Browsing Category

ନ୍ୟୁଜ୍

ପାରାଦୀପ ବଟନଦୀରେ ମାଛ ମଡକ

ପାରାଦୀପ : ପାରାଦୀପ ବଟନଦୀରେ ମାଛ ମଡକ । ଲକ୍ଷାଧିକ ଟଙ୍କାର ରୋହି, ଭାକୁର, ମିରିକାଳୀ ପରି ମଧୁର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । କେଉଁ କାରଣରୁ ଏହି ମାଛ ସବୁ ମରିଛନ୍ତି ତାହା ବର୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ ପ୍ରାଥମିକ ତଦନ୍ତରୁ ପାଣିରେ ଅମ୍ଲଜାନର ଅଭାବ ହେବାରୁ ଏହି…
Read More...

ଆଜି ବିଶ୍ୱ ପରିବେଶ ଦିବସ

କନକ ବ୍ୟୁରୋ : ଆଜି ବିଶ୍ୱ ପରିବେଶ ଦିବସ । ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ୧୯୭୩ ମସିହାରୁ ପ୍ରତିବର୍ଷ ଜୁନ୍ ୫ କୁ ବିଶ୍ୱ ପରିବେଶ ଦିବସ ଭାବେ ପାଳିତ ହୋଇ ଆସୁଛି । ଚଳିତ ବର୍ଷର ବିଷୟବସ୍ତୁ ରହିଛି ବେଆଇନ ବନ୍ୟାପ୍ରାଣୀକୁ ହତ୍ୟା ରୋକିବା । ଆଗାମୀ ପିଢି ପାଇଁ ଏହାକୁ ଗୁରୁତ୍ୱ ଦେବା…
Read More...

ଓଡିଆ ଭାଷାରେ ୱେବସାଇଟ୍ ନେଇ ତୁତୁ ମେମେ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ସରକାରଙ୍କ ୱେବସାଇଟରେ କେବେ ଓଡିଆ ପେଜ୍ ସାମିଲ ହେବ ବୋଲି ପ୍ରଶ୍ନ କରିଛି ରାଜ୍ୟ ବିଜେପି । ଏନେଇ ସରକାର ତୁରନ୍ତ ଦିନ ଘୋଷଣା କରିବାକୁ ଦଳ ଦାବି କରିଛି । ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ବହୁଭାଷୀ ୱେବସାଇଟରେ ଓଡିଆ ଭାଷାକୁ ପ୍ରଥମରୁ ସାମିଲ…
Read More...

ବୁଣାକାରଙ୍କୁ ଦରଦ

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ବଲପୁରୀ ବୁଣାକାରଙ୍କୁ ଦରଦ ଦେଖାଇଛନ୍ତି ମୋଦି । ବିଶ୍ୱପ୍ରସିଦ୍ଧ ବାନ୍ଧକଳାର ନକଲି ବଜାର ରୋକିବାକୁ ବୁଣାକାରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ । ବରଗଡ ଗସ୍ତରେ ଆସିଥିବା ବେଳେ ଏ ନେଇ ସ୍ମାରକପତ୍ର ବି ଦେଇଥିଲେ । ଆଉ…
Read More...

ଛୋଟ ନିର୍ବାଚନ ବଡ ରାଜନୀତି

କଟକ ବ୍ୟୁରୋ, କନକ ନ୍ୟୁଜ୍ : କର୍ପୋରେଟର ଉପ ନିର୍ବାଚନରେ କଂଗ୍ରେସର ଜିତାପଟ୍ ବିଜେଡି କ୍ୟାମ୍ପରେ ଝଡ ସଷ୍ଟି କରିଛି । ଏ ପରାଜୟକୁ ନେଇ ଦଳର ତୁଙ୍ଗ ନେତାଙ୍କ ଭିତରେ ଆରମ୍ଭ ହୋଇଯାଇଛି କଥାଯୁଦ୍ଧ । ଆଉ ଏ ଯୁଦ୍ଧକୁ ମନ୍ତ୍ରୀ ଦାମୋଦୋର ରାଉତଙ୍କ ଶାଣିତ ମନ୍ତବ୍ୟ ସରଗରମ୍ କରିଥିବା ବେଳେ…
Read More...

ବିଲଡରଙ୍କ ରଙ୍ଗୀନ ଲୀଳା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କ୍ଷତିରେ ଚାଲିଛି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି । ହେଲେ ପ୍ରତିବର୍ଷ ଫିଲ୍ମ ରିଲିଜ୍ ସଂଖ୍ୟା ବଢି ବଢି ଚାଲିଛି । ତେବେ କାହା ଟଙ୍କାରେ ଚାଲିଛି ନିର୍ମାଣ । ଦୁଇଦିନ ତଳେ ଫିଲ୍ମ ପ୍ରଯୋଜକ ନିରଂଜନ ରଣା ଗିରଫ ହେବା ପରେ ଏ ପ୍ରଶ୍ନର ଉତର ମିଳିଯାଇଛି ।…
Read More...

କଳକୀଙ୍କୁ ନେଇ କୋଳାହଳ

କୋଣାର୍କ : ମାଟିରେ ମିଶୁଛି ବାନା ବାବାଙ୍କ ଆଶ୍ରମ । ଆଜି ଦ୍ୱିତୀୟ ଦିନରେ କଳକୀ ଆଶ୍ରମରେ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ । ଭଂଗାଯାଉଛି ଆଶ୍ରମର ମୁଖ୍ୟ ବିଲଡିଂ । ଆଜି ନାଟ୍ୟ ମଣ୍ଡପ ଓ ବାବା ବସିବା ସ୍ଥାନ ଭଂଗାଯାଇଛି । ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ୪ ଟି ବୁଲଡୋଜରରେ…
Read More...

ମୋଦି ବୁଝିଲେନି ଦିଲ୍ଲୀପଙ୍କ କଥା

କନକ ବ୍ୟୁରୋ : ବିଧାୟକଙ୍କ କଥା ଶୁଣୁନାହାନ୍ତି ଅଧିକାରୀ । ଆଇଜିଏଚର ଉନ୍ନତି ନେଇ ମୋଦି ପ୍ରତିଶ୍ରୁତି ଦେଇଥିଲେ, ଘୋଷଣା ବି କରିଥିଲେ, ହେଲେ ୧୪ ମାସ ବିତିଥିଲେ ବି କାର୍ଯ୍ୟକାରୀ ହେଉନି । ଯାହାକୁ ନେଇ ଦିଲ୍ଲୀପ କରିଛନ୍ତି ବିଦ୍ରୋହ । ବିଜେପିର ବିକାଶ ଉତ୍ସବରେ ସାମିଲ ହେବେନି ରାଉରକେଲାର…
Read More...

ନବୀନଙ୍କୁ ସିବିଆଇ ଫାଶ ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଫେରିବ ସିବିଆଇ । ଚିଟଫଣ୍ଡ ଓ କୋଇଲା ଦୁର୍ନୀତିରେ ଅଡୁଆରେ ପଡିବେ ବିଜେଡି ସୁପ୍ରିମୋ । ଜେରା ହେବେ ଆଉ କେଳେଙ୍କାରୀର ପର୍ଦ୍ଦାଫାଶ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । କିଛି ଏଭଳି ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ଦେବାପରେ…
Read More...

ବର୍ଦ୍ଧିତ ଟୋଲଗେଟ ଫି ଆଦାୟ ଉପରେ ଲାଗିଲା ରୋକ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏବେ ଲାଗୁହେବନି ଟୋଲଗେଟରେ ବର୍ଦ୍ଧିତ ଫି । ନିଷ୍ପତି ଉପରେ ମାସକ ଯାଏଁ ସ୍ଥଗିତାଦେଶ ଲଗାଇଛନ୍ତି ସରକାର । ରାଜ୍ୟରେ ଥିବା ଟୋଲଗେଟର ସ୍ଥିତି ନେଇ ସମୀକ୍ଷା ପରେ ଏନଏଚଏଆଇକୁ ରିପୋର୍ଟ ଦେବେ ରାଜ୍ୟ ସରକାର । ତାପରେ ବର୍ଦ୍ଧିତ ଟିକସ ଉପରେ ନିଷ୍ପତି ହେବ ।…
Read More...