Browsing Category

ମନୋରଞ୍ଜନ

ପରଲୋକରେ ‘ଧୁମ୍’ ନିର୍ଦ୍ଦେଶକ ସଞ୍ଜୟ ଗଡୱି । ହୃଦଘାତରେ ହେଲା ପରଲୋକ ।

କନକ ବ୍ୟୁରୋ: ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗଡ଼ଭିଙ୍କର ଆଜି ପରଲୋକ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ହୃଦଘାତ ଯୋଗୁଁ ତାଙ୍କର ନିଧନ ହୋଇଛି୍ୱୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ଅଭିଷେକ ବଚ୍ଚନ ଓ ଜନ୍ ଆବ୍ରାହମଙ୍କ ଅଭିନୀତ 'ଧୁମ୍' ଏବଂ ବଚ୍ଚନ ଓ ହ୍ରିତିକ୍…
Read More...

୨୨ ବର୍ଷୀୟା ଏହି ବିହାରର ଝିଅ ଏବେ ବ୍ରିଟେନରେ କରୁଛି ହଙ୍ଗାମା

ଆମେ କହୁଛୁ ଭାରତୀୟ ବଂଶୋଦ୍ଭବ ସାଇଶା ବିଷୟରେ । ଯିଏ ମାତ୍ର ୨୨ ବର୍ଷ ବୟସରେ ଏବଂ ନିଜ ଗୀତ ବଳରେ  ବ୍ରିଟେନର ଧୂମ ମଚେଇ ସାରିଲେଣି । ତାଙ୍କର ଫ୍ୟାନ ମାନଙ୍କ ସଂଖ୍ୟା ମଧ୍ୟ ଏବେ ବହୁତ ଅଧିକ । ହିନ୍ଦୀରେ ଗୋଟେ କଥା ଅଛି ଯେ । 'ଏକ ବିହାରୀ, ସବପେ ଭାରୀ’ ଅର୍ଥ ହେଲା ଜଣେ ବିହାରୀ…
Read More...

ପ୍ଳିଜ ଆପଣ ଫାଇନାଲ ମ୍ଯାଚ ଦେଖିବେନି । କଣ ପାଇଁ ଫ୍ୟାନମାନେ ଏମିତି କହିଲେ ବିଗ ବି’ ଙ୍କୁ ?

ଅମିତାଭ ବଚ୍ଚନ ଏପରି ଏକ ଟୁଇଟ୍ କରିଛନ୍ତି ଯେ ଏହା କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହୋଇଯାଇଥିଲା । ଏହି ଟୁଇଟରେ ଅମିତାଭ ଏପରି କିଛି କହିଛନ୍ତି ଯେ ପ୍ରଶଂସକମାନେ ତାଙ୍କୁ ବିଶ୍ୱକପ ଫାଇନାଲ ମ୍ୟାଚ ନ ଦେଖିବା ପାଇଁ ନିବେଦନ କରୁଛନ୍ତି । ବିଗ୍ ବି’ ଙ୍କର  ଏହି ଟ୍ୱିଟରେ କ’ଣ କହିଥିଲେ ?…
Read More...

ସେଲଫି ନେବାକୁ ଯାଇଥିବା ଫ୍ୟାନଙ୍କୁ ଥାପଡ ମାରିଲେ ନାନା ପାଟେକର

ନିକଟରେ ବଲିଉଡ ଅଭିନେତା ନାନା ପାଟେକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଅଭିନେତା ସେଲଫି ନେବାକୁ ଆସିଥିବା ଜଣେ ପ୍ରଶଂସକଙ୍କୁ ଜୋରଦାର ଚାପୁଡ଼ା ମାରିଥିବାର ଦେଖାଯାଉଛି । ବଲିଉଡ ଅଭିନେତା ନାନା ପାଟେକର ତାଙ୍କର ଶକ୍ତିଶାଳୀ ଅଭିନୟ ଏବଂ ଡାଇଲଗ ପାଇଁ ସବୁବେଳେ…
Read More...

ଦି କପିଲ ଶର୍ମା ଶୋ’ର ପ୍ରଶଂସକଙ୍କ ପାଇଁ ଏକ ବଡ଼ଖବର ।  ବର୍ତ୍ତମାନ ଶୋ ଆଉ  ଟିଭିରେ ଆସିବ ନାହିଁ

ଦି କପିଲ ଶର୍ମା ସୋ ବିଷୟରେ ଏକ ବଡ଼ ଖବର ।  ଏହି ଶୋ ଦୀର୍ଘ ସମୟ ଧରି ପରଦାରେ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ଏହି ସୋ ଖୁବଶୀଘ୍ର ପ୍ରସାରିତ ହେବାକୁ ଯାଉଛି । ବିଶେଷ କଥା ହେଉଛି ଏହି ସୋ ବର୍ତ୍ତମାନ ଟିଭିରେ ନୁହେଁ ବରଂ OTT ପ୍ଲାଟଫର୍ମରେ ଟେଲିକାଷ୍ଟ ହେବ । 'କପିଲ ଶର୍ମା ଶୋ'…
Read More...

ମୁକ୍ତିଲାଭ କରିଛି ସିନେମା ‘ସାମ୍ ବାହାଦୂର’ର ନୂଆ ଗୀତ । ଗୀତର ଟାଇଟଲ ରହିଛି ବଢତେ ଚଲୋ ।

କନକ ବ୍ୟୁରୋ: ରିଲିଜ ଅପେକ୍ଷାରେ ଥିବା ଭିକି କୌଶଲଙ୍କ ଆଗମୀ ସିନେମା ସାମ୍ ବାହାଦୂରର ନୂଆ ଗୀତ ରିଲିଜ ହୋଇଛି । ଶଙ୍କର ମହାଦେବନ, ବିଶାଳ ଦଦଲାନୀ, ଦିବ୍ୟା କୁମାର ଏହି ଗୀତର କଣ୍ଠଦାନ କରିଛନ୍ତି । ସେନାଧିକାରୀଙ୍କ ଭୂମିକାରେ ଭିକିଙ୍କ ରୋଲ ବେଶ ଚ୍ୟାଲେଂଜି ରହିଛି । ମେଘନା ଗୁଜରାଲଙ୍କ…
Read More...

ଜୀ-ସାର୍ଥକର ସୁପରହିଟ୍ ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ଦେଖନ୍ତୁ ସଂଧ୍ୟା ୬ଟା ୩୦ମିନିଟରେ…

କନକ ବ୍ୟୁରୋ: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟଲିଟି ସୋ ମାଧ୍ୟମରେ । ସେହି ପରି ନାରୀ ସାହସର ଏକ ଅଦମ୍ୟ କାହାଣୀକୁ ନେଇ ଅକ୍ଟୋବର ୨ ରୁ ଜୀ-ସାର୍ଥକରେ ପ୍ରସାରିତ ‘ସନ୍ଧ୍ୟା ରାଗିଣୀ’…
Read More...

ବଡ଼ ପରଦାରେ ରିଲିଜ ହେଲା ଟାଇଗର-୩: ଅଗ୍ରୀମ ଟିକେଟ ବୁକିଂରେ ରେକର୍ଡ

କନକ ବ୍ୟୁରୋ: ଆଜି ବଡ଼ ପରଦାରେ ରିଲିଚ ହୋଇଛି ସଲମାନ, କ୍ୟାଟ୍ରିନାଙ୍କ ଅଭିନୀତ ସିନେମା ଟାଇଗର ଥ୍ରୀ । ଦିୱାଲି ଅବସରରେ ସଲମାନ ତାଙ୍କ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି ଏହି ଫିଲ୍ମ । ସିନେମା ଆଡଭାନ୍ସ ବୁକିଂରେ ଜବରଦସ୍ତ ରେକର୍ଡ କରୁଛି । ବର୍ତମାନ ସୁଦ୍ଧା ଆଡଭାନ୍ସ ବୁକିଂରେ ୧୫ କୋଟି ପାର୍…
Read More...

Deepfake AI କଣ ? କେମିତି ଟ୍ରୋଲ ହେଲେ ରଶ୍ମିକା ମନ୍ଦାନା ?

ନିଜର ଫେକ ଭିଡିଓ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଏହା ତାଙ୍କର ଅରିଜିନାଲ ଭିଡିଓ ନୁହେଁ । AI ସାହାଯ୍ୟରେ ଏହା ପ୍ରସ୍ତୁତ ହେଇଛି ବୋଲି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ । ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ସେ ତାଙ୍କ ନିରବତାକୁ…
Read More...

ଦର୍ଶକଙ୍କ ହୃଦୟ ଜିତୁଛି ମାଇଁ ସୁଇଟ ୱାଇଫ: ମୁଖ୍ୟ ଚରିତ୍ରରେ ନୈନା ଏବଂ ପ୍ରୀତିରାଜ

କନକ ବ୍ୟୁରୋ: ନିଚ୍ଛକ ଅଭିନୟ ଆଉ ସୁନ୍ଦର କାହାଣୀକୁ ନେଇ ନିର୍ମାଣ ହେଇଛି ନୂଆ ଓଡିଆ ଫିଲ୍ମ ମାଇଁ ସୁଇଟ୍ ହାଉସ୍ ୱାଇଫ୍ । ପରିବାର ଆଉ ପ୍ରେମ ସହ ଏହି ଫିଲ୍ମରେ, ଦୁଇ ସ୍ୱାମୀ ସ୍ତ୍ରୀଙ୍କ ଜୀବନ କାହାଣୀକୁ କ୍ୟାମେରାର ଲେନ୍ସରେ ବାନ୍ଧି ପରଦାରେ ଉତାରିଛନ୍ତି ନୈନା ଦାସ ଆଉ ପ୍ରୀତିରାଜ ।…
Read More...