Browsing Category

ନ୍ୟୁଜ୍

ଓଡିଶାର ବଳ ମହାନଦୀ ଜଳ ! ହକ୍ ଜାହିର କରିବାକୁ ବିଜେଡିର ଆନ୍ଦୋଳନ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଉପରମୁଣ୍ଡରେ ବନ୍ଧ ନିର୍ମାଣକୁ ବିଜେଡିର ବିରୋଧ । କଟକରୁ ଏକ କଳସ ଶୋଭାଯାତ୍ରା ବାହାରି ଭୁବନେଶ୍ୱରରେ ପହଂଚିବ । ମହାନଦୀରୁ ପାଣି ଆଣି ୩୦୦ରୁ ଅଧିକ ମହିଳା କର୍ମୀ ଶୋଭାଯାତ୍ରାରେ ମାଷ୍ଟରକ୍ୟାଟିଂନ ଆସିବେ । ଛତିଶଗଡ଼ର ମନମୁଖୀ କାର୍ଯ୍ୟକୁ ବିରୋଧ କରି…
Read More...

ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଁ ରାଜ୍ୟସଭାରେ ଦାବି ଉଠାଇଲେ ସାଂସଦ ଅନୁଭବ ମହାନ୍ତି

କନକ ବ୍ୟୁରୋ : ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି ଦୋହରାଇଲା ବିଜେଡି । ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଆବଶ୍ୟକ କରୁଥିବା ଅଧିକାଂଶ ମାନଦଣ୍ଡ ଓଡ଼ିଆ ପୁରଣ କରୁଥିଲେ ସୁଦ୍ଧା ଓଡିଶାକୁ କାହିଁକି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା…
Read More...

ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ଆରଡିସିଙ୍କ ତଦନ୍ତ : ୪୬ ଜଣଙ୍କ ସାକ୍ଷ୍ୟଗ୍ରହଣ

କନକ ବ୍ୟୁରୋ : ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ଛାନଭିନ୍ ଆରମ୍ଭ କରିଛନ୍ତି ଉତରାଚଂଳ ଆର୍ଡିସି ଭାସ୍କର ଜ୍ୟୋତି ଶର୍ମା । ଗତକାଲି ଜିଲ୍ଲାପାଳ, ପୁଲିସ୍ ଅଧିକାରୀ, ବରଗଡ଼ ବିଧାୟକ ଏବଂ ୩ ଜଣ ବିଜେପି ନେତାଙ୍କ ସମେତ ମୋଟ୍ ୪୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି ଆର୍ଡିସି । ମୋଟ୍…
Read More...

ମହାନଦୀରେ ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : କେନ୍ଦ୍ରର ମଧ୍ୟସ୍ଥତାରେ ଆଜି ଦିଲ୍ଲୀରେ ବସୁଛି ଆନ୍ତଃରାଜ୍ୟ ବୈଠକ

କନକ ବ୍ୟୁରୋ : ମହାନଦୀର ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଆଜି ନୂଆଦିଲ୍ଲୀରେ ବସୁଛି ଆନ୍ତଃରାଜ୍ୟ ବୈଠକ । କେନ୍ଦ୍ର ଜଳ ସଂପଦ ମନ୍ତ୍ରାଳୟ ପକ୍ଷରୁ ଡକାଯାଇଥିବା ଏହି ବୈଠକରେ ଉଭୟ ଓଡ଼ିଶା ଓ ଛତିିଶଗଡ଼ର ମୁଖ୍ୟ ଶାସନ ସଚିବ…
Read More...

ନଗଡାକୁ ୨ଟି ରାସ୍ତା ନିର୍ମାଣ ହେବ : ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ : ପୁଷ୍ଟିହୀନତା ଯୋଗୁଁ ନଗଡା ଶିଶୁ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟ ସରକାରଙ୍କ ନିଦ ଭାଗିଂଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ନଗଡାକୁ ୨ଟି ରାସ୍ତା ନିର୍ମାଣ ହେବ । ଢେଙ୍କାନାଳ ଏବଂ କେଉଁଝର ସୀମାନ୍ତ ରେକୁଟି ଫରେଷ୍ଟ ଫାଟକ ଠାରୁ ନଗଡାକୁ ବାଟ ଫିଟିବ । ଏଥିଲାଗି ଢେଙ୍କାନାଳର…
Read More...

