Browsing Category

ଜୀବନଚର୍ଯ୍ୟା

ଆପଣଙ୍କ ଘରେ ମଧ୍ୟ ଝିଟିପିଟି ଉତ୍ପାତ ମଚାଇଛନ୍ତି କି ? କେତେବେଳେ ବି କାମୁଡିପାରନ୍ତି ଜାଣନ୍ତୁ କିଭଳି କରିବେ…

ସାଧାରଣତଃ ପ୍ରତ୍ୟେକଙ୍କ ଘରେ ଝିଟିପିଟିର ଉପସ୍ଥିତି ଦେଖିବାକୁ ମିଳେ । ଘର କାନ୍ଥରେ ହେଉ ଅବା କେଉଁ କୋଣରେ ସବୁଆଡେ ଝିଟିପିଟିକୁ ଆମେ ଦେଖିଥାଉ । କିଛି କିଛି ମହିଳା ଝିଟିପିଟିକୁ ଭୟ ମଧ୍ୟ କରିଥାନ୍ତି ଏବଂ ବିଭିନ୍ନ ପ୍ରକ୍ରିୟାରେ ଘରୁ ବାହାର କରିବା ପାଇଁ ଚେଷ୍ଟା କରିଥାନ୍ତି । ଖୁବ୍ କମ୍…
Read More...

ଗରମ ନଲାଗି ମଧ୍ୟ ହାତ,ପାଦରୁ ଝାଳ ବାହାରୁଥିଲେ ସତର୍କ ହୋଇଯାଆନ୍ତୁ ! ଏହି ଗମ୍ଭୀର ରୋଗର ଶିକାର ହୋଇପାରନ୍ତି ।

ଶରୀରରୁ ଝାଳ ବାହାରିବା ଏକ ସାଧାରଣ କଥା । ଝାଳ ବାହାରିବା ଦରକାର ମଧ୍ୟ,ଏହା ଶରୀରର ସନ୍ତୁଳନତାକୁ ବଜାୟ ରଖେ । କିନ୍ତୁ କିଛି ଲୋକଙ୍କୁ ସାଧାରଣ ଠାରୁ ଅଧିକ ମାତ୍ରାରେ ଝାଳ ବୋହିଥାଏ । ଯାହାକୁ ଆପଣ ଖାମଖିଆଲ ଭାବେ ନେଇ ପାରିବେନି । କିଛି ଲୋକଙ୍କ ଶରୀର ଅପେକ୍ଷା ହାତ ଏବଂ ପାଦରେ ଅଧିକ ଝାଳ…
Read More...

ଶୀତ ଦିନରେ ଡାଇବେଟିଜ୍ ରୋଗୀ ଦିଅନ୍ତୁ ଧ୍ୟାନ, ଏହି ୪ଟି ପରିବା କରିବ ରକ୍ତ ଶର୍କରାକୁ ନିୟନ୍ତ୍ରଣ

ରକ୍ତରେ ଗ୍ଲୁକୋଜର ମାତ୍ରା କିମ୍ବା ରକ୍ତ ଶର୍କରାର ମାତ୍ରା ସେତେବେଳେ ଅଧିକ ହୋଇଥାଏ, ଯେତେବେଳେ ଶରୀରରେ ଇନସୁଲିନ୍ ଠିକରେ ତିଆରି ହୋଇପାରିବନି କିମ୍ବା ଶରୀର କୋଷ ଠିକରେ ପ୍ରତିକ୍ରିୟା ନଦେଲେ । ସେଥିପାଇଁ ଶରୀରକୁ ଏହି ପରିବା ର ନିତାନ୍ତ ଆବଶ୍ୟକ । ଗାଜର : ପୋଟାସିୟମରେ ଭରପୁର…
Read More...

ଭାତ-ରୁଟି ଏକାସାଥିରେ ଖାଉଛନ୍ତି କି? ତେବେ ଗମ୍ଭୀର ରୋଗରେ ଶିକାର ହୋଇପାରନ୍ତି ଆପଣ

ରୁଟି ଆଉ ଭାତ ଏକା ସାଥିରେ ଖାଇବା ଠିକ୍ ନୁହେଁ ଏକଥା ବୋଧ ହୁଏ ଆପଣଙ୍କୁ ଜଣାନଥିବ । ଅଧିକାଂଶ ଲୋକେ ସାଧାରଣତଃ ଏଭଳି ଭୁଲ ବହୁବାର କରିଥାନ୍ତି । ଆଉ କିଛି ଲୋକ ତ ଏହା ଜାଣି ବି ନିଜକୁ ଏଭଳି କରିବାରୁ ରୋକି ପାରନ୍ତି ନାହିଁ ହେଲେ ସେମାନେ ଜାଣି ନାହିଁନ୍ତି କି ରୁଟି ଆଉ ଭାତକୁ ଏକା ସାଙ୍ଗରେ…
Read More...

ଏହି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ପରେ ଆଦୈା କ୍ଷୀର ପିଅନ୍ତୁ ନାହିଁ : ଆପଣଙ୍କ ପାଇଁ ହୋଇପାରେ ବିଷାକ୍ତ

ଆମ ସମସ୍ତଙ୍କୁ ଜଣା ଯେ, କ୍ଷୀର ପିଇବା ଦେହ ପାଇଁ ଭଲ। କିନ୍ତୁ ଏହାର ନିର୍ଦ୍ଦିଷ୍ଟ ବିଧି ରହିଛି। ମନେ ରଖନ୍ତୁ କେତେକ ଖାଦ୍ୟ ଖାଇବା ପରେ ଆଦୌ କ୍ଷୀର ପିଅନ୍ତୁ ନାହିଁ,କାରଣ ସେପରି କରିଲେ ତାହା ବିଷାକ୍ତ ହୋଇପାରେ ବା ଶାରୀରିକ ସମସ୍ୟା ବି ସୃଷ୍ଟି କରିପାରେ। • ବିରି ଡାଲି :…
Read More...

ତମ୍ବା ପାତ୍ରରେ ରହିଛି ଅନେକ ଉପକାରୀ ଗୁଣ : ଏନିମିୟା ଠାରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ସବୁ ସମସ୍ୟାକୁ କରେ ଦୂର

ଆପଣ ଭାବୁଥିବେ ବାସନ ତ ବାସନ ସିଏ ପୁଣି ତମ୍ବା ବାସନ କ’ଣ ପାଇଁ । କିନ୍ତୁ ଥରେ ମାତ୍ର ମନେ ପକାନ୍ତୁ ଆପଣ କେବେ ନା କେବେ ଶୁଣିଥିବେ ଯେ ମାଟି ପାତ୍ର ଆଦିରେ ଖାଇବା ଏବଂ ଜଳ ପିଇବା ଦ୍ୱାରା ଶରୀରରୁ କେତେକ ରୋଗ ଦୂର ହୋଇଯାଇଥାଏ । ଠିକ ସେହିଭଳି ହେଉଛି ତମ୍ବା ବାସନ । ତମ୍ବା ବାସନରେ ମାଟି…
Read More...

ନିଦ ଆସୁନଥିଲେ ଏହି ସବୁ ଖାଦ୍ୟ ଖାଆନ୍ତୁ ! ନିଦ ସମସ୍ୟା ରହିବ ନାହିଁ ।

ଏମିତି ବି କେତେକ ଖାଦ୍ୟ ଅଛି ଯାହାକୁ ଖାଇବାମାତ୍ରେ ନିଦ ଆସେ। ଆମମାନଙ୍କ ଭିତରୁ ଅନେକ ଲୋକଙ୍କର ଏପରି ଧାରଣା ଯେ ଖାଇ ସାରିଲେ ଶୋଇବା ସ୍ୱାସ୍ଥ୍ୟପକ୍ଷେ ଭଲ। ଆଉ କିଛି ଲୋକ ମନେ କରନ୍ତି ଯେ ଖାଇ ଶୋଇଲେ ବଢ଼ଇ ଆୟୁ। କେତେକ ଲୋକ କୁହନ୍ତି ଯେ ଖାଇବା ପରେ ସେମାନଙ୍କୁ ନିଦ ମାଡିଥାଏ । ଲଞ୍ଚ ବା…
Read More...

ସର୍ଭେରୁ ହେଲା ଖୁଲାସା ! ସବୁ ଜାଣି ମଧ୍ୟ ବର୍ଷ ବର୍ଷ ଧରି କର୍କଟ ସୃଷ୍ଟି କରୁଥିବା ପାଉଡର ବିକ୍ରି କରୁଛି ଜନସନ୍ ଆଣ୍ଡ…

କିଛି ସମୟରୁ ପ୍ରସିଦ୍ଧ ଆମେରିକା ଫାର୍ମ କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ଏହାର ବେବି ପାଉଡରକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଅଛି । ଚଳିତ ବର୍ଷ ଅଗଷ୍ଟ ମାସରେ ମିସୋରୀର ଏକ କୋର୍ଟରେ ବେବି ପାଉଡରରେ କର୍କଟ ହେଉଥିବା କଥାକୁ ପ୍ରମାଣ କରିଥିଲେ । ଯେଉଁଥି କାରଣରୁ କମ୍ପାନୀକୁ ୩୨ ହଜାର କୋଟି ଟଙ୍କାର…
Read More...

ଶୀତଦିନେ କେଶ ଝଡା ସମସ୍ୟାକୁ ରୋକିବାରେ ସାହାଯ୍ୟ କରିବ ଗ୍ରୀନ୍ ଟି ମାସ୍କ ! ଏଭଳି ଉପାୟରେ କରନ୍ତୁ ବ୍ୟବହାର ।

ଆଜିକାଲି ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ ଏହାର ପ୍ରଭାବ ମଣିଷ ଶରୀର ଉପରେ ପଢ଼ୁଛି । ଖାସ୍ କରି କେଶ ଉପରେ ଏହାର ସମସ୍ୟା ଅଧିକ ପଡ଼ୁଛି । ଶୀତଦିନେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଏହି ଦିନେ କେଶ ଅଧିକ ମାତ୍ରାରେ ଝଡ଼ିଥାଏ । ତେବେ କେଶ ଝଡ଼ିବା ସମସ୍ୟାକୁ ଗ୍ରୀନ୍ ଟିର ବ୍ୟବହାର…
Read More...

ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ କେବଳ ଗରମ କପଡା ଯଥେଷ୍ଟ ନୁହେଁ : ଶରୀରକୁ ଗରମ ରଖିବା ପାଇଁ ଖାଆନ୍ତୁ ଏହି ସବୁ…

ଶୀତ ଦିନେ ହେଉଥିବା ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ ଲୋକମାନେ ଗରମ କପଡ଼ା ପିନ୍ଧିଥାନ୍ତି । କିନ୍ତୁ ଶୀତଦିନେ ଶରୀରକୁ ବାହାରୁ ଗରମ ରଖିବା ସହ ଭିତରୁ ମଧ୍ୟ ଗରମ ରଖିବା ନିହାତି ଆବଶ୍ୟକ । କାରଣ ଯଦି ଆପଣ ଭିତରୁ ଦୁର୍ବଳ ରହିବେ, ତେବେ ବାହାରେ ଯେତେ ପୋଷାକ ପିନ୍ଧିଲେ ମଧ୍ୟ ଶରୀର ଗରମ ହେବ…
Read More...