Browsing Category

ଜୀବନଚର୍ଯ୍ୟା

ଟୁଥପେଷ୍ଟର ୩ଟି ଦମଦାର ଉପକାରୀତା ! ଜାଣନ୍ତୁ

ଆପଣ ଟୁଥପେଷ୍ଟର ବ୍ୟବହାର କେବଳ ଦାନ୍ତକୁ ସଫା ରଖିବାକୁ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଟୁଥପେଷ୍ଟର କିଛି ଏଭଳି ବ୍ୟବହାର ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଟୟ ଆସିବ । ତେବେ ଆସନ୍ତୁ ଜାଣିବା । ଯଦି ଆପଣଙ୍କ ମୋବାଇଲ ସ୍କ୍ରିନରେ କୌଣସି ପ୍ରକାରର ଦାଗ ଲାଗି ଯାଇଥାଏ…
Read More...

ଧଳା ହୋଇଯାଇଥିବା କେଶକୁ କେମିତି କରିବେ କଳା ! ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

ବୟସ ବଢ଼ିବା ସାଙ୍ଗେ କେଶ ଧଳା ହେବା ସାଧାରଣ କଥା, କିନ୍ତୁ ଆଜିକାଲି କମ୍‌ ବୟସରେ ମଧ୍ୟ ଅନେକ ଲୋକଙ୍କର କେଶ ଧଳା ହୋଇଯାଉଛି । ଆମ କେଶର କଳା ରଙ୍ଗ ମେଲାନିନ ନାମକ ପିଗ୍‌ମେଣ୍ଟ ଅର୍ଥାତ ରଙ୍ଗର ଗୋଟିଏ ଉପାଦାନ କାରଣରୁ ହୋଇଥାଏ । ଏହି ପିଗ୍‌ମେଣ୍ଟ କେଶର ମୂଳ ଅଂଶରେ ଥିବା କୋଷରୁ ମିଳିଥାଏ।…
Read More...

ସାଥୀକୁ ଖୁସି କରିବା ପାଇଁ ଚାହୁଁଛନ୍ତି କି, ଏହି ୫ ଟି ଗୁରୁତ୍ୱପୂର୍ଣ୍ଣ କଥା କୁହନ୍ତୁ!

ସମୟ ସମୟରେ ଏମିତି ପରିସ୍ଥିତି ଆସେ କପୁଲ୍‌ ମାନେ ଜଣେ ଜଣଙ୍କ ଉପରେ ଧ୍ୟାନ ଦେବା କମ୍‌ କରି ଦିଅନ୍ତି । ଏହାର ଅର୍ଥ ନୁହେଁ ଯେ, ଉଭୟଙ୍କ ମଧ୍ୟରେ ଭଲ ପାଇବା କମିଯାଇଛି । ବେଶୀ ଦିନ ଏକାଠି ରହିଲେ ଦୁହେଁ ଦୁହିଁଙ୍କୁ ଅସମ୍ମାନ କରିବାରେ ଲାଗନ୍ତି । ଏହି ଅସମ୍ମାନ ସମ୍ପର୍କକୁ ଦୁର୍ବଳ ମଧ୍ୟ…
Read More...

ଏପରି ପୁଅଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ଝିଅ ମାନେ !

ଯଦି ଆପଣ ଜାଣି ନାହାଁନ୍ତି ଯୁବତୀ ମାନେ କଣ ଚାହାଁନ୍ତି ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ପ୍ରତ୍ୟେକ ଝିଅଙ୍କର ନିଜ ରାଜକୁମାରକୁ ନେଇ କିଛି ସ୍ୱପ୍ନ ଥାଏ । ପାଂଚଟି କଥା ସେମାନେ ନିଜ ସ୍ୱପ୍ନର ରାଜ କୁମାର ପାଖରେ ଦେଖିବାକୁ ଚାହାଁନ୍ତି । ତେଣୁ ପ୍ରପୋଜ୍ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ…
Read More...

ବିନା ଟଙ୍କାରେ କରିପାରିବେ ଅଧିକ ଆୟ , ଏହି ୪ଟି ଉପାୟରେ କରନ୍ତୁ ବ୍ୟବସାୟ !

ସାଧାରଣତଃ ସମସ୍ତେ ଜାଣନ୍ତି ଅଧିକ ଆୟ କରିବା ପାଇଁ ଟଙ୍କା ଦରକାର ପଡେ । ସାଧାରଣ ଅର୍ଥରେ କହିବାକୁ ଗଲେ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ ଆଉ ଅଧିକ ଟଙ୍କା ଆୟ କରିବାର ସମ୍ଭାବନା ରହିଛି । କଥାରେ ଅଛି ତେଲିଆ ମୁଣ୍ଡରେ ତେଲ, କିନ୍ତୁ ସବୁବେଳେ ଏହି ଉକ୍ତି ଯେ ସତ ହେବ ତାହା ଜରୁରୀ…
Read More...

ସେଭିଂ ସହ ଜଡିତ ୫ଟି କଥା ! ଯାହା ସଂପର୍କରେ ଅଜ୍ଞ ଅଟନ୍ତି ପୁରୁଷ

କେବଳ ମହିଳାମାନେ ନୁହଁନ୍ତି ବରଂ ପୁରୁଷଙ୍କୁ ମଧ୍ୟ ନିଜ ତ୍ୱଚାର ଯତ୍ନ ନେବା ଆବଶ୍ୟକ ଅଟେ । ନଚେତ୍ ସେମାନେ ବିଭିନ୍ନ ପ୍ରକାର ଚର୍ମଜନିତ ସମସ୍ୟାର ଶିକାର ହୋଇ ପାରନ୍ତି । ଏଥିସହିତ ପୁରୁଷମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ସଂପର୍କରେ କୌଣସି ଜ୍ଞାନ ନଥାଏ । ଖାଲି ସେତିକି ନୁହେଁ ଅନେକ…
Read More...

ମହିଳାଙ୍କ ପାଂଚଟି ରହସ୍ୟ ! ଯାହା ପୁରୁଷଙ୍କଠାରୁ ରଖିଥାନ୍ତି ଗୋପନୀୟ

କୁହାଯାଏ ମହିଳା ମାନେ କୌଣସି କଥା ଲୁଚାଇ ରଖିପାରନ୍ତି ନାହିଁ । କିନ୍ତୁ ବାସ୍ତବ ଠିକ୍ ଏହାର ଓଲଟା । ଏମିତି ଅନେକ କଥା ଅଛି ଯାହା ମହିଳା ମାନେ କାହାକୁ କୁହନ୍ତି ନାହିଁ । ଏମିତି କି ବାରମ୍ବାର ପଚାରିଲେ ମଧ୍ୟ ସେସବୁ ସ୍ୱୀକାର କରନ୍ତି ନାହିଁ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…
Read More...

ଆପଣ ବି କୁଲର ବ୍ୟବହାର କରୁଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ ?

ଗରମ ଆରମ୍ଭ ହେବା ପରେ ହିଁ ବିନା କୁଲର ଓ ପଙ୍ଖାରେ ଆମେ ରହି ପାରିବା ନାହିଁ । ଆମକୁ ଲାଗେ ଗରମରୁ ବଞ୍ଚିବା ପାଇଁ କୁଲର ଓ ପଙ୍ଖା ବହୁତ ଆବଶ୍ୟକ । କିନ୍ତୁ ଏପରିସ୍ଥଳେ ଆମେ ବେଳେ ବେଳେ ଏପରି ଦାୟିତ୍ୱହୀନ କାର୍ଯ୍ୟ କରିବସୁ ଯାହାଦ୍ୱାରା ବିଭିନ୍ନ ଦୁର୍ଘଟଣାର ଶିକାର ହେବାକୁ ପଡେ । ବେଳେ…
Read More...

ଆପଣ ଜାଣନ୍ତି ସ୍ମାର୍ଟଫୋନରୁ କାହିଁକି ବ୍ୟାଟେରୀ ଶୀଘ୍ର ସରିଯାଏ ? ୧୦ଟି ଆପ୍ ଏଥିପାଇଁ ଦାୟୀ !

ସ୍ମାର୍ଟଫୋନରୁ ଶୀଘ୍ର ବ୍ୟାଟେରୀ ସରିଯିବାର ସମସ୍ତେ ଜାଣନ୍ତି । ହେଲେ କାହିିଁକି ସରିଯାଏ ଜାଣନ୍ତି କି ? ସିକ୍ୟୁରିଟି କଂପାନୀ ଏଭିଜି ଅନୁସାରେ , ୧୦ଟି ଆପ୍ସ ଅଛି ଯାହା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ର ବ୍ୟାଟେରୀ ଲାଇଫକୁ କମ୍ କରିଦିଏ । ଯଦି ଆପଣ ଚାହୁଁଛନ୍ତି ବ୍ୟାଟେରୀ କମ୍ ଖର୍ଚ୍ଚ ହେବା…
Read More...

ଏହି ୫ ଜଣକୁ କେବେ କୁହନ୍ତୁ ନାହିଁ ଗୁପ୍ତ କଥା ! ସଙ୍କଟରେ ପଡିପାରନ୍ତି ଆପଣ

ମହାଭାରତର ତୀର୍ଥଯାତ୍ରା ପର୍ବରେ କୁହାଯାଉଛି କେଉଁ ୫ ଜଣକୁ କହିବେ ନାହିଁ ଗୁପ୍ତ କଥା । ଆପଣ ଯଦି ଏହି ୫ ଜଣକୁ ଗୁପ୍ତ କଥା କହୁଛନ୍ତି, ତେବେ ଦିନେ ନା ଦିନେ ଆପଣ ସଙ୍କଟରେ ପଡିପାରନ୍ତି । ଆସନ୍ତୁ ଜାଣିବା କିଏ ସେହି ଲୋକ . . . . ୧. ମୁର୍ଖ ବ୍ୟକ୍ତି - ଯିଏ ଭଲ-ଖରାପ ଓ ଶତ୍ରୁ-ମିତ୍ର…
Read More...