ରାଜ୍ୟରେ ବିଜୁଳିଦର ବୃଦ୍ଧି ପ୍ରତିବାଦକୁ ଆଉ ପାଦେ ଆଗେଇଲା କଂଗ୍ରେସ : ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକରେ ବିଜୁଳି ଅଫିସ ଘେରିବା ପରେ , ଓଇଆରସି ଅଫିସ ଆଗରେଧାରଣା ; ତୁରନ୍ତ ବର୍ଧିତ ଦର ପ୍ରତ୍ୟାହାର କରିବାକୁ ଗର୍ଜିଲେ ନେତା

10