ଆଖି ବୁଜିଲା କୁମକୀ ହାତୀ ନନ୍ଦ । ଜ୍ୱରରେ ପୀଡିତ ଥିଲା ପୋଷା ଦନ୍ତା । ଚିକିତ୍ସା ପରେ ବଞ୍ଚାଇବାରେ ବିଫଳ ବିଶେଷଜ୍ଞ

କନକ ବ୍ୟୁରୋ: ଆଖି ବୁଜିଲା କୁମକୀ ହାତୀ ନନ୍ଦ । ଜ୍ୱରରେ ପୀଡିତ ଥିଲା ନନ୍ଦ । ଗତକାଲି ସକାଳେ ଅସୁସ୍ଥ ହୋଇପଡିଥିଲା ଥିଲା ନନ୍ଦ । ଚିକିତ୍ସା କରିବା ପାଇଁ ବିଶେଷଜ୍ଞ ଚିକିତ୍ସକଙ୍କ ସହାୟତା ଲୋଡା ଯାଇଥିଲା । ଓୟୁଏଟି ପ୍ରାଣୀ ବିଭାଗ ବିଶେଷଜ୍ଞ ଚିକିତ୍ସକ ଚନ୍ଦକାକୁ ଯାଇ ନନ୍ଦର ସ୍ୱାସ୍ଥ୍ୟ…

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ଅଭିଯୋଗ ଆଣିଲେ ଅପରାଜିତା । କହିଲେ, ଟଙ୍କା ଦେଉଛି ଯିଏ, ନେଉଛି ସିଏ…

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ନୂଆ ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଗୋଟିଏ ଲୋକ, କେମିତି ମନ୍ଦିର ପ୍ରଶାସନ, ଠିକା ନେଇଥିବା ସଂସ୍ଥା ଓ ପୂର୍ତ୍ତ ବିଭାଗର ମୁଖ୍ୟ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟଙ୍କା…

ଧ୍ୟାନ ଦିଅନ୍ତୁ ସରକାର…. ନିର୍ବାଚନ ପାଇଁ କସରତ ଯେତିକି, ବିକାଶ ପାଇଁ ମଧ୍ୟ ହେଉ ସେତିକି ରଣନୀତି ।

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜୋରଦାର ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ । ଏଠାରେ ପ୍ରଶ୍ନ ଉଠୁଛି, ନିର୍ବାଚନ ଜିତିବାକୁ ଯେତିକି ଉଦ୍ୟମ ହେଉଛି, ଯଦି ସେହି ଅନୁରୂପ ଉଦ୍ୟମ ରାଜ୍ୟର ବିକାଶ ପାଇଁ ହୁଏନ୍ତା, ତେବେ କେଉଁ ସ୍ତରକୁ ପହଁଚନ୍ତା ଓଡ଼ିଶା । ବ୍ରଜରାଜନଗର…

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡିର ଅଭୁତପୂର୍ବ ସମରସଜ୍ଜା । ପ୍ରତି ପଞ୍ଚାୟତ ଜଗିବେ ମନ୍ତ୍ରୀ ଓ ବିଧାୟକ

କନକ ବ୍ୟୁରୋ: ବ୍ରଜରାଜନଗରରେ ବିରୋଧୀଙ୍କୁ ଚକମା ଦେବା ପାଇଁ ବିଜେଡିର ସମରସଜ୍ଜା । ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ନେତା ଛାଇ ଯିବା ପାଇଁ ବଡ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତକୁ ଜଗିବେ ମନ୍ତ୍ରୀ ଓ ବିଧାୟକ । ତେବେ ଉପନିର୍ବାଚନରେ ରାଜ୍ୟ ସରକାରଙ୍କ…

ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ପଦକୁ ନେଇ ପୁଣି ତେଜିଲା ବିବାଦ । ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ…

କନକ ବ୍ୟୁରୋ: ନିଜକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ବୋଲି ଦାବି କରୁଥିବା ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ନେଇ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି । ଓଡିଶା ଆସିଥିବା ଅଧ୍ୟକ୍ଷାନନ୍ଦଙ୍କୁ ପୁରୀ ଓ ଭୁବନେଶ୍ୱରରେ ବିରୋଧ କରାଯାଇଛି । ସକାଳେ ପୁରୀ ରେଳଷ୍ଟେସନରେ ବିରୋଧ ଓ ପରେ…

ପ୍ରିୟଙ୍କା ଗାନ୍ଧୀ ଦେବେ କି ଓଡ଼ିଶା କଂଗ୍ରେସକୁ ସଞ୍ଜିବନୀ? ଚିନ୍ତନ ଶିବିରରେ ଯୋଗ ଦେଇ ଓଡ଼ିଶା ଫେରିଲେ ନିରଞ୍ଜନ ।…

କନକ ବ୍ୟୁରୋ: ପ୍ରିୟଙ୍କା ହେବେ କି ଓଡିଶା କଂଗ୍ରେସ ପାଇଁ ନୂଆ ସଞ୍ଜିବନୀ? ଉଦୟପୁରରେ କଂଗ୍ରେସର ମନ୍ଥନ ଶିବିରରେ ଏଭଳି କିଛି ସଙ୍କେତ ମିଳିଛି । ପ୍ରିୟଙ୍କା ରାଜ୍ୟ କଂଗ୍ରେସକୁ ସୁଦୃଢ କରିବା ପାଇଁ ଖୁବଶୀଘ୍ର ଓଡିଶା ଆସିପାରନ୍ତି । ଉଦୟପୁର ଚିନ୍ତନ ଶିବିରରୁ ଭୁବନେଶ୍ୱର ଫେରିବା ପରେ ଏହି…