କୋଭିଡ୍ ରୋଗୀଙ୍କ ପାଇଁ ଶେଷ ବିକଳ୍ପ ସାଜିଛି ଏକମୋ ଚିକିତ୍ସା : ଫୁସଫୁସ ସଂକ୍ରମିତ ହେବାରୁ ଜୁନାଗଡର ଲକ୍ଷ୍ମୀକାନ୍ତଙ୍କୁ କୋଲକାତାକୁ କରାଗଲା ଏୟାରଲିଫ୍ଟ, ସ୍ୱତନ୍ତ୍ର ଗ୍ରୀନ କରିଡର କରି କଟକରୁ ଅଣାଯାଇଥିଲା ଭୁବନେଶ୍ୱର; ଦିଲ୍ଲୀରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀଦଳଙ୍କ ସହାୟତାରେ କରାଯାଇଛି ଏୟାରଲିଫ୍ଟ

6