Browsing Category

ଜୀବନଚର୍ଯ୍ୟା

ପରିଣତ ବୟସରେ ବି ଖନେଇବା ଭଳି ସମସ୍ୟା ଦେଖାଗଲେ ଏଭଳି ଉପାୟରେ କରନ୍ତୁ ଉପଚାର ! କିଛି ଦିନ ଭିତରେ ସମସ୍ୟାର ହେବ…

ଖନେଇବା ଭଳି ଅସୁବିଧା ସମସ୍ତଙ୍କର ରହିଥାଏ । ଯାହା ବାଲ୍ୟକାଳରୁ ହିଁ ଶରୀରରେ ଦେଖାଦେଇଥାଏ । ପିଲାବେଳେ ଏହାକୁ କେହି ଗମ୍ଭୀରତାର ସହ ନେଇନଥିଲେ ବି ପରିଣତ ବୟସରେ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଯାଏ । ଅଧିକ ସମୟ ପର୍ଯ୍ୟନ୍ତ ଖନାଇବା ଭଳି ଅସୁବିଧା ରହିବା ସାମାଜିକ,ଭାବନାତ୍ମକ ଏବଂ…
Read More...

ଆଜି ବିଶ୍ୱ କର୍କଟ ଦିବସ : ଜାଣନ୍ତୁ କ୍ୟାନସରର କାରଣ ଏବଂ ଏଥିରୁ ସୁରକ୍ଷିତ ରହିବାର ଉପାୟ 

ସାରା ଦୁନିଆରେ ପ୍ରତିବର୍ଷ ଫେବୃୟାରୀ ୪ କୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କ୍ୟାନସରଏକ ବହୁତ ଘାତକ ରୋଗ । ଏହି ରୋଗ ବ୍ୟକ୍ତିଙ୍କୁ ଧିରେ ଧିରେ ମୃତ୍ୟୁ ମୁଖକୁ ନେଇଯାଏ । ଅସ୍ୱାସ୍ଥ୍ୟକର ଓ ଅସାବଧାନ ଜୀବନଶୈଳୀ ଏହି ପ୍ରାଣଘାତକ ରୋଗର ଏକ ମୁଖ୍ୟ କାରଣ ହୋଇଥାଏ । ଅନେକ ଅଧ୍ୟୟନରୁ…
Read More...

ଗୋଟିଏ ଥର ସିଗାରେଟ୍ ଟାଣିଲେ ତିନି ଦିନ ପର୍ଯ୍ୟନ୍ତ ରହେ ନିକୋଟିନ୍ ର ପ୍ରଭାବ ! କିଭଳି ଏହି କ୍ଷତିକାରକ ପ୍ରଭାବରୁ…

ସବୁ ଜାଣିଛନ୍ତି ଯେ ସିଗାରେଟ୍ ଟାଣିବା ଦ୍ୱାରା ଶରୀରରେ କ୍ୟାନ୍ସର ଭଳି ରୋଗ ସୃଷ୍ଟି ହୁଏ । କିନ୍ତୁ ଜାଣିଶୁୁଣି ଲୋକ ଏହି ନିଶାରୁ ନିଜକୁ ରୋକିପାରନ୍ତି ନାହିଁ । ସିଗାରେଟ୍ ଟାଣିବାର ଅଭ୍ୟାସ ଲୋକଙ୍କୁ କେତେବେଳେ ଯେ ଏଥିପ୍ରତି ଅଧିକ ଆସକ୍ତ କରିଦିଏ ଜଣେ ଚାହିଁ ବି ଏଥିରୁ ମୁକୁଳି ପାରେ…
Read More...

ପିଲା ଯଦି ଦିନସାରା ସୋସିଆଲ୍ ମିଡିଆରେ ସମୟ ବିତାଉଛନ୍ତି ତେବେ ସାବଧାନ ରୁହନ୍ତୁ , ସୋସିଆଲ ମିଡିଆ ପ୍ରତି ଅଧିକ ସକ୍ରିୟ…

କିଶୋର ଅବସ୍ଥାରେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିବା ହେତୁ ଏହା ଅଧିକ ଚାପଗ୍ରସ୍ତ କରାଉଛି ବୋଲି ଲଣ୍ଡନର ୟୁସିଏଲ (University College London) ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି। ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି, ୪୦ ପ୍ରତିଶତ ଝିଅ ପ୍ରତିଦିନ ୫ଘଣ୍ଟାରୁ…
Read More...

ରକ୍ତଦାନ କେବଳ ଜୀବନ ବଂଚାଇନଥାଏ ବରଂ ଏହା ଶରୀରକୁ ପହଂଚାଇଥାଏ ଅନେକ ଫାଇଦା । ଜାଣନ୍ତୁ 

ଅନେକ ଲୋକ ରକ୍ତଦାନ କରିବାକୁ ଡରନ୍ତି । ତାଙ୍କ ମନରେ ଅନେକ ଦୁବିଧା ଥାଏ । କିନ୍ତୁ ବିଶେଷଜ୍ଞଙ୍କ କହିବାନୂୁସାରେ, ରକ୍ତଦାନ କରିବା ଦ୍ୱାରା ହୃଦୟ ସୁସ୍ଥ ରହେ, ଓଜନ ନିୟନ୍ତ୍ରଣରେ ରହେ ଏବଂ ସ୍ୱାସ୍ଥ୍ୟ ଭଲ ରହେ । ରକ୍ତଦାନ ରକ୍ତଦାତାର ଶରୀର ଏବଂ ମନ ଉଭୟ ଉପରେ ଭଲ ପ୍ରଭାବ ପକାଏ ।  ଆପଣ…
Read More...

ଅଭ୍ୟାସ ଏବଂ ରୋଗର ମିଶାଗୋଳା ଲକ୍ଷଣ ଚୋରି କରିବା ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

କୌଣସି ବି ଚୋର ଧରାପଡ଼ିଲେ ଲୋକମାନେ ଭାବନ୍ତି ସେ ପିଲାଟି ବେଳରୁ ହିଁ ଚୋରି କରି ଆସୁଛି। ଚୋରି କରିବା ଏହାର ଏକ ଅଭ୍ୟାସ ଓ ପେସା ମଧ୍ୟ, କିନ୍ତୁ ଜାଣନ୍ତି କି ଚୋରି କରିବାର ଅଭ୍ୟାସ ଏକ ରୋଗ ହେତୁ ବି ହୋଇଥାଇପାରେ। ତେବେ ଆସନ୍ତୁ ଜାଣିବା ଏହି ରୋଗ କ’ଣ ଓ ଏଥିରୁ କିପରି ମୁକ୍ତି ପାଇବା।…
Read More...

କେଶ ମୂଳରୁ ଉପୁଡୁଛି କି? ଆପଣାନ୍ତୁ ଏହି ଘରୋଇ ସାମ୍ପୁ ।

ଆଜିକାଲି ବହୁଳ ମାତ୍ରାରେ ପରିବେଶ ପ୍ରଦୂଷଣ ଓ ବିଭିନ୍ନ ଧରଣର ରସାୟନ କେଶରେ ବ୍ୟବହାର କରିବା ହେତୁ କେଶ ଝଡ଼ିବା ଆମମାନଙ୍କ ପାଇଁ ପ୍ରାୟ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ମାତ୍ର ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଏହି ସମସ୍ୟାର ସମାଧାନ ଆମ ନିକଟରେ ରହିଛି। ଆମେ ଆଜି ଆପଣଙ୍କୁ ଏକ…
Read More...

ଯଦି ଗାଡିରେ ଯାତ୍ରା କରିବା ବେଳେ ହେଉଛି ବାନ୍ତି ତେବେ ଏ ହେଉଛି ସବୁଠୁ ସରଳ ଉପାୟ । କେବେ ହେବ ନାହିଁ ବାନ୍ତି

ଅଧିକାଂଶ ସମୟରେ ଆପଣ ଦେଖିଥିବେ କି ଗାଡିରେ ଯାତ୍ରା କରିବା ମାତ୍ରକେ କିଛି ଲୋକେ ବାନ୍ତି କରିବା ଆରମ୍ଭ କରିଦେଇଥାନ୍ତି । ଏପରିକି ଏହି ବାନ୍ତି ହେବା ଭୟରେ କିଛି ଲୋକ ତ ଘରୁ ବାହାରକୁ ବି ଯିବାକୁ ପସନ୍ଦ କରିନଥାନ୍ତି । ତେବେ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବଂ ବଦ୍ଧିତ ପ୍ରଦୁଷଣ କାରଣରୁ…
Read More...

ଭୁଲରେ ବି ଏଭଳି ଭୁଲ୍ କରନ୍ତୁ ନାହିଁ ,ନହେଲେ ୩୦ ବର୍ଷରେ ୫୦ ଭଳି ଦେଖାଯିବେ ।

ପ୍ରତ୍ୟେକ ଝିଅ କୋମଳ ଏବଂ ସୁନ୍ଦର ତ୍ୱଚାର ସ୍ୱପ୍ନ ଦେଖିଥାଏ । ଏଥିପାଇଁ ସେ ଅନେକପ୍ରକାରର ସୌନ୍ଦର୍ଯ୍ୟ ପ୍ରସାଧକ ସାମଗ୍ରୀର ବ୍ୟବହାର ବି କରିଥାଏ । ସବୁ ପରେ ମଧ୍ୟ ତ୍ୱଚାରେ ଅଧିକ କିଛି ଫରକ ପଡିନଥାଏ । ଏହା ଏଭଳି ହୋଇଥାଏ କାରଣ ଆପଣ ଅଜାଣତରେ ଏଭଳି ଅନେକ ଭୁଲ୍ କରିଦିଅନ୍ତି ଯାହାର…
Read More...

ଏହି ବ୍ଲଡଗ୍ରୁପର ଲୋକଙ୍କୁ ହୋଇଥାଏ ଅଧିକ ହୃଦଘାତ ! ଜାଣନ୍ତୁ ତାଲିକାରେ କେଉଁ ବ୍ଲଡଗ୍ରୁପ୍ ରହିଛି ସାମିଲ ।

ଆଜିକାଲି ଅନେକ ଲୋକ ହୃଦରୋଗର ନାଆଁ ଶୁଣିଲେ ଭୟଭୀତ ହୁଅନ୍ତି। ସମସ୍ତେ ଭାବନ୍ତି ଯେ କେବଳ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟ ପାନୀୟ ଯୋଗୁଁ ହୃଦଘାତର ଆଶଙ୍କା ଥାଏ । ହେଲେ ଆପଣ କ’ଣ ଜାଣନ୍ତି କି ବ୍ଲଡଗ୍ରୁପ୍ ବି ହୃଦଘାତର ଅନ୍ୟତମ କାରଣ । ଏବେ ଆସନ୍ତୁ ଜାଣିବା କେଉଁ ବ୍ଲଡଗ୍ରୁପର ଲୋକ ହୃଦଘାତର…
Read More...