ରାଜ୍ୟରେ କରୋନା ମୃତ୍ୟୁର ଅଲୋଡ଼ା ରେକର୍ଡ଼ : ଦିନକରେ ରାଜ୍ୟରେ ସର୍ବାଧିକ ୪୭ଜଣଙ୍କ ଜୀବନ ନେଲା କରୋନା,୨୪ ଘଂଟାରେ ୪ ହଜାର ୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ; ସେପଟେ ଦେଶରେ ଗୋଟିଏ ଦିନରେ ୮୪ ହଜାର ୩୩୨ ଆକ୍ରାନ୍ତ ଚିହ୍ନଟ, ୪ହଜାର ୨ ମୃତ

6