ସପ୍ତମ ଦିନରେ ପଂହଚିଲା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ସାତ ଦିନରେ ପଂହଚିଛି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡ଼ିଏସ୍ଓର ଆନ୍ଦୋଳନ । ହଷ୍ଟେଲର ରକ୍ଷଣା ବେକ୍ଷଣ ଫିକୁ ସମ୍ପୁର୍ଣ୍ଣ ଉଚ୍ଛେଦ ଓ ବୃଦ୍ଧି ପାଇଥିବା ଆଡ଼ମିଶନ ଫିକୁ କମାଇବା ଦାବିରେ ଏହି ଆନ୍ଦୋଳନ ଚାଲିଛି । ଛାତ୍ରଛାତ୍ରୀ କ୍ୟାମ୍ପସରେ ଏକ ରାଲିରେ ବାହାରି…
Read More...

ଉପାସନା ମହାନ୍ତିଙ୍କ ବୟାନ ରେକର୍ଡ କଲା ଲକ୍ଷ୍ମୀସାଗର ପୁଲିସ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉପାସନାଙ୍କ ୧୬୧ ବୟାନ ରେକର୍ଡ କରାଯାଇଛି । ଲଷ୍ମୀସାଗର ଥାନାରେ ଉପାସନାଙ୍କ ୧୬୧ ବୟାନ ରେକର୍ଡ କରିଛି ପୁଲିସ୍ । ପ୍ରଯୋଜକ ରାଜେଶ ପତିଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି ଉପାସନା । ଏନେଇ ସେ ଗତକାଲି ରାଜେଶଙ୍କ ବିରୋଧରେ ଏଫଆଇଆର୍…
Read More...

କେମିତି ହୋଇଥିଲା ଅପହରଣ ? ପର୍ଦ୍ଦାଫାସ୍ ହେଲା ପ୍ରତୀକ ପଟୋଡିଆଙ୍କ କିଡନାପ୍ କାହାଣୀ

କନକ ବ୍ୟୁରୋ : କଲିକତାର ବ୍ୟବସାୟୀ ପ୍ରତୀକ ପଟୋଡ଼ିଆ ଅପହରଣ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ବକେୟା ଅର୍ଥ ଅସୁଲ ଉଦେଶ୍ୟରେ ହିଁ ଅପହରଣ କରାଯାଉଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସପି ନିଖିଲ କାନୋଡ଼ିଆ । ଏହି ଅପହରଣ ଘଟଣାରେ ଦୁଇ ଅପହୃତ ବ୍ୟବସାୟୀ ପ୍ରତୀକ ପଟୋଡ଼ିଆ ଓ ତାଙ୍କ ଡ୍ରାଇଭର ରୋହିତ…
Read More...

କେ.ଭି ସିଂହଦେଓ ହେଲେ ବିଜେପି ବିଧାୟକ ଦଳ ନେତା

କନକ ବ୍ୟୁରୋ : ପୂର୍ବତନ ରାଜ୍ୟ ସଭାପତି କେଭି. ସିଂଦେଓଙ୍କୁ ନୂଆ ଦାୟିତ୍ୱ । ବିଜେପି ବିଧାୟକ ଦଳ ନେତା ହେଲେ କନକ ବର୍ଦ୍ଧନ ସିଂହଦେଓ । ବସନ୍ତ ପଣ୍ଡାଙ୍କ ସ୍ଥାନ ନେଇଛନ୍ତି କେଭି । ବସନ୍ତ ପଣ୍ଡା ରାଜ୍ୟ ସଭାପତି ହେବା ପରେ ପଦ ଖାଲି ପଡିଥିଲା । ଏହାପରେ କେଭିଙ୍କୁ ଆଜି ବିଜେପି ବିଧାୟକ ଦଳ…
Read More...

ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ସେଖ୍ ଅଜୁକୁ ଗିରଫ କଲା ଏସ୍.ଟି.ଏଫ୍

କେନ୍ଦ୍ରାପଡା : ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ସେଖ୍ ଅଜୁ ଓରଫ ଆଜାଉଦ୍ଦିନକୁ ଏସ୍.ଟି.ଏଫ୍ ଦ୍ୱାରା ଗିରଫ କରାଯାଇଛି । ୨୦୧୨ ମସିହାରେ କଟକ କିଶନ ନଗର ଥାନା ଅଧିନରେ ସଲମା ଖାତୁନ୍ ଓ ତାଙ୍କ ପରିବାର ଉପରକୁ ଗୁଳିମାଡ ଘଟଣାର ମାଷ୍ଟର ମାଇଣ୍ଡ ଥିଲା ଆଜାଉଦ୍ଦିନ୍ । ଦାଦାବଟି ଆଦାୟକୁ ନେଇ…
Read More...