ରାଜଧାନୀରେ ଚାଞ୍ଚଲ୍ୟ : ସାନ ଭାଇକୁ ପିଟିପିଟି ମାରିଦେଲା ବଡ଼ ଭାଇ

567

କନକ ବ୍ୟୁରୋ : ଭୁବନେଶ୍ୱର ନୟାପଲ୍ଲିରେ ଚାଞ୍ଚଲ୍ୟ । ଭାଇକୁ ପିଟି ପିଟି ମାରିଦେଲା ଭାଇ । ଆଇରନ୍ ରଡରେ ସାନଭାଇକୁ ପିଟିପିଟି ମାରିଦେଲା । ଘରୋଇ ଗଣ୍ଡଗୋଳକୁ ନେଇ ବଚସା ଭିତରେ ସାନ ଭାଇକୁ ସଇତାନ ବଡ ଭାଇ ହତ୍ୟା କରିଛି । ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ବଡ ଭାଇକୁ ଗିରଫ କରିଛି ।