Browsing Category

ନ୍ୟୁଜ୍

ଦୁର୍ଘଟଣା ପରେ ଲଙ୍କାକାଣ୍ଡ : ଭଦ୍ରକରେ ଛାତ୍ରୀଙ୍କ ଉପରେ ଚଢିଗଲା ବାଲି ବୋଝେଇ ହାଇୱା

ଭଦ୍ରକ : ଦୁର୍ଘଟଣା ପରେ ଲଙ୍କାକାଣ୍ଡ । ଭଦ୍ରକରେ ହାଇୱା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜାଳିବା ସହ ତହସିଲ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଲୋକେ । ଗତକାଲି ଏକ ବାଲି ବୋଝେଇ ହାଇୱା ଜଣେ…
Read More...

ନୀଳାଦ୍ରି ବିଜେ ସମୟରେ ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ : ଅରବିନ୍ଦଙ୍କ ସପକ୍ଷରେ ବାହାରିଲା ଆଇଏଏସ ସଂଘ

ପୁରୀ ,ବ୍ୟୁରୋ , କନକ ନ୍ୟୁଜ୍ : ପୁରୀ ଜିଲ୍ଲାପାଳଙ୍କ ସମର୍ଥନରେ ଆଗକୁ ଆସିଲା ଆଇଏଏସ ସଂଘ । ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ ପ୍ରତି ସେବାୟତଙ୍କ ଦୁର୍ବ୍ୟବହାରକୁ ନିନ୍ଦା କରିଛି ସଂଘ । ଏନେଇ ସଂଘ ତାର ଆଭିମୁଖ୍ୟ ସ୍ଥିର କରିବାକୁ ଆଜି ବସୁଛି ବୈଠକ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ…
Read More...

କାଷ୍ଟିଂ କାଉଚର ନୂଆ ଫର୍ଦ୍ଦ : ଅଭିନେତ୍ରୀ ଉପାସନାଙ୍କ ବିରୋଧରେ ପ୍ରଯୋଜକ ଆଣିଲେ ବ୍ଲାକ ମେଲିଂ ଅଭିଯୋଗ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆସିଲା କାଷ୍ଟିଂ କାଉଚର ଏକ ନୂଆ ଫର୍ଦ୍ଦ । କାଷ୍ଟିଂ କାଉଚ ବ୍ଲାକମେଲିଂ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଫିଲ୍ମ ପ୍ରଯୋଜକ । ଓଏସଆର ଏନଂଟରଟେନମେଂଟର ରାଜେଶ ପତି ଏଭଳି ଏକ ଅଭିଯୋଗ ଆଣିଛନ୍ତି । ଏକ ନୂଆ ଓଡିଆ ଫିଲ୍ମ ଗୁଡିଆ ରାଣୀ ପ୍ରସ୍ତୁତି ପାଇଁ ସେ…
Read More...

କୁଆଖାଇକୁ ଜହର ଛାଡୁଛି ଓମଫେଡ : ପ୍ଲାଂଟରୁ ବାହାରୁଥିବା ଦୂଷିତ ଜଳରେ ଅଛି କ୍ୟାନସର ସୃଷ୍ଟିକାରୀ କେମିକାଲ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କୂଆଖାଇ ନଦୀରେ ମିଶୁଛି ଓମଫେଡରୁ ନିର୍ଗତ ଜହର ମିଶା ଜଳ । ବର୍ଷବର୍ଷ ଧରି ବିନା ଟ୍ରିଟମେଂଟ ପ୍ଲାଂଟରେ ଚାଲିଛି କମ୍ପାନି । ବିଭିନ୍ନ ପ୍ରକାର କେମିକାଲ ମିଶା ପାଣି ସିଧାସଳଖ ଛାଡି ଦିଆଯାଉଛି ନଦୀକୁ । ଏସବୁ କେମିକାଲ ଦୁରାରୋଗ୍ୟ କ୍ୟାନସର ସୃଷ୍ଟି…
Read More...

ପୁଣି ଚର୍ଚ୍ଚାରେ ଜଣେ ଭଣ୍ଡ ବାବା : ମହିଳାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତର ଭିଡିଓ ସୁଟ କରି ବ୍ଲାକମେଲ କରୁଥିଲେ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ପୁଣି ଚର୍ଚ୍ଚାରେ ଜଣେ ଭଣ୍ଡ ବାବା । ଯାଜପୁର ଜିଲ୍ଲା ପାଣିକୋଇଲିରେ ଶୋଷା ବାବାଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି ପୀଡିତା । ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର କେହି ସନ୍ତାନ ସନ୍ତତି…
Read More...

ଅଭିନେତ୍ରୀ ଉପାସନା ମହାନ୍ତିଙ୍କ ନାଁରେ ପ୍ରଡ୍ୟୁସରଙ୍କୁ କାଷ୍ଟିଂ କାଉଚ୍ ଧମକ ଦେବା ଅଭିଯୋଗ

କନକ ବ୍ୟୁରୋ : ପ୍ରଡ୍ୟୁସରଙ୍କୁ ମିଳୁଛି କାଷ୍ଟିଂ କାଉଚ୍ ଧମକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ପ୍ରଡ୍ୟୁସର ରାଜେଶ ପତି । ଅଭିନେତ୍ରୀ ଉପାସନା ମହାନ୍ତିଙ୍କ ନାଁରେ ସେ ଏହି ଅଭିଯୋଗ ଆଣିଛନ୍ତି । କହିଛନ୍ତି ଉପାସନା ଫିଲ୍ମ ପାଇଁ ୩୫ ଲକ୍ଷ ଟଙ୍କା ନେଇଛନ୍ତି । କିନ୍ତୁ ଟଙ୍କା ନେଇ ଫେରାଉ…
Read More...

ଅପପୁଷ୍ଟି କବଳରେ ନଗଡା : ସ୍ୱୀକାର କଲେ ସରକାର

ଯାଜପୁର : ଶେଷରେ ସରକାର ନଗଡ଼ା ଭଳି ଅପହଂଚ ଇଲାକାର କରୁଣ ସ୍ଥିତି ସଂପର୍କରେ ସ୍ୱୀକାର କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ସେଠାରେ ଗୋଟିଏ ଗୋଟିଏ ପରିବାରରେ ୮/୯ ଛୁଆ ଅଛନ୍ତି । ବର୍ଷେ ନପୂରୁଣୁ ପୁଣି ମା’ କୋଳକୁ ଆସିଯାଉଛି ଛୁଆ। ପରିବାର କଲ୍ୟାଣ ଯୋଜନା ବୋଲି…
Read More...

ଥାନା ଭିତରେ ଗୋଟିଏ ରାତି ! କନ୍ଧମାଳକୁ ପଲିଟିକାଲ୍ ପିଚ୍ କଲା କଂଗ୍ରେସ୍

କନ୍ଧମାଳ : ଥାନା ଭିତରେ ଗୋଟିଏ ରାତି । ସନ୍ଧ୍ୟା ସାଢ଼େ ୬ରୁ ରାତି ସାଢ଼େ ୩ଟା ଯାଏଁ ବାଲିଗୁଡ଼ା ଥାନାକୁ ଘେରିଲା କଂଗ୍ରେସ । ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ପ୍ରତିବାଦରେ ରାତିସାରା ଯୁକ୍ତି ତର୍କ ଚାଲିଲା । ପ୍ରଥମେ ଆଇଆଇସି, ପରେ ଏସଡିପିଓ ଏବଂ ଶେଷରେ ପହଂଚଥିଲେ ଏସପି । ହେଲେ ସମାଧାନର ବାଟ…
Read More...

ବେପରୁଆ ଡ୍ରାଇଭରଙ୍କ ଉପରେ ଅଙ୍କୁଶ : ୪ ହଜାର ଲୋକଙ୍କ ଠାରୁ ଡିଏଲ୍ ଛଡାଇ ନେଲା ପରିବହନ ବିଭାଗ

କନକ ବ୍ୟୁରୋ : ମଦ୍ୟପାନ ସହ ଗାଡ଼ି ଚଳାଇବା ଚଳିବ ନାହିଁ । କାରଣ ମଦ୍ୟପଙ୍କ ଯୋଗୁଁ ଗାଡ଼ି ଦୁର୍ଘଟଣା ବଢ଼ୁଛି । ମଦ ପିଇ ଗାଡ଼ି ଚଲାଉଥିବା ଲୋକଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଇତିମଧ୍ୟରେ ପ୍ରାୟ ୪ ହଜାର ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସ…
Read More...

୨୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେବ : କୃଷି ସଚିବ

ବଜାରରେ ଆଳୁ ଦର ଦିନକୁ ଦିନ ବଢି ଚାଲିଛି । ତେଣୁ ଆଳୁ ମିଶନ ନେଇ କୃଷି ବିଭାଗର ସମୀକ୍ଷା ବୈଠକ ହୋଇଛି । ବୈଠକ ପରେ ୨୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ଲକ୍ଷ ଥିବା ନେଇ ସୂଚନା ଦେଇଛନ୍ତି କୃଷି ସଚିବ । ଏହା ସହ କହିଛନ୍ତି ଏହି ଚାଷ ପାଇଁ ୧ ହଜାର ମେଟ୍ରିକ୍ ଟନ୍ ଆଳୁ ବିହନ ବଂଟାଯିବ ।
Read More...