Browsing Category

ମନୋରଞ୍ଜନ

ଦମଦାର ଚରିତ୍ର ସହ ବଡ ପରଦାକୁ ଫେରିବେ ପ୍ରଭାସ । ସାଉଥ ସୁପରଷ୍ଟାରଙ୍କ ନୂଆ ସିନେମା ସାଲାରର ପ୍ରଥମ ଟ୍ରେଲର ରିଲିଜ

କନକ ବ୍ୟୁରୋ : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ର ଟ୍ରେଲର ରିଲିଜ । ୩ମିନିଟ୍ ୪୭ ସେକେଣ୍ଡର ଏହି ଟ୍ରେଲରରେ ପ୍ରଭାସଙ୍କ ଦମଦାର ଆକ୍ସନର ଝଲକ ଦେଖିବାକୁ ମିଳିଛି । ମାଫିଆରାଜକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି…
Read More...

ବଡ଼ପରଦାରେ ବିଗ୍ ଫାଇଟ୍ । ଆନିମଲ ବନାମ ସାମ୍ ବାହାଦୂର

କନକ ବ୍ୟୁରୋ : ବଡ ପରଦାକୁ ଓହ୍ଲାଇଛନ୍ତି ଦୁଇଟି ବହୁ ପ୍ରତିକ୍ଷିତ ସିନେମା । ରଣବୀର କପୁରଙ୍କ ଆନିମଲ ସହ ବଡ ପରଦାରେ ଟକ୍କର ଦେଉଛି ବାୟୋପିକ ସିନେମା ସାମ ବାହାଦୂର । ଦୁଇଟି ଯାକ ସିନେମା ପରସ୍ପରଠୁ ସମ୍ପୂର୍ଣ୍ଣ ଅଲଗା ମନୋରଞ୍ଜର ସ୍ୱାଦ ନେଇ ଦର୍ଶକଙ୍କ ନିକଟରେ ପହଁଚିଛନ୍ତି । ପ୍ରଥମେ…
Read More...

ଫିଲ୍ମ ଫ୍ରାଇଡେରେ କଡା ଟକ୍କର । ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ ମଧ୍ୟରେ ହେବ ଲଢେଇ । ଆଜି…

କନକ ବ୍ୟୁରୋ: ଫିଲ୍ମ ଫ୍ରାଇଡେରେ ଦେଖିବାକୁ ମିଳିବ କଡା ଟକ୍କର । ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ ମଧ୍ୟରେ ହେବ ଲଢେଇ । କାରଗିଲ ଯୁଦ୍ଧର ହିରୋଙ୍କୁ ନେଇ ପ୍ରସ୍ତୁତ ହୋଇଛି ସାମ୍ ବାହାଦୂର । ୧୯୭୧ ଭାରତ ପାକିସ୍ଥାନ-ଯୁଦ୍ଧର ହିରୋ ତଥା ତକ୍ରାଳୀନ ସ୍ଥଳସେନା ମୁଖ୍ୟ…
Read More...

କିଏ ସେହି ମଣିପୁରର ଲୀନ ଲେଶରାମ୍  ? ରଣଦୀପ ହୁଡା ଯାହାକୁ ବିବାହ ହେବାକୁ ଯାଉଛନ୍ତି ।

ରଣଦୀପ ଏବଂ ଲିନ୍ ଲେଶରାମ୍ ଙ୍କ ପ୍ରି ୱେଡ଼ିଂ ଫଟୋ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲିନ ଲେଶରାମ୍ ମଣିପୁରର ଜଣେ ଜଣାଶୁଣା ମଡେଲ ଏବଂ ଅଭିନେତ୍ରୀ ମଧ୍ୟ । କେବଳ ଏତିକି ନୁହେଁ ସେ ଜଣେ ସଫଳ ମହିଳା ଉଦ୍ୟୋଗୀ ମଧ୍ୟ । ଦୁହେଁ ଦୀର୍ଘ ଦିନ ଧରି ରିଲେସନରେ ଥିଲେ । ଗତ ୨୭  ନଭେମ୍ବରରେ…
Read More...

କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ । ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ ଝଲକ

କନକ ବ୍ୟୁରୋ : ସାମ୍ନାକୁ ଆସିଲା ‘କାନ୍ତାରା-ଚାପ୍ଟର ୱାନ୍’ର ପ୍ରଥମ ଝଲକ । ଅତ୍ୟନ୍ତ ରହସ୍ୟ ଓ ରୋମାଂଚରେ ଭରା ଏହି ସିନେମାର ଟିଜର ଏବେ ରିଲିଜ ହୋଇଛି । ଅଭିନେତା ତଥା ସିନେ ନିର୍ଦ୍ଦେଶକ ଋଷଭ ସେଟ୍ଟୀ ଏକଦମ୍ ଭୟଙ୍କର ଲୁକ୍ରେ ଏଥିରେ ନଜର ଆସିଛନ୍ତି । ଟିଜର ଆରମ୍ଭରୁ ରିଷଭ ସେଟ୍ଟୀ ଜଙ୍ଗଲରେ…
Read More...

ଝିଅ ଶ୍ୱେତାଙ୍କ ନାଁରେ ‘ପ୍ରତୀକ୍ଷା’ବଙ୍ଗଳା କରିଦେଲେ ଅମିତାଭ । ପିଲାଙ୍କ ମଧ୍ୟରେ ସମାନ ସମ୍ପତ୍ତି ବାଣ୍ଟିବାକୁ…

କନକ ବ୍ୟୁରୋ: ଝିଅ ଶ୍ୱେତା ବଚ୍ଚନଙ୍କୁ ଦାମୀ ଉପହାର ଦେଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ମୁମ୍ବାଇ ଜୁହୁରେ ଥିବା ଚର୍ଚ୍ଚିତ ବଙ୍ଗଳା ‘ପ୍ରତୀକ୍ଷା’କୁ ଝିଅ ଶ୍ୱେତାଙ୍କ ନାଁରେ ଲେଖିଦେଇଛନ୍ତି । ନଭେମ୍ବର ୮ ତାରିଖରେ ଦୁହିଁଙ୍କ ମଧ୍ୟରେ ଏହାର ଆଇନଗତ ପ୍ରକିୟା ସରିଛି । ଏହି ବଙ୍ଗଳାର ମୂଲ୍ୟ…
Read More...

ପଙ୍କଜ ତ୍ରିପାଠୀ ତାଙ୍କ ଆଗାମୀ ଫିଲ୍ମରେ ଏକ ଭିନ୍ନ ଭୂମିକରେ ଆସୁଛନ୍ତି । ଅମିତାଭ ବଚ୍ଚନ ମଧ୍ୟ ତାଙ୍କୁ ପ୍ରଶଂସା…

ପଙ୍କଜ ତ୍ରିପାଠୀ ତାଙ୍କ ଆଗାମୀ ଫିଲ୍ମ ‘କଡକ ସିଂ’ରେ ତାଙ୍କର ପୂର୍ବ ଚରିତ୍ରମାନଙ୍କଠାରୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଆସନ୍ତା ମାସରେ ମୁକ୍ତିଲାଭ କରିବ। ଆଜିକାଲି ପଙ୍କଜ ତ୍ରିପାଠୀ ଚଳଚ୍ଚିତ୍ର ସୁଟିଙ୍ଗରେ ବହୁତ ବ୍ୟସ୍ତ ଅଛନ୍ତି ।  ତାଙ୍କର…
Read More...

ପରଲୋକରେ ‘ଧୁମ୍’ ନିର୍ଦ୍ଦେଶକ ସଞ୍ଜୟ ଗଡୱି । ହୃଦଘାତରେ ହେଲା ପରଲୋକ ।

କନକ ବ୍ୟୁରୋ: ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗଡ଼ଭିଙ୍କର ଆଜି ପରଲୋକ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ହୃଦଘାତ ଯୋଗୁଁ ତାଙ୍କର ନିଧନ ହୋଇଛି୍ୱୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ଅଭିଷେକ ବଚ୍ଚନ ଓ ଜନ୍ ଆବ୍ରାହମଙ୍କ ଅଭିନୀତ 'ଧୁମ୍' ଏବଂ ବଚ୍ଚନ ଓ ହ୍ରିତିକ୍…
Read More...

୨୨ ବର୍ଷୀୟା ଏହି ବିହାରର ଝିଅ ଏବେ ବ୍ରିଟେନରେ କରୁଛି ହଙ୍ଗାମା

ଆମେ କହୁଛୁ ଭାରତୀୟ ବଂଶୋଦ୍ଭବ ସାଇଶା ବିଷୟରେ । ଯିଏ ମାତ୍ର ୨୨ ବର୍ଷ ବୟସରେ ଏବଂ ନିଜ ଗୀତ ବଳରେ  ବ୍ରିଟେନର ଧୂମ ମଚେଇ ସାରିଲେଣି । ତାଙ୍କର ଫ୍ୟାନ ମାନଙ୍କ ସଂଖ୍ୟା ମଧ୍ୟ ଏବେ ବହୁତ ଅଧିକ । ହିନ୍ଦୀରେ ଗୋଟେ କଥା ଅଛି ଯେ । 'ଏକ ବିହାରୀ, ସବପେ ଭାରୀ’ ଅର୍ଥ ହେଲା ଜଣେ ବିହାରୀ…
Read More...

ପ୍ଳିଜ ଆପଣ ଫାଇନାଲ ମ୍ଯାଚ ଦେଖିବେନି । କଣ ପାଇଁ ଫ୍ୟାନମାନେ ଏମିତି କହିଲେ ବିଗ ବି’ ଙ୍କୁ ?

ଅମିତାଭ ବଚ୍ଚନ ଏପରି ଏକ ଟୁଇଟ୍ କରିଛନ୍ତି ଯେ ଏହା କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହୋଇଯାଇଥିଲା । ଏହି ଟୁଇଟରେ ଅମିତାଭ ଏପରି କିଛି କହିଛନ୍ତି ଯେ ପ୍ରଶଂସକମାନେ ତାଙ୍କୁ ବିଶ୍ୱକପ ଫାଇନାଲ ମ୍ୟାଚ ନ ଦେଖିବା ପାଇଁ ନିବେଦନ କରୁଛନ୍ତି । ବିଗ୍ ବି’ ଙ୍କର  ଏହି ଟ୍ୱିଟରେ କ’ଣ କହିଥିଲେ ?…
Read More...