Browsing Category

ଜୀବନଚର୍ଯ୍ୟା

ଦିନକୁ ୧୦ ଥରରୁ ଅଧିକ ହେଉଛି ପରିଶ୍ରା ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଦେଖାନ୍ତୁ ! ନହେଲେ ସାଙ୍ଘାତିକ ରୋଗ କବଳରେ…

ଆପଣଙ୍କ ମଧ୍ୟରେ କିଛି ଏଭଳି ଲୋକ ଥିବେ ଯେଉଁମାନେ ବାରମ୍ବାର ପରିଶ୍ରା ଯାଉଥିବେ । ଯଦି ଆପଣ ମଧ୍ୟ ଏହି ତାଲିକାରେ ସାମିଲ୍ ଅଛନ୍ତି ତେବେ ଆପଣଙ୍କୁ କହିରଖୁଛୁ କିଛି ରୋଗ କାରଣରୁ ଏଭଳି ଅସୁବିଧା ମଧ୍ୟ ଦେଖାଦେଇଥାଏ । ଏହି ରୋଗ ମଧ୍ୟରେ ଡାଇବେଟିସ୍ ,ହାଇ ବ୍ଲଡପ୍ରେସର,ୟୁଟିଆଇ ଭଳି ରୋଗରେ ଏଭଳି…
Read More...

ଛୋଟ ପିଲାଙ୍କ ଗାଲ କିମ୍ବା ଓଠକୁ ଚୁମ୍ବନ ଦେଉଥିଲେ ସତର୍କ ରୁହନ୍ତୁ ! ବ୍ୟାପୁଛି ହର୍ପ୍ସ ଭାଇରସ୍ , ଅକାଳରେ ଚାଲିଯାଉଛି…

ଛୋଟ ପିଲାଙ୍କୁ ବାପା’ମା କାହିଁକି ଅନ୍ୟକୁ ଚୁମ୍ବନ ଦେବା ପାଇଁ ମନା କରନ୍ତି ତାହା ଆଜି ଜଣାପଡୁଛି । ଅଷ୍ଟ୍ରେଲିଆର ଏଡିଲେଡ୍ ରୁ ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି । ଯେଉଁଠି ମାତ୍ର ଗୋଟିଏ ଚୁମ୍ବନ ଏକ ଛୋଟ ଛୁଆର ଜୀବନ ନେଇଯାଇଛି । ବ୍ରିୟୋନୀ ନାମକ ଏକ ଦେଢବର୍ଷର ଛୁଆର ଦେହ ଅଚାନକ ଖରାପ…
Read More...

ପ୍ରତିଦିନର ମୁଣ୍ଡବ୍ୟଥା ଆଣିପାରେ ଅନେକ ସମସ୍ୟା ! ଏହା ପଛରେ ଥାଇପାରେ ୩ ଟି ମୁଖ୍ୟ କାରଣ , ସମସ୍ୟାକୁ ଚିହ୍ନି ତୁରନ୍ତ…

ମୁଣ୍ଡବ୍ୟଥାକୁ ପ୍ରାୟତଃ ଲୋକମାନେ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରତିଦିନର ପରିବର୍ତ୍ତନଶୀଳ ଜୀବନଚର‌୍ୟ୍ୟା ପାଇଁ ଏଭଳି ସମସ୍ୟା ଦେଖାଯାଇଥାଏ । କାମରେ ବ୍ୟସ୍ତ ରହୁଥିବାରୁ ଲୋକମାନେ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ…
Read More...

ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ,ନଚେତ୍ ଆପଣ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି !

ଧୂମପାନ ଯେ ସ୍ୱାସ୍ଥ୍ୟପଯୋଗୀ ନୁହଁ ଏହା ସମସ୍ତେ ଜାଣିଛନ୍ତି କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ,କେବଳ ଧୂମପାନ କରୁଥିବା ବ୍ୟକ୍ତିଙ୍କ ସହ ୧ ଘଣ୍ଟା ବିତାଇଲେ ମଧ୍ୟ ଆପଣ ଭୟାନକ ରୋଗର ଶିକାର ହୋଇପାରନ୍ତି । ସପ୍ତାହରେ ଯଦି ଆପଣ ୧ ଘଣ୍ଟା ଧରି ଧୂମପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ…
Read More...

ରାତିରେ ଲାଇଟ୍ ଲଗାଇ ଶୋଉଥିଲେ ସାବଧାନ ହୋଇଯାଆନ୍ତୁ ! ଘାତକ ସାବ୍ୟସ୍ତ ହୋଇପାରେ । 

ପ୍ରାୟ ସମସ୍ତେ ରାତିରେ ଲାଇଟ୍ ବନ୍ଦ କରି ଶୋଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ବହୁତ ଅଳ୍ପ ଲୋକ ଥାଆନ୍ତି ଯେଉଁମାନେ ରାତିରେ ଲାଇଟ୍ ଜଳାଇ ଶୋଇବାକୁ ଭଲ ପାଆନ୍ତି । ଯଦି ଏପରି କରୁଛନ୍ତି, ତେବେ ତୁରନ୍ତ ଏ ଅଭ୍ୟାସ ଛାଡନ୍ତୁ । କାରଣ ରାତିରେ ଲାଇଟ୍ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ ।…
Read More...

ପ୍ରଥମ ସନ୍ତାନ ସିଜରିଆନ୍ ଡେଲିଭରି ପ୍ରକ୍ରିୟାରେ ଜନ୍ମ ହୋଇଥିଲେ ଦ୍ୱିତୀୟଥର କ’ଣ ସାଧାରଣ ଡେଲିଭରି ହୋଇପାରିବ ? ଏନେଇ…

ଜଣେ ମହିଳାଙ୍କ ପାଇଁ ସାରା ଜୀବନ ମନେ ରହିଲା ଭଳି ସମୟ ହୋଇଥାଏ ଗର୍ଭାବସ୍ଥା । ଏହି ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହେବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଦେଖାଯାଇଥାଏ । ଆଜିର ପ୍ରଦୂଷଣ ସମାଜରେ ଗର୍ଭାବସ୍ଥାରେ ଅଧିକ ଚାପ ନେବା ଯୋଗୁଁ ସାଧାରଣ ଡେଲିଭରିରେ ମଧ୍ୟ…
Read More...

ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ଗୋମୂତ୍ର ! ଏହାର ସେବନ କଲେ କେଉଁ ସମସ୍ୟାରୁ ମୁକ୍ତି ପାଇବେ ଜାଣନ୍ତୁ ।

ହିନ୍ଦୁ ପରମ୍ପରାରେ ଗାଈକୁ ମା’ର ଆକ୍ଷା ଦିଆଯାଇଛି । ତେଣୁ ଗାଈଙ୍କୁ ନା କେବଳ ପୂଜା କରାଯାଏ ବରଂ କ୍ଷୀରକୁ ଅମୃତ ବୋଲି କୁହାଯାଏ । ତେବେ ଗୋମୂତ୍ରକୁ ମଧ୍ୟ ଅନେକ ପିଅନ୍ତି । କାରଣ ଅନେକ ରୋଗରୁ ରକ୍ଷା କରିଥାଏ ଗୋମୂତ୍ର । ଶାସ୍ତ୍ରରେ ମଧ୍ୟ ଏହାର ଉପକାରିତା ବର୍ଣ୍ଣନା କରାଯାଇଛି ।…
Read More...

ସକାଳୁ ଖାଲି ପେଟରେ ପିଅନ୍ତୁ ଏହି ପାଣି ! ତୁରନ୍ତ କମିବ ଓଜନ ।

କ’ଣ ଆପଣ ବି ଓଜନର ବୃଦ୍ଧି ଲାଗି ଚିନ୍ତିତ ଅଛନ୍ତି? ଯେଉଁ କାରଣକୁ ନେଇ ଆପଣ ଜିମ୍ ଯିବା ସାଂଗକୁ ଆପଣଙ୍କ ଖାଦ୍ୟପେୟକୁ ବି କମ୍ କରୁଛନ୍ତି! ତେବେ ଏଣିକି ଆଉ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟତା ନାହିଁ। କାରଣ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଏପରି ଏକ ଉପାୟ…
Read More...

ବ୍ଲଡ୍ ପ୍ରେସର ପାଇଁ ରାମବାଣ ଭଳି କାମ କରେ ପୋସ୍ତ ! ଜାଣନ୍ତୁ କିଭଳି କରିବେ ବ୍ୟବହାର ।

ରୋଷେଇ କରିବା ସମୟରେ ଯେଉଁଭଳି ଭାବରେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କାଜୁ ପେଷ୍ଟକୁ ବ୍ୟବହାର କରାଯାଏ, ଠିକ ସେହିଭଳି ପୋସ୍ତକୁ ମଧ୍ୟ ବ୍ୟବହାର କରାଯାଏ । ଯାହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । କିନ୍ତୁ ଏହା ଶରୀର ପକ୍ଷେ କେତେ ଲାଭଦାୟକ ତାହା ସମସ୍ତେ ଜାଣି ନଥାନ୍ତି ।…
Read More...

ଏଭଳି ଏକ ରୋଗ ଯେଉଁଥିରେ ଶିଶୁ ଦେଖାଯାନ୍ତି ବୃଦ୍ଧ ! କ’ଣ ଏହି ରୋଗ ଆସନ୍ତୁ ଜାଣିବା । 

ଏହି ରୋଗର ନାଁ ‘ପ୍ରୋଗେରିଆ’ । ଏକ ଜିନଗତ ଭୟଙ୍କର ଶାରୀରିକ ବିଶୃଙ୍ଖଳା । ଏହି ରୋଗରେ ଆକ୍ରାନ୍ତ ଶିଶୁକୁ ଅକାଳରେ ବାର୍ଦ୍ଧକ୍ୟ ମାଡିବସେ । ଏହା ସାଧାରଣତଃ କ୍ୱଚିତ ଦେଖାଯାଇଥାଏ । ଆକଳନ ଅନୁସାରେ , ପ୍ରତି ୮୦ ଲକ୍ଷ ଜନ୍ମିତ ଶିଶୁ ମଧ୍ୟରୁ ଗୋଟିଏ ପିଲା ଏହି ରୋଗରେ ଆକ୍ରାନ୍ତ…
Read More...