ଦେଶରେ ଭୟଙ୍କର ହେଉଛି କରୋନା ସଂକ୍ରମଣ : ଭାରତରେ ଦେଢ଼ ଲକ୍ଷ ଟପିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଂଟାରେ ୧ ଲକ୍ଷ ୫୨ ହଜାର ୮୭୯ ପଜିଟିଭ, ୮୩୯ ମୃତ; ଏପଟେ ଓଡ଼ିଶାରେ ଗୋଟିଏ ଦିନରେ ୧୩ଶହ ୭୯ ନୂଆ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ପିଜିଟିଭ୍

8