Browsing Category

ନ୍ୟୁଜ୍

ଖିମଜୀ ଆଣିଲେ ଅଭିଯୋଗ : ଏୟାର ଓଡିଶା କରିଛି ଟଙ୍କା ହେରଫେର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଠକିଛି ଏୟାର ଓଡିଶା । ଖଣ୍ଡଗିରି ଥାନାରେ ଏହି ଅଭିଯୋଗ ଆଣିଛନ୍ତି ଏୟାର ଓଡିଶାର ସେୟାର ହୋଲଡର ମିତେଶ ଖିମଜୀ। କହିଛନ୍ତି, ସେୟାର ହୋଲଡର ନାଁରେ ଏୟାର ଓଡିଶା ଠକି ନେଇଛି ଦେଢ କୋଟି ଟଙ୍କା । ଆଉ ଟଙ୍କା ବଦଳରେ ସେୟାର ନଦେଇ ଭୁଆଁ ବୁଲାଇଛି । ତେବେ ଏଭଳି…
Read More...

ନ୍ୟାୟମୂର୍ତିଙ୍କ ବିରୋଧରେ ନାରାବାଜି : କଂଗ୍ରେସ ଓ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ପଲୀରୁ ରାଜଧାନୀ । ଜଷ୍ଟିସ ଦାସଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସର ରଣହୁଙ୍କାର । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁୁମାରେ ଦେଖିବାକୁ ମିଳିଛି ଜୋରଦାର ବିକ୍ଷୋଭ । ଏସପି, ଜିଲ୍ଲାପାଳ ଓ ଏଡିଏମଙ୍କ ଅଫିସ ଘେରିଥିଲେ ବିଜେପି ଓ କଂଗ୍ରେସ କର୍ମୀ ।…
Read More...

କୋମାରେ ସ୍ୱାସ୍ଥ୍ୟ ସେବା : ବୁର୍ଲା ମେଡିକାଲରେ ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ବୁର୍ଲାରେ ଜୁନିଅର ଡାକ୍ତର ସଂଘଙ୍କ ଆନେ୍ଦାଳନ ଦ୍ୱିତୀୟ ଦିନରେ ପଂହଚିଛି । ମେଡିକାଲର ଭିତିଭୂମି ବିକାଶ ନେଇ ସରକାରଙ୍କ ନିକଟରେ ୯ ଦଫା ଦାବି ରଖିଛି ସଂଘ । ଯଥାଶୀଘ୍ର ଏହି ଦାବି ଗୁଡିକ ପୁରଣ ପାଇଁ ଆନ୍ଦୋଳନ ଜୋରଦାର ହୋଇଛି  । ସେପଟେ ସମସ୍ୟାର ସମାଧାନ…
Read More...

କେନ୍ଦୁଝର ଯୁକ୍ତ ୨ ଖାତା ମୂଲ୍ୟାୟନରେ ବିଭ୍ରାଟ

କେନ୍ଦୁଝର : କେନ୍ଦୁଝର ଧରଣୀଧର ଜୁନିଅର କଲେଜରେ ଚାଲିଥିବା +୨ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖାରେ ବିଭ୍ରାଟ ସୃଷ୍ଟି ହୋଇଛି । ଏହି ୨ଟି ବିଭାଗର କମ୍ପୁଟର ଇଭାଲୁଏସନ ଚାଲିଥିବାବେଳେ ଶନିବାର ଦିନ ପ୍ରାୟ ୧୦ଘଟିକା ସମୟରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ୨ଟି କମ୍ପୁଟର, ୨ଟି ଫ୍ୟାନ ଓ ଗୋଟିଏ ଏସି…
Read More...

କେନ୍ଦ୍ରାପଡା : ଦହିବରା ଆଳୁଦମ ଖାଇ ୫୦ରୁ ଅଧିକ ଅସୁସ୍ଥ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପୁଣ୍ଡିଲୋ ଗାଁରେ  ଦହିବରା ଆଳୁଦମ ଖାଇ ୫୦ ଜଣରୁ ଅଧିକ ଲୋକେ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଚିକିତ୍ସା ପାଇଁ ଅସୁସ୍ଥମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ  …
Read More...

