ଆଣ୍ଡାମାନ ସାଗରରେ ପହଞ୍ଚିଲା ମୌସୁମୀ । ୨୭ ମେ’ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା । ପଢନ୍ତୁ, କେବେ ଓଡିଶାରେ ପହଞ୍ଚିବ…

କନକ ବ୍ୟୁରୋ: ଆଣ୍ଡାମାନ ସାଗର ଓ ଏହା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଇଏମଡିର ଆକଳନ ଅନୁସାରେ ସାଧାରଣତଃ ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ୧୧ଦିନ ପରେ ମେ’ ୨୭ ତାରିଖ ବେଳକୁ କେରଳରେ ମୌସୁମୀ ବାୟୁ ସକ୍ରିୟ ହେବ । ଏଥର…

ଜ୍ଞାନବାପୀ ମସଜିଦ୍ କେସ୍: ମସଜିଦ୍ ପରିସରରୁ ମିଳିଲା ଶିବଲିଙ୍ଗ । ପୋଖରୀ ଅଞ୍ଚଳକୁ ସିଲ୍ କଲେ କୋର୍ଟ ।

କନକ ବ୍ୟୁରୋ: ଜ୍ଞାନବାପୀ ମସଜିଦ୍ ସର୍ଭେ ମାମଲାରେ ଉତ୍ତରପ୍ରଦେଶର ଏକ ଅଦାଲତ ମସଜିଦ୍ ପରିସରରେ ଥିବା ପୋଖରୀକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ପୋଖରୀରୁ ଶିବଲିଙ୍ଗ ମିଳିଥିବାରୁ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ମସଜିଦ୍ ପରିସରରେ…

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ଅଭିଯୋଗ ଆଣିଲେ ଅପରାଜିତା । ଗୋଟିଏ ଲୋକ, କେମିତି ଅଛନ୍ତି ମନ୍ଦିର ପ୍ରଶାସନ,…

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ନୂଆ ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଡଙ୍ଗୀ । ଗୋଟିଏ ଲୋକ, କେମିତି ମନ୍ଦିର ପ୍ରଶାସନ, ଠିକା ନେଇଥିବା ସଂସ୍ଥା ଓ ପୂର୍ତ୍ତ ବିଭାଗର ମୁଖ୍ୟ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି…

କ୍ୟାମେରା ଆଗରେ ଅପରାଧ ସ୍ୱୀକାର କଲେ ଜେଲ ଦଣ୍ଡ ଭୋଗିଥିବା ଅପରାଧୀ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୫୦ଜଣ…

କନକ ବ୍ୟୁରୋ: କ୍ୟାମେରା ଆଗରେ ଅପରାଧ ସ୍ୱୀକାର କଲେ ଜେଲ ଦଣ୍ଡ ଭୋଗିଥିବା ଅପରାଧୀ । ଏବେ କରିଥିବା ଅପରାଧ ପାଇଁ ଅନୁତାପ ମଧ୍ୟ କରୁଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ୫୦ ଜଣ ଅପରାଧୀ । କମିଶନରେଟ ପୋଲିସର ‘ଡ୍ରିମ୍ସ’ ପ୍ରୋଜେକ୍ଟ ଯୋଗୁଁ ଏହା ସଫଳ ହୋଇଛି । ପ୍ରାଥମିକ…

ପୁରୀ ପରେ ଲିଙ୍ଗରାଜରେ ବି ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ଜୋରଦାର ବିରୋଧ । ଭୁବନେଶ୍ୱର ଓ ପୁରୀ ଗସ୍ତ ସମୟରେ…

କନକ ବ୍ୟୁରୋ: ପୁରୀ ପରେ ଭୁବନେଶ୍ୱର ଲିଙ୍ଗରାଜରେ ବି ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ବିରୋଧ । ଲିଙ୍ଗରାଜ ମନ୍ଦିରରେ ସେ ପହଞ୍ଚିବା ପରେ ନିଜକୁ ଶଙ୍କରାଚାର୍ଯ୍ୟ ବୋଲି ପରିଚୟ ଦେଇଥିଲେ । ତାଙ୍କୁ ବିରୋଧ କରିଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ବୋଲି କହୁଥିବା ମାତୃପ୍ରସାଦ ମିଶ୍ର ।…

ଗୁରୁତର ଅସୁସ୍ଥ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭୