ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନୂଆବର୍ଷରେ ଅଘଟଣ । ଭୁବନେଶ୍ୱର ଡୁମୁଡୁମାରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଆଜି ସକାଳେ ଫେଜ-ଟୁରେ ଏକ ଘର ଭିତରୁ ମହିଳାଙ୍କ ମୃତେଦହ ମିଳିଛି । ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଲିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ୱାମୀ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ବାପଘର ଲୋକ । ଖଣ୍ଡଗିରି ଥାନା ପୁଲିସ ହତ୍ୟା ମାମଲା ରୁଜୁକରି ଛାନଭିନ୍ ଚଳାଇଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :