Browsing Category

ନ୍ୟୁଜ୍

ନିଲମ୍ବିତ ସେବାୟତଙ୍କ ସମ୍ପତି ହୋଇପାରେ ବାଜ୍ୟାପ୍ତ : ଆତ୍ମସମର୍ପଣ ପାଇଁ ୨ ଦିନର ମହଲତ ଦେଲା ପୁରୀ ପୁଲିସ୍

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନିଲମ୍ବିତ ସେବାୟତଙ୍କ ସମ୍ପିତି ହୋଇପାରେ ବାଜ୍ୟାପ୍ତ । ଏଭଳି କଡା ପଦକ୍ଷେପ ନେଇଛି ପୁରୀ ପୁଲିସ୍। କେବଳ ଏତିକି ନୁହେଁ ଆତ୍ମସମର୍ପଣ ପାଇଁ ୨ ଦିନର ମହଲତ ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ । ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଦିନ ବିଭ୍ରାଟ ସୃଷ୍ଟି…
Read More...

ରାଜେଶ ପତିଙ୍କ ଅଭିଯୋଗର ଜବାବ୍ ରଖିଲେ ଅଭିନେତ୍ରୀ ଉପାସନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜେଶ ପତିଙ୍କ ଅଭିଯୋଗର ଜବାବ୍ ରଖିଲେ ଅଭିନେତ୍ରୀ ଉପାସନା । ମୁଁ ଧମକ ଦେଇନାହିଁ ଅଭିଯୋଗ ମିଥ୍ୟା । ଅଭିଯୋଗର ପ୍ରମାଣ ଦିଅନ୍ତୁ ରାଜେଶ, ରାଜେଶଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ।
Read More...

କୋରାପୁଟ ଜିଲ୍ଲାପାଳଙ୍କ ଫତୁଆ : ଜିନ୍ ପ୍ୟାଂଟ ଓ ଟି-ସାର୍ଟ ପିନ୍ଧି ଆସିଲେ ମିଳିବନି ଜିଲ୍ଲାପାଳଙ୍କ ସାକ୍ଷାତ

କୋରାପୁଟ : କୋରାପୁଟ ଜିଲ୍ଲାପାଳ ଜାରିକଲେ ଫତୁଆ । ଜିନ୍ ପ୍ୟାଂଟ ଓ ଟି-ସାର୍ଟ ପିନ୍ଧି ଆସିଲେ ମିଳିବନି ଜିଲ୍ଲାପାଳଙ୍କ ସାକ୍ଷାତ । ଜିଲ୍ଲାପାଳ ଅଫିସ ଆଗରେ ଲଗାଇଲେ ନୋଟିସ । ସରକାରୀ ଅଧିକାରୀ ହୁଅନ୍ତୁ ବା ସାଧାରଣ ଜନତା ଜିଲ୍ଲାପାଳଙ୍କୁ ଭେଟିବାକୁ ହେଲେ କେତେକ ନିୟମ ମାନିବାକୁ ପଡିବ…
Read More...

ନଗଡା ଶିଶୁ ମଡକ ଘଟଣା : ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନଗଡା ଶିଶୁ ମଡକ ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦକ୍ଷେପ ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ ହୋଇଛି, ସ୍ଥାନୀୟ ଅଂଚଳର ବିକାଶ ପାଇଁ ପଦକ୍ଷେପ ନିଆଯିବ ।
Read More...

ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସମୀକ୍ଷା କଲେ ଜନସ୍ୱାସ୍ଥ୍ୟ ବିଭାଗ ସହ କେନ୍ଦ୍ରୀୟ ଟିମ୍

କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସମୀକ୍ଷା କରାଯାଇଛି । ଜନସ୍ୱାସ୍ଥ୍ୟ ବିଭାଗ ସହ କେନ୍ଦ୍ରୀୟ ଟିମ୍ ରାଜ୍ୟରେ ବ୍ୟାପୁଥିବା ଡେଙ୍ଗୁ ସ୍ଥିତିର ସମୀକ୍ଷା କରିଛି । ଡେଙ୍ଗୁ ପ୍ରଭାବିତ ଅଂଚଳ ଗସ୍ତ କରିବା ପରେ କେନ୍ଦ୍ରୀୟ ଟିମ୍ ସ୍ଥିତି ସମୀକ୍ଷା କରିଛନ୍ତି । ରାଜ୍ୟରେ ଡେଙ୍ଗୁ…
Read More...

ଅରବିନ୍ଦଙ୍କ ସମର୍ଥନରେ ଅଫିସର : ନୀଳାଦ୍ରି ବିଜେ ସମୟରେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିଥିବା ସେବାୟତଙ୍କୁ ଗିରଫ…

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ପୁରୀ ଜିଲ୍ଲାପାଳଙ୍କ ସମର୍ଥନରେ ବାହାରିଲା ଆଇଏଏସ ସଂଘ । ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ ପ୍ରତି ସେବାୟତଙ୍କ ଦୁର୍ବ୍ୟବହାରକୁ ନିନ୍ଦା କରିଛି ସଂଘ । ଏନେଇ ସଂଘ ତାର ଆଭିମୁଖ୍ୟ ସ୍ଥିର କରିବାକୁ ଆଜି ଭୁବନେଶ୍ୱରରେ ଏକ ବୈଠକ ବସୁଛି । ତେବେ ହାଇକୋର୍ଟଙ୍କ…
Read More...

ବାଲେଶ୍ୱର ପୂର୍ତବିଭାଗରେ ସରକାରୀ ତହବିଲରୁ ଚାଲିଛି ହରିଲୁଟ୍ : ଖତ ଖାଉଛି ଗାଡି, ପୋଷା ହେଉଛନ୍ତି ଡ୍ରାଇଭର

ବାଲେଶ୍ୱର : ଗ୍ୟାରେଜରେ ଖତ ଖାଉଛି ସରକାରୀ ଗାଡି, ହେଲେ ବାବୁ ବୁଲୁଛନ୍ତି ଭଡା ଗାଡିରେ । ଆଉ ସରକାରୀ ଅଧିକାରୀଙ୍କ ଏ ଭଡାଗାଡି ପ୍ରୀତି ସୁହାଇଛି ଡ୍ରାଇଭରଙ୍କୁ । ଅଫିସରେ ବସିବସି ଦରମା ନେଉଛନ୍ତି ଡ୍ରାଇଭର । ସେପଟେ ହାୟର ଗାଡି ପାଇଁ ଅର୍ଥ ବି ଶ୍ରାଦ୍ଧ ହେଉଛି । ବାଲେଶ୍ୱର ପୂର୍ତ ବିଭାଗର…
Read More...

ନୀଳାଦ୍ରି ବିଜେ ବେଳେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ : ପୁରୀ ଜିଲ୍ଲାପାଳ ଅଫିସରେ କର୍ମଚାରୀଙ୍କ ମେଳି

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନୀଳାଦ୍ରିବିଜେ ବେଳେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ । ପୁରୀ ଜିଲ୍ଲାପାଳ ଅଫିସରେ କର୍ମଚାରୀଙ୍କ ମେଳି । ଅଭିଯୁକ୍ତ ସେବାୟତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ।
Read More...

ଜଳସମ୍ପଦ ସଚିବଙ୍କ ସମ୍ବଲପୁର ଗସ୍ତ : ସହରରେ ବନ୍ୟା ନିୟନ୍ତ୍ରଣ ନେଇ କଲେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା

ସମ୍ବଲପୁର : ହୀରାକୁଦରେ ବଢୁଛି ଜଳସ୍ତର । ଆଜି ସୁଦ୍ଧା ମିଳିଥିବା ଖବର ଅନୁସାରେ ଜଳଭଣ୍ଡାରରେ ୬୦୨.୬୭ ଘନଫୁଟ ଜଳ ରହିଛି । ଜଳସ୍ତର ୬୧୦ ଘନଫୁଟ ହେବାପରେ ପ୍ରଥମ ବନ୍ୟାଜଳ ନିସ୍କାସନ କରାଯିବ ବୋଲି ଡ୍ୟାମ କର୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଜଳସ୍ତର ଆଉ ୮ ଘନ ଫୁଟ ହେଲେ  ବନ୍ୟା ଜଳ…
Read More...

ଲାଲ ସଂଗଠନରୁ ମୁହଁ ଫେରାଉଛନ୍ତି ମାଓବାଦୀ : ମାଲକାନଗିରି ଏସପିଙ୍କ ନିକଟରେ ହାର୍ଡକୋର ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି : ଲାଲ ସଂଗଠନରୁ ମୁହଁ ଫେରାଉଛନ୍ତି ମାଓବାଦୀ । ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ହାର୍ଡକୋର ମାଓ ଦମ୍ପତି । ମାଓ ଦମ୍ପତି ଶୁକଦେବ ଓ ରୁକ୍ମଣୀ । ଶୁକଦେବ କାଳିମେଳା ଦଳମର କମାଣ୍ଡର ଥିବା ବେଳେ ରୁକ୍ମଣୀ ବୈପାରୀଗୁଡା ଦଳମର କମାଣ୍ଡ ଭାବେ କାମ କରୁଥିଲେ ।…
Read More...