Browsing Category

ନ୍ୟୁଜ୍

ସରକାର ବନାମ ଶଙ୍କରାଚାର୍ଯ୍ୟ ! ତେଜିଲା ୨କୋଟିର ବିବାଦ

କନକ ବ୍ୟୁରୋ : ୨ କୋଟିର ବିବାଦ। ସରକାର ବନାମ ଶଙ୍କରାଚାର୍ଯ୍ୟ । ସେବାୟତଙ୍କୁ ସରକାରଙ୍କ ୨ କୋଟିର ପୁରସ୍କାର ନେଇ ସୃଷ୍ଟି ହୋଇଛି ଏଭଳି ସ୍ଥିତି । ବରିଷ୍ଠ ଦଇତାପତି ତଥା ନବକଳେବର ବେଳେ ବିଶ୍ୱାବସୁ ସାଜିଥିବା ବିନାୟକ ଦାସମହାପାତ୍ରଙ୍କ କହିବା କଥା, ରଥ ଉପରେ ଭକ୍ତଙ୍କୁ ଚଢାଇ ନଦେବାରୁ…
Read More...

ନବୀନଙ୍କୁ ଛତିିଶଗଡ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାଲେଞ୍ଜ୍ ! ମହାନଦୀର ପ୍ରତ୍ୟେକ ବୁନ୍ଦା ପାଣି ଉପରେ ଆମ ଅଧିକାର

କନକ ବ୍ୟୁରୋ : ନବୀନଙ୍କୁ ରମଣ ସିଂଙ୍କ ଚ୍ୟାଲେଞ୍ଜ । ମହାନଦୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ । କହିଛନ୍ତି କୌଣସି ପରିସ୍ଥିତିରେ କାମ ଅଟକିବ ନାହିଁ । ପ୍ରତି ବିନ୍ଦୁ ଉପରେ ଆମର ଅଧିକାର ଅଛି । ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ କାମ ପୂର୍ବଭଳି ଜାରି…
Read More...

ମହାନଦୀ ପାଇଁ ଲୋକସଭାରେ ମହାବିତର୍କ

କନକ ବ୍ୟୁରୋ : ମହାନଦୀ ବିବାଦ ଦୂର କରିବାକୁ କୁଲାଇ ୨୯ରେ ଛତିଶଗଡ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ ଆଲୋଚନା । କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ଓ ଦୁଇ ରାଜ୍ୟ ସରକାର ବସି ଗୋଟିଏ ଟେବୁଲରେ ଆଲୋଚନା କରିବେ । ଲୋକସଭାରେ ମହାନଦୀକୁ ନେଇ ମହାବିତର୍କ…
Read More...

ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗା ଘଟଣା : ଦେବେଶଙ୍କ ବିରୋଧରେ ହେବନି କଠୋର କର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗା ରୁଜା ଘଟଣା । ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି । ଦେବେଶଙ୍କ ବିରୋଧରେ କଠୋର କର୍ଯ୍ୟାନୁଷ୍ଠାନ ନନେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।
Read More...

ଓଡିଶାର ସ୍ୱାର୍ଥ ସହ କୌଣସି ପ୍ରକାର ସାଲିସ ହେବ ନାହିଁ : ବସନ୍ତ ପଣ୍ଡା

କନକ ବ୍ୟୁରୋ : ମହାନଦୀରେ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ପ୍ରେସମିଟ୍ କରିଛି ବିଜେପି । ଏଥିରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି ବସନ୍ତ ପଣ୍ଡା । ବିନା ଅନୁମତିରେ ଛତିଶଗଡ ଅରପା ପ୍ରକଳ୍ପ କାମ ଆରମ୍ଭ କରିଛି । ତେଣୁ ଓଡିଶାର ସ୍ୱାର୍ଥ ସହ କୌଣସି ପ୍ରକାର ସାଲିସ କରିହେବ ନାହିଁ…
Read More...

ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ବିରୋଧରେ ବିଜେଡିର ଗର୍ଜନ ସମାବେଶ

ନବରଙ୍ଗପୁର : ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ବିରୋଧରେ ବିଜେଡିର ଗର୍ଜନ । ପ୍ରଦୀପଙ୍କ ପରିବାର ସହିତ ସିସୋର ଗୃପର ସମ୍ପର୍କକୁ ନେଇ ନବରଙ୍ଗପୁର ମୁଖ୍ୟ ରାସ୍ତାରେ ମନ୍ତ୍ରୀ ରମେଶ ମାଝୀଙ୍କ ନେତୃତ୍ୱରେ ବିଜେଡି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ପ୍ରଦୀପ ମାଝୀଙ୍କ…
Read More...

ସୁନାଝିଅଙ୍କୁ ୬୦ ଲକ୍ଷ ଦେଇ ଅଲ ଦ ବେଷ୍ଟ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାର ୬ ଜଣ ଅଲିମ୍ପିକ୍ସ ଖେଳାଳିଙ୍କୁ ୬୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଗଷ୍ଟ ମାସରେ ହେବାକୁ ଥିବା ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟ ବିବେଚିତ ୬ ଜଣ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ…
Read More...

୩୭୦୧ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ସରକାରଙ୍କ ଘୋଷଣା : ବାର୍ଷିକ ୩% ହାରରେ ଇଂନକ୍ରିମେଂଟ୍ ଦିଆଯିବ

କନକ ବ୍ୟୁରୋ : ୩୭୦୧ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ସରକାରଙ୍କ ଘୋଷଣା । ବାର୍ଷିକ ୩% ହାରରେ ଇଂନକ୍ରିମେଂଟ୍ ଦିଆଯିବ । ଉପକୃତ ହେବେ ୩୧ହଜାର ୫ଶହ ଶିକ୍ଷକ ଓ କର୍ମଚାରୀ । ଅନୁଦାନ ନୀତି ୨୦୧୩ ର ସଂଶୋଧନ କରାଯାଇଛି । ପୂର୍ବରୁ ଦରମାରେ ୨୫% ବୃଦ୍ଧି କରାଯାଇଥିଲା ।
Read More...

ବର୍ଷାପାଣିରେ ଉବୁଟୁବୁ ପୁରୀ ବଡଦାଣ୍ଡ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବର୍ଷା ପାଣିରେ ଉବୁଟୁବୁ ହେଉଛି ବଡଦାଣ୍ଡ । ଜୁଆଡେ ଚାହିଁଲେ ଖାଲି ଆଣ୍ଠୁଏ ଆଣ୍ଠୁଏ ପାଣି। ପରିସ୍ଥିତି ଏପରି ହୋଇଛି ଯେ, ବନ୍ୟାର ଭ୍ରମ ସୃଷ୍ଟି କରୁଛି । ବଡଦାଣ୍ଡରେ ଖେଳୁଛି ପାଣିର ଲହଡି । ପୁରୀବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ନବକଳେବର ବେଳେ କୋଟି…
Read More...

ଜୋର ଧରିଲା ମହାନଦୀ ରାଜନୀତି : ଛତିଶଗଡ ଯାଇଥିବା କଂଗ୍ରେସ ବିଧାୟକ ଦଳକୁ ବିରୋଧ

କନକ ବ୍ୟୁରୋ : ଜୋର ଧରିଲା ମହାନଦୀ ରାଜନୀତି । ପ୍ରବାସରେ ବିରୋଧର ସମ୍ମୁଖୀନ ହେଲା କଂଗ୍ରେସ ପ୍ରତିନିଧି ଦଳ। ଛତିଶଗଡରେ କଂଗ୍ରେସ ବିଧାୟକ ଦଳକୁ ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସମର୍ଥକ । ରାୟଗଡରେ ବିରୋଧ କରୁଥିବାବେଳେ ୨୦ରୁ ଅଧିକ ସମର୍ଥକଙ୍କୁ ଗିରଫ କରିଛି…
Read More...