ଜଷ୍ଟିସଙ୍କ ପାଇଁ ଗୃହ ଅଚଳ : କମିଶନଙ୍କୁ ପଦଚ୍ୟୁଦ ସହ ମନ୍ତ୍ରୀ ଦାସବର୍ମାଙ୍କ ଇସ୍ତଫା ଦାବିରେ ଅଡି ବସିଲେ ବିରୋଧୀ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଚିଟଫଣ୍ଡ ପ୍ରସଙ୍ଗରେ କ୍ରମାଗତ ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଗୃହର ମଧ୍ୟ ଭାଗରେ ବିରୋଧୀମାନେ କରିଥିଲେ ହଙ୍ଗାମା । ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଓ ଜଷ୍ଟିସ୍ ଏମ୍ଏସ୍ ଦାସଙ୍କୁ ବହିଷ୍କାର ଦାବିରେ ଉଭୟ କଂଗ୍ରେସ ଓ…
Read More...

ପାଜେରୋ ପରେ ନୂଆ ଅସ୍ତ୍ର ଧରି ସଂଜୟଙ୍କୁ ଟାର୍ଗେଟ୍ କଲେ ଲୁଲୁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :   ସଂଜୟ ଦାସ ବର୍ମାଙ୍କୁ ପୁଣି ଲୁଲê ମହାପାତ୍ରଙ୍କ ଟାର୍ଗେଟ୍  । ୩ଟି ପ୍ରସଙ୍ଗରେ ପରୋକ୍ଷରେ ମନ୍ତ୍ରୀ ସଂଜୟ ଦାସ ବର୍ମା ଓ ସରକାରଙ୍କୁ ସେ ଟାର୍ଗେଟ୍ କରିଛନ୍ତି । ନୀଳାଚଳ ବିଲଡର ୨୦୦୪ ମସିହାରୁ ବେଆଇନ କୋଠା ନିର୍ମାଣ କରିଛି । ଦୁଇ ତିନ ତଳେ ବିଧାୟକ…
Read More...

ଜଷ୍ଟିସ୍ ଏମ.ଏମ. ଦାସଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ଚିଟଫଣ୍ଡ କମିସନ ଅଧ୍ୟକ୍ଷଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଜଷ୍ଟିସ ଦାସଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଜଷ୍ଟିସ ଏମ.ଏମ. ଦାସ ଇସ୍ତଫା ଦିଅନ୍ତୁ ଏହା ସହ ତଦନ୍ତ ପାଇଁ ଗଠନ ହୋଇଥିବା କମିସନକୁ ରଦ୍ଦ କରିବାକୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ…
Read More...

ଉମରକୋଟ ଆଇପିଏଲ ବେଟିଂ ପଛରେ ବଡ ବଡ ହସ୍ତି ,ଡାଏରୀ ଖୋଲିବ ଗୁମର

ନବରଙ୍ଗପୁର ବ୍ୟୁରୋ କନକ ନ୍ୟୁଜ୍ : ଉମରକୋଟ ଆଇପିଏଲ ବେଟିଂର ଗୁମର ଖୋଲିବାକୁ ପୋଲିସ ହାତରେ ଲାଗିଛି ବଡ ସୁରାକ । ଗିରଫ ବୁକିଙ୍କ ନିକଟରୁ ଜବତ ୩ଟି ଡାଏରୀ ଆଧାରରେ ଆରମ୍ଭ ହୋଇଛି ଛାନଭିନ । ଏଥିରେ ବହୁ ବଡବଡ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ ଥିବା ପୋଲିସ ଜାଣିପାରିଛି । ସଂପୃକ୍ତି…
Read More...

ଚାଲିଛି କୁମ୍ଭୀରଙ୍କ ପ୍ରଜନନ ଋତୁ, ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଭିତରକନିକା ଓ ଶିମିଳିପାଳ

  ରାଜନଗର :  ଆଜିଠୁୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତର କନିକା । ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ କୁ ନିଷେଦ୍ଧ କରାଯାଇଛି । ଭିତରକନିକାରେ ପ୍ରବାହିତ ନଦୀନାଳରେ ରହୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି । ସେମାନଙ୍କ ମିଳନ ପର୍ବରେ କୌଣସି ବାଧା…
Read More...