Browsing Category

ଜୀବନଚର୍ଯ୍ୟା

ବିଭିନ୍ନ ଶାରୀରିକ ଯନ୍ତ୍ରଣାକୁ ଦୂର କରିବା ପାଇଁ ପେନ୍ କିଲର ଔଷଧ ପରିବର୍ତ୍ତେ ଖାଆନ୍ତୁ ଏସବୁ ଜିନିଷ

ସାଧାରଣତଃ ଆମେ ଆମ ଶରୀରର ଯେକୌଣସି ଅଙ୍ଗରେ ଯନ୍ତ୍ରଣା ଅନୁଭବ କଲେ, ଡାକ୍ତରଙ୍କ ପାଖକୁ ଯାଇଥାଉ କିମ୍ବା କୌଣସି ପ୍ରକାରର ଯନ୍ତ୍ରଣା ନିବାରକ ଅର୍ଥାତ୍ ପେନ୍ କିଲର ଔଷଧ କିଣି ଖାଇଥାଉ । କିନ୍ତୁ ଅତ୍ୟଧିକ ଔଷଧର ସେବନ ଦେହ ପାଇଁ କ୍ଷତିକାରକ ହୋଇଥାଏ । କିଛି ଖାଦ୍ୟ ସାମଗ୍ରୀ ଅଛି, ଯାହାକୁ…
Read More...

ମୁହଁ ମୋଟା ଦେଖାଯାଉଥିଲେ କରନ୍ତୁ ଏହି ବ୍ୟାୟାମ ! କିଛି ଦିନରେ ଚାଲିଯିବ ମୁହଁର ଚର୍ବି ।

ଓଜନ ବଢିବା କାରଣରୁ ବହୁ ଲୋକକଙ୍କ ଚେହେରାରେ ବହୁ ଫ୍ୟାଟ୍ ଜମା ହୋଇଯାଇଥାଏ। ଏହି କାରଣରୁ ମୁହଁ ବଡ଼ ଦେଖାଯାଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ଏମିତି ମୁହଁର ବ୍ୟାୟାମ ରହିଛି ଯାହାକୁ ଆପଣ ପ୍ରତିଦିନ କରିକି ଚେହେରାର ଫ୍ୟାଟ୍ କମ୍ କରି ପାରିବେ। ଫିଟନେସ୍ ଏକ୍ସପର୍ଟ ବତାଉଛନ୍ତି ୮…
Read More...

ଦାମୀ ହାତଘଣ୍ଟା ପିନ୍ଧୁଥିଲେ ଜାଣନ୍ତୁ କିଭଳି ରଖିବେ ଯତ୍ନ ! ସ୍କ୍ରାଚ୍ ପଡିଲେ କିମ୍ବା ଅସନା ହେଲେ କିଭଳି କରିବେ ସଫା…

ମୋବାଇଲ ଫୋନର ଯେତେ ପ୍ରଚଳନ ହେଲେ ବି ସମୟ ଦେଖିବା ପାଇଁ ହାତରେ ଘଣ୍ଟା ପିନ୍ଧିବା ଲୋକଙ୍କ ସଂଖ୍ୟା କମିନାହିଁ । ଏହା ମଧ୍ୟ ଅନେକଙ୍କର ସଉକ୍ । ତେବେ ଘଣ୍ଟା ପିନ୍ଧିବା ସହିତ ଏହାର କାର୍ଯ୍ୟକୁ ବଢାଇବା ନେଇ କିଛି ଯତ୍ନ ନେବାକୁ ହୋଇଥାଏ । ଜାଣନ୍ତୁ ନିଜ ହାତ ଘଣ୍ଟାକୁ କିପରି ଯତ୍ନ ନେବେ –…
Read More...

ବିଛଣା ଉପରେ ସ୍ମାର୍ଟଫୋନ୍ ରଖି ଶୋଉଥିଲେ…ହୋଇଯାଆନ୍ତୁ ସତର୍କ । ଏହି ଭୟଙ୍କର ରୋଗକୁ ଦେଉଛନ୍ତି ନିମନ୍ତ୍ରଣ

ସ୍ମାର୍ଟଫୋନ୍ ଏବେ ଆମ ଜୀବନର ଏକ ଅଙ୍ଗ ପାଲଟିଗଲାଣି। ଗାଧୁଆ ଘରକୁ ବି ଲୋକେ ଫୋନ୍ ନେଇ ଯିବା ଆରମ୍ଭ କଲେଣି। ଅନ୍ୟ ସବୁ ସମୟରେ ଫୋନ୍ ପାଖରେ ରଖିବା ଭିନ୍ନ କଥା। ମାତ୍ର ଆପଣ ଶୋଇବା ବେଳେ ବିଛଣା ଉପରେ ସ୍ମାର୍ଟଫୋନ୍ ପାଖରେ ରଖୁଛନ୍ତି କି? ତାହା ଗୁରୁତର ରୋଗର କାରଣ ହୋଇପାରେ। • ଜାଣି…
Read More...

କଞ୍ଚା ପିଆଜର ଦୁର୍ଗନ୍ଧକୁ ଦୂର କରିବାକୁ ଚାହାଁନ୍ତି କି ? ତେବେ ଏହି ଉପାୟ ଆପଣାନ୍ତୁ 

ଲୋକେ ଅନେକ ସମୟରେ ଖାଦ୍ୟ ସହିତ କଞ୍ଚା ପିଆଜ ଖା ଇବାକୁ ଭଲ ପାଇଥାନ୍ତି। ତା’ବ୍ୟତୀତ ସାଲାଡରେ ବି କଞ୍ଚା ପିଆଜ ଥାଏ। ଆମେ ପଖାଳ ସହିତ କଞ୍ଚା ପିଆଜ ଖାଇବାର କଥା ଅଛି। ଏହା ଖାଇବା ପରେ ପାଖରେ ବସିଥିବା ଲୋକ ବି ଅତିଷ୍ଠ ହୋଇପଡ଼େ। ଏହି କଞ୍ଚା ପିଆଜ ଖାଇବା ପରେ ପାଟିରୁ ଏକ ପ୍ରକାରର ବାସ୍ନା…
Read More...

ଦାନ୍ତ ଘଷିବା ସମୟରେ ରୁହନ୍ତୁ ସତର୍କ : ଏହି ଉପାୟରେ କରନ୍ତୁ ବ୍ରଶ ଓ ଦାନ୍ତକୁ ରଖନ୍ତୁ ସୁରକ୍ଷିତ

ସାଧାରଣତଃ ପ୍ରତ୍ୟେକ ଦିନ ଆମେ ଦାନ୍ତ ଘଷିବା ସମୟରେ କିଛି ଭୁଲ୍ କରିବସୁ ଓ ଏହା ଯୋଗୁଁ ଆମ ଦାନ୍ତୁକୁ ବହୁତ କିଛି କ୍ଷତି ସହିବାକୁ ପଡ଼ିଥାଏ। ତେବେ ଏହିସବୁ ଉପାୟରୁ ଜାଣନ୍ତୁ, କେମିତି ସାବଧାନ ରହି ବ୍ରଶ କରିବେ ଓ ଦାନ୍ତୁ ମଜବୁତ୍ ଓ ସୁସ୍ଥ ରଖିବେ... ଜୋରରେ ଚାପ…
Read More...

ଜାରି ରହିଛି ଥଣ୍ଡାର ପ୍ରକୋପ : ଶୀତ ଦିନରେ ଏମିତି ରଖନ୍ତୁ ପିଲା ଓ ବୃଦ୍ଧଙ୍କ ସ୍ୱାସ୍ଥ୍ୟର ଯତ୍ନ

ଉତ୍ତର ଓ ପୂର୍ବ ଭାରତରେ ଥଣ୍ଡାର ପ୍ରକୋପ ବଢ଼ୁଛି । ସବୁଠି ଶୀତ ଲହରୀ ଚାଲିଛି । ଏତେ ଥଣ୍ଡାରେ ଶୀତ ବସ୍ତ୍ର କୌଣସି କାମକୁ ଆସୁନି । ଗରମ କପଡା ପିନ୍ଧିବା ପରେ ବି ରୋଗିଣା ହେବାର ଆଶଙ୍କା ବଢ଼ିଯାଏ । ସବୁଠାରୁ ଅଧିକ ଯତ୍ନ ଘରର ବୃଦ୍ଧ ଓ ପିଲାଙ୍କ ରଖିବାକୁ ପଡେ । ଏହା ସହିତ ରୋଗୀଙ୍କୁ ମଧ୍ୟ…
Read More...

ଯୁବପିଢୀଙ୍କ ମଧ୍ୟରେ ଝଡ ପରି ବ୍ୟାପୁଛି ଏହି ଭୟଙ୍କର ରୋଗ ! ସମୟ ଥାଉ ଥାଉ ତୁରନ୍ତ ଚିକିତ୍ସା କରନ୍ତୁ ନଚେତ୍ ଭୋଗିବାକୁ…

ଆଜିର ସମୟରେ ଯୁବପିଢୀ ବାହାର ଖାଇବା ତଥା ଚଟପଟି ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଏହାପରେ ତାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ରୋଗ ମଧ୍ୟ ହୋଇଥାଏ । ବେଳେବେଳେ ଏହି ରୋଗ ଏତେ ଭୟଙ୍କର ହୋଇଥାଏ ଯେ ଏହାର ଚିକିତ୍ସା ମଧ୍ୟ ସମ୍ଭବ ହୋଇନଥାଏ । ଯେଉଁଥିପାଇଁ ଲୋକେ ବାରମ୍ବାର ଡାକ୍ତରଖାନାର ଚକ୍କର…
Read More...

ଧଳା କେଶକୁ କଳା କରିବା ପାଇଁ ଚାହୁଁଥିଲେ କ୍ୟାମିକାଲ୍ ପ୍ରଡକ୍ଟ ଛାଡି ଆଳୁଚୋପା ବ୍ୟବହାର କରନ୍ତୁ ! ପ୍ରାକୃତିକ ଉପାୟରେ…

ଧଳା କେଶର ସମସ୍ୟା ଆରମ୍ଭ ହେଲା କ୍ଷଣି ଆମେ ଗୋଟି ଗୋଟି କରି ତାକୁ କାଟି ଦେଇଥାଉ କିମ୍ବା ପାର୍ଲର ଯାଇ ବା ଘରେକଲର୍ କରିଦେଉ। କିନ୍ତୁ ଏହି ସବୁ କସ୍ମେଟିକ୍ ଜିନିଷ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ ଖରାପ ହୋଇଥାଏ। ଯଦି ଆପଣ ଘରୋଇ ଉପାୟରେ ପ୍ରାକୃତିକ ଢଙ୍ଗରେ ଧଳା କେଶକୁ କଳା କରିବା…
Read More...

ଶରୀରରେ ଧଳାଦାଗ ଥିଲେ ଭୟଭୀତ ନହୋଇ କରନ୍ତୁ ଏପରି କାମ ! ଲିଭିଯିବ ସବୁ ଦାଗ ।

ଅନେକ ଲୋକଙ୍କ ମୁହଁରେ ବା ଶରୀରରେ ଧଳା ଦାଗ ଦେଖିବାକୁ ମିଳିଥାଏ। ହେଲେ ଆପଣ ଜାଣନ୍ତି କି ତ୍ୱଚାରେ ଧଳା ଦାଗ ଥିଲେ ତାହା ସମୟକ୍ରମେ ବଡ଼ ହୋଇଥାଏ। ବିଶେଷ କରି ଶରୀରର ଯେଉଁ ସ୍ଥାନରେ ସୂର‌୍ୟ୍ୟକିରଣ ପଡେ ନାହିଁ,ସେଠାରେ ଏଭଳି ଘଟିଥାଏ। ଯଦି ଧଳା ଦାଗରେ କୌଣସି ପ୍ରକାରର କ୍ଷତ ସୃଷ୍ଟି…
Read More...