read More...

ରାଉରକେଲା ଆଇଜିଏଚରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ରାଉରକେଲା : ରାଉରକେଲା ଆଇଜିଏଚରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ହସ୍ପିଟାଲର ବର୍ଣ୍ଣ ୱାର୍ଡର ମୁଖ୍ୟ ଫାଟକର କାଚ ଭାଙ୍ଗି ତୁମୁଳକାଣ୍ଡ ଭିଆଇଛନ୍ତି ମୃତକଙ୍କ ପରିବାର । ପ୍ରଦୀପ ଗୁପ୍ତାଙ୍କ ୩ ବର୍ଷର ଶିଶୁ କନ୍ୟାକୁ ଚିକିତ୍ସା ପାଇଁ ଆଇଜିଏଚରେ ଭର୍ତି କରାଯାଇଥିଲା ।…
Read More...

ଚିଟଫଣ୍ଡ ତଦନ୍ତର ଅଗ୍ରଗତି ନେଇ ସିବିଆଇ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ତଦନ୍ତ ଅଗ୍ରଗତି ସମୀକ୍ଷା ନେଇ ବସିଛି ସିବିଆଇ ଏସଆଇଟି ମିଟିଂ । ବୈଠକରେ ସିବିଆଇ ଯୁଗ୍ମ ନିର୍ଦେଶକ ଓ ୨ ଅତିରିକ୍ତ ନିର୍ଦେଶକ ଯୋଗ ଦେଇଛନ୍ତି । ଏହା ସହ ପୂର୍ବାଂଚଳ ରାଜ୍ୟର ୧୫ ତଦନ୍ତକାରୀ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି । ୩ଦିନ ଧରି ଏହି…
Read More...

ମାଡି ଆସୁଛି ରୁଆନୁ : ମଧ୍ୟରାତ୍ରିରେ ନେବ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ମାଡିଆସୁଛି ରୁଆନୁ । ବଙ୍ଗୋପସାଗର ସୃଷ୍ଟ ଘୂର୍ଣ୍ଣିଝଡ ରୁଆନୁ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଆଜି ସଂନ୍ଧ୍ୟା ପରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ପବନର ଗତି ଘଂଟାପ୍ରତି ୧୧୦ କିମି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ…
Read More...

ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି : ଆଲର୍ଟ ରହିବାକୁ ବିଭିନ୍ନ ବିଭାଗକୁ ନିର୍ଦେଶ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାତ୍ୟା ମୁକାବିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ । ଏନେଇ ୧୦ଟି ଓଡ୍ରାଫ ଟିମ ଓ ଅନ୍ୟାନ୍ୟ ବିଭାଗକୁ ସଜାଗ କରାଯାଇଥିବା ସୂଚନା ମିଳିଛିି । ଆବଶ୍ୟକୀୟ ମାତ୍ରାରେ ଖାଦ୍ୟ ସାମଗ୍ରୀ ମହଜୁଦ୍ ରଖିବା ସହ ବିଦ୍ୟୁତ୍ ସେବା ଉପରେ ଗୁରୁତ୍ୱ ଦେବାକୁ…
Read More...

ଶାସକ ବିଜେଡିକୁ ବିରୋଧୀ କଂଗ୍ରେସର ଟାର୍ଗେଟ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଶାସକ ବିଜେଡିକୁ ବିରୋଧୀ କଂଗ୍ରେସର ଟାର୍ଗେଟ୍ । ଆସନ୍ତା ମାସ ୧୦ ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ । ବିଧାନସଭାରେ ଅଚଳାବସ୍ଥା ଏବଂ ବିଜେଡି ସରକାରର ଦୁଇ ବର୍ଷର ଭ୍ରଷ୍ଟାଚାର ବିରୋଧରେ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ ବୋଲି ପିସିସି ସଭାପତି…
Read More...

ଆଜି ଜଗମୋହନ ପରିଦର୍ଶନରେ ଯିବେ ବିରୋଧୀଦଳ ନେତା ନରସିଂହ ମିଶ୍ର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ବଢୁଛି ଜଗମୋହନ ସୁରକ୍ଷା ଚିନ୍ତା। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଚାନକ ଯାଇ ଶ୍ରୀମନ୍ଦିର ଜଗମୋହନ ସ୍ଥିତି ଅନୁଧ୍ୟାନ କରିବା ପରେ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୁରୀ ଯାଉଛନ୍ତି। ବିରୋଧୀ ଦଳ ନେତା ଆଜି ଦିନ ୧୦ଟା ୪୫ରେ ଶ୍ରୀମନ୍ଦିର…
Read More...