‘ମୋତେ ତ ମଜା ଲାଗିଲା’…ଚହଲଙ୍କ ସହ ଗତକାଲି ହେଇଥିବା ଲଢେଇକୁ ନେଇ ଏମିତି କହିଲେ ସୂର୍ଯ୍ୟକୁମାର ଯାଦବ । 

କନକ ବ୍ୟୁରୋ:  ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ନିଜର ପ୍ରଥମ ବିଜୟ ହାସଲ କରିସାରିଛି । ଗତକାଲି ଦଳ ରାଜସ୍ଥାନ ରୟାଲ୍ସକୁ ହରାଇ ଏହି ବିଜୟ ହାସଲ କରିଛି । ତେବେ ଗତକାଲି ମ୍ୟାଚ୍ ସମୟରେ ଦୁଇ ଦଳର ଖେଳାଳି ଭିତରେ ଏକ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । ସୂର୍ଯ୍ୟକୁମାର ଯାଦବ ଓ…

ମନ ମୋହୁଛି ପଦ୍ମପୁର ଲୋକ ମହୋତ୍ସବ ୨୦୨୨ । ଗୀତ ଓ ବାଦ୍ୟର ତାଳେ ତାଳେ ଝୁମୁଛନ୍ତି ଦର୍ଶକ

କନକ ବ୍ୟୁରୋ: ଆରମ୍ଭ ହୋଇଛି ଦ୍ୱିତୀୟ ପଦ୍ମପୁର ଲୋକ ମହୋତ୍ସବ । ସନ୍ଧ୍ୟାରେ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଗୀତ, ବାଦ୍ୟର ତାଳେ ତାଳେ ଉଠୁଛି ପଡୁଛି ମଞ୍ଚ । ଦର୍ଶକଙ୍କୁ ଆକୃଷ୍ଟ କରୁଛି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କର ନୃତ୍ୟ ପରିବେଷଣ । କରମା, ସମ୍ବଲପୁରି,…

ପ୍ରତିଶ୍ରୁତି ଦେଇ ପାଳନ କଲାନି ପ୍ରଶାସନ । ୩ ବର୍ଷ ହେବ ପଞ୍ଚାୟତ ଅଫିସରେ ରହୁଛନ୍ତି ୩ ପରିବାର

କନକ ବ୍ୟୁରୋ: ଶୌଚାଳୟ ପାଲଟିଛି ବାସଗୃହ, ଡିବିରି ଆଲୁଅରେ ଚାଲିଛି ପାଠପଢା । କଅଁଳ ଆଖିରେ ରହିଛି ଅନେକ ଅସୁମାରି ସ୍ୱପ୍ନ, ହେଲେ ଗରିବୀର ଲକ୍ଷ୍ମଣ ରେଖା, ସତେ ଯେମିତି ଏମାନଙ୍କୁ ପଛରୁ ଟାଣି ଧରିଛି । ପୁରୀ ଜିଲ୍ଲା ଅଣ୍ଡାରସିଂହ ଗ୍ରାମପଞ୍ଚାୟତରେ ୩ ବର୍ଷରୁ ଅଧିକ ଦିନ ହେଲାଣି ପଞ୍ଚାୟତ…

ହୁତୁହୁତୁ ହୋଇ ଜଳୁଛି ଏକର ଏକର ଜମିର ପାଖୁଡି ବଣ । ୫ କିଲୋମିଟର ଯାଏଁ ବ୍ୟାପିଲାଣି ଧୂଆଁ ।

କନକ ବ୍ୟୁରୋ: ହୁତହୁତ ହୋଇ ଜଳୁଛି ପାଖୁଡି ବଣ । ଅସ୍ତରଙ୍ଗ ସିଲାରୀରେ ପାଖୁଡି ବଣରେ ନିଆଁ ଲାଗିଯାଇଛି । ଏକର ଏକର ଜମିରେ ଚାଷ ହୋଇଥିବା ପାଖୁଡି ଜଳିଯାଉଥିବା ବେଳେ ନିଆଁକୁ ଆୟତ୍ତ କରିପାରୁନାହାଁନ୍ତି ଅଗ୍ନିଶମ ବାହିନୀ । ନିଆଁ, ଧୂଆ ଦେଖି ଲୋକ ଆତଙ୍କିତ ହୋଇପଡିଥିବା ବେଳେ ବର୍ଷକର…

ଆମକୁ ଥରେ ମାତ୍ର ସୁଯୋଗ ଦିଅନ୍ତୁ, କାମ ନକଲେ ବାହାର କରିଦେବେ । ପଢନ୍ତୁ, ଗୁଜରାଟବାସୀଙ୍କୁ ଏପରି କାହିଁକି କହିଲେ…

କନକ ବ୍ୟୁରୋ: ଗୁଜରାଟରେ ଚଳିତ ବର୍ଷ ଶେଷ ଆଡକୁ ନିର୍ବାଚନ ହୋଇପାରେ, ହେଲେ ଏହା ପୂର୍ବରୁ ସେଠାରେ ନିର୍ବାଚନୀ ରଣନୀତି ଆରମ୍ଭ କରିଦେଇଛନ୍ତି ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲ । ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁଜରାଟର ଭରୁଚରେ ଆଦିବାସୀ ସଙ୍କଳ୍ପ ମହାସମ୍ମିଳନୀରେ ଯୋଗ…

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ପୁଣି ତେଜିଲା ରାଜନୀତି । ପଢନ୍ତୁ, କେନ୍ଦ୍ର ଆଇନ୍ ମନ୍ତ୍ରୀଙ୍କ ଚିଠିକୁ ନେଇ କଣ…

କନକ ବ୍ୟୁରୋ: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ପୁଣିଥରେ ରାଜନୀତି ତେଜିଛି । କାରଣ ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଭଳି ପୁଣିଥରେ ପ୍ରସ୍ତାବ ପଠାଇବାକୁ ଚିଠି ଲେଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ । ଏପ୍ରିଲ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ…