Browsing Category

ମନୋରଞ୍ଜନ

ବିବାହ ଉତ୍ସବ ନୁହେଁ ଏଠି ପାଳନ କରୁଛନ୍ତି ଛାଡପତ୍ର ଉତ୍ସବ । ଆଇସକ୍ରିମ ଖାଇ ଛାଡପତ୍ର ଉତ୍ସବ ପାଳନ କଲେ ଏହି…

ହଲିଉଡ୍ ଅଭିନେତା ବେନ୍ ଏଫ୍ଲେକ୍(୫୬) ନିଜର ପୂର୍ବ ପତ୍ନୀ ଜେନିଫର୍ ଗାର୍ଣ୍ଣର(୪୬) ସହିତ ଔପଚାରିକ ରୂପେ ଅଲଗା ହେବା ପରେ ଆଇସକ୍ରିମ ଖାଉଥିବା ଅବସ୍ଥାରେ ଦେଖାଗଲେ । ରିପୋର୍ଟ ମୁତାବକ, ପୂର୍ବ ଦମ୍ପତି ଏଇଠି ନିଜର ୬ବର୍ଷର ପୁଅ ସାମୁଏଲ ସହିତ ଆଇସକ୍ରିମର ମଜା ନେଉଥିବା ନଜର ଆସିଥିଲେ ।  ଉଭୟ…
Read More...

ବଲିଉଡରେ ପୁଣି ଏକ ମି ଟୁ ଅଭିଯୋଗ ! ଏହି ଲୋକପ୍ରିୟ ଅଭିନେତାଙ୍କ ଉପରେ ଅଭିଯୋଗ ଆଣିଲେ ପୂର୍ବ ମିସ୍ ଇଣ୍ଡିଆ ।

ବଲିଉଡରେ ମି ଟୁ କ୍ୟାମ୍ପେନରେ କେତେକ ବଲିଉଡ ତାରକା,ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ଉପରେ ଯୌନ ଶୋଷଣର ଆରୋପ ଲାଗିଥିବା ବେଳେ ଏବେ ଏହି କ୍ରମରେ ସାମିଲ ହୋଇ ଯାଇଛନ୍ତି ଅଭିନେତା ନବାଜୁଦ୍ଦିନ ସିଦ୍ଦିକ । ମି ଟୁ ଅଭିଯାନ ଦ୍ୱାରା ନବାଜୁଦ୍ଦିନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଏବଂ ଅଭିନେତ୍ରୀ ତଥା…
Read More...

ଦିୱାଲୀ ପାର୍ଟିରେ ଗଣମାଧ୍ୟମ ଫଟୋଗ୍ରାଫରଙ୍କ ଉପରେ ଗର୍ଜିଲେ ସଞ୍ଜୟ ଦତ ! ଅସଭ୍ୟ ଭାଷାରେ କଲେ ଗାଳି ଗୁଲଜ । ଦେଖନ୍ତୁ…

ଦିୱାଲି ପାର୍ଟିରେ ଗାଳି ଦେଲେ ବଲିଉଡ୍ ଅଭିନେତା ସଞ୍ଜୟ ଦତ । ଗଣମାଧ୍ୟମ ଫଟୋଗ୍ରାଫରଙ୍କୁ ଗାଳି ଦେବାର ଭିଡିଓ ହେଲା ଭାଇରାଲ । ବିଭିନ୍ନ ପର୍ବପର୍ବାଣୀରେ ପାର୍ଟି ଦେବାରେ ବଲିଉଡ୍ କଳାକାରଙ୍କ ମଧ୍ୟରେ ସବୁ ବେଳେ ଆଗରେ ଥାନ୍ତି ସଞ୍ଜୁ ବାବା । ହେଲେ ଅନେକ ସମୟରେ ନିଜ ଉପରୁ ନିୟନ୍ତ୍ରଣ ମଧ୍ୟ…
Read More...

ବିବାହ ପାଇଁ ଇଟାଲୀ ଅଭିମୁଖେ ଦିପ୍-ବୀର ! ଏୟାରପୋର୍ଟରେ ଧଳା ପୋଷାକରେ ଦୁହିଁଙ୍କୁ କରାଗଲା ସ୍ପଟ୍ ।

ବଲିଉଡର ହଟ୍ କପୁଲ ରଣବୀର ସିଂ ଓ ଦୀପିକା ପାଦୁକୋନ ବିବାହ ବନ୍ଧନର ବାନ୍ଧି ହେବା ଲାଗି ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏ ଦୁହେଁ ନଭେମ୍ବର ୧୪ ଓ ୧୫ ତାରିଖରେ ବାହା ହେବେ। ଆଜି ବଡି ଭୋର ସମୟରେ ସେ ଦୁହିଁଙ୍କୁ ନିଜ ନିଜ ପରିବାର ସହିତ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା।…
Read More...

ଷ୍ଟାର କିଡ୍ ମନାଇଲେ ଭାଇଦୂଜ । ସୋସିଆଲ ମିଡିଆରେ ଭାଇରାଲ ହେଲା ସାହିଦ କପୁରଙ୍କ ପୁଅ ଜୈନଙ୍କ ପ୍ରଥମ ଫଟୋ

ବଲିଉଡ୍ ଅଭିନେତା ସାହିଦ କପୁରଙ୍କ ପୁଅ ଜୈନ କପୁରଙ୍କ ପ୍ରଥମ ଝଲକ ଦେଖିବା ପାଇଁ ସାହିଦଙ୍କ ଫ୍ୟାନ୍ସ ଦୀର୍ଘ ସମୟ ହେବ ଅପେକ୍ଷା କରି ରହିଥିଲେ । ଭାଇଦୂଜ ଅବସରରେ ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ୨ ମାସର ହୋଇଥିବା ଜୈନର ପ୍ରଥମ ଝଲକ ଦେଖାଇଛନ୍ତି ଓ ଜୈନଙ୍କ ଫଟୋ ସୋସିଆଲ ମିଡିଆରେ…
Read More...

ଦର୍ଶକଙ୍କ ଟ୍ରୋଲ ଏବଂ ମିମ୍ସର ଶିକାର ହେଉଥିବା ସିନେମା ଠଗ୍ସ ଅଫ୍ ହିନ୍ଦୋସ୍ଥାନକୁ ନେଇ ଏଭଳି ମତ ରଖିଲେ ମିଷ୍ଟର…

ଦିୱାଲିରେ ରିଲିଜ ହୋଇଥିବା ଆମିର ଖାନଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ ଉପରେ ଏବେ ଲଗାତାର ଜୋକ୍ସ ଏବଂ ମିମ୍ସ ଦେଖିବାକୁ ମିଳୁଛି । ଫିଲ୍ମକୁ ଲୋକେ ଦେଖିବା ପରେ ଟ୍ରୋଲ କରିବାରେ ଲାଗିଛନ୍ତି । ଏହାର ଫିଲ୍ମ କ୍ରିଟିକ୍ସ ମଧ୍ୟ ଫିଲ୍ମକୁ ସମାଲୋଚନା କରିଛନ୍ତି । ଫିଲ୍ମକୁ ନେଇ ମିଳୁଥିବା…
Read More...

ଥମିବାର ନାଁ ନେଉନି ପ୍ରିୟଙ୍କାଙ୍କ ପ୍ରି-ୱେଡିଂ ପାର୍ଟି : ବ୍ରାଇଡାଲ ସାୱାର ଓ ବ୍ୟାଚଲର ପାର୍ଟି ପରେ ପ୍ରିୟଙ୍କା…

ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ତାରିଖ ପାଖେଇ ଆସୁଥିବାବେଳେ ଏବେ ସେ ବିଭିନ୍ନ ପାର୍ଟିରେ ମସ୍ତି କରିଥିବାର ନଜର ଆସୁଛନ୍ତି । ଏପରି ଲାଗୁଛି ଯେ ପ୍ରିୟଙ୍କା ପ୍ରି-ୱେଡିଂ ପାର୍ଟି ଏବେ ଥମିବାର ନାହିଁ । ପ୍ରିୟଙ୍କା ଏବଂ ନିକଙ୍କ ବିବାହକୁ ଆଉ ଅଳ୍ପ ଦିନ ହିଁ ବାକି ଅଛି । ଦୁହେଁ ଡିସେମ୍ବର ୨ରେ…
Read More...

ବଲିଉଡର ସୁପରହିଟ୍ ବାପା ଏବଂ ତାଙ୍କର ସୁପରଫ୍ଲପ୍ ପୁଅ ! ତାଲିକାରେ ଅଛନ୍ତି ୫ ଟି ଯୋଡି ।

ଆଜି ଆମେ ବଲିଉଡ୍ର ୫ ଜଣ ବାପ-ପୁଅ ଯୋଡ଼ି ବିଷୟରେ ଆପଣଙ୍କୁ ଜଣାଇବୁ । ଯେଉଁମାନଙ୍କର ବାପା ଫିଲ୍ମ ଦୁନିଆରେ ସୁନାମ ଅର୍ଜନ କରିଥିବା ବେଳେ ସୁପରଷ୍ଟାର ପାଲଟିଥିଲେ । କିନ୍ତୁ ସେମାନଙ୍କ ପୁଅମାନେ ନିଜକୁ ପ୍ରମାଣ କରି ପାରିଲେ ନାହିଁ । ବାପା ସୁପରହିଟ୍ ହୋଇଥିବା ବେଳେ ପୁଅ ସୁପରଫ୍ଲପ୍…
Read More...

ଟ୍ରୋଲର ଶିକାର ହେଲେ କ୍ୟାପଟେନ୍ କୋହଲୀ ! ଫ୍ୟାନ୍ସଙ୍କୁ କହିଲେ , ଖେଳାଳୀଙ୍କ ପ୍ରଦର୍ଶନ ଭଲ ଲାଗୁନଥିଲେ ଦେଶ ଛାଡିଦିଅ…

ସବୁବେଳେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲୀଙ୍କ ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓଟି ବିରାଟ୍ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର୍ କରିଥିଲେ । ଯେଉଁଥିରେ ସେ ଟ୍ୱିଟରରେ ନିଜ ହେଟରଙ୍କୁ ପ୍ରତ୍ୟୁତର ଦେଇଥିବା କଥା କହିଛନ୍ତି…
Read More...

ବହୁ ବଲିଉଡ୍ କଳାକାର ଏକାଠି ହୋଇ ପାଳିଲେ ଦୀପାବଳୀ ।

କନକ ବ୍ୟୁରୋ : ବଲିଉଡରେ ଦୀପାବଳୀର ଜସନ । ଆଜି ସାରା ଦେଶ ଆଲୋକର ପର୍ବ ପାଳନ କରିଥିବାବେଳେ ବଲିଉଡ ମଧ୍ୟ ଏଥିରୁ ବାଦ ପଡିନି । ବହୁ ବଲିଉଡ କଳାକାର ଏକାଠି ହୋଇ ଦୀପାବଳି ପାଳିଛନ୍ତି । ଦିୱାଲୀ ପାର୍ଟିରେ ଷ୍ଟାର୍ସଙ୍କ ଭିଡ ଜମୁଥିବା ବେଳେ ପାର୍ଟି ହୋଷ୍ଟମାନେ ବି ବହୁ ଆଡମ୍ବର ସହ ଆୟୋଜନ…
Read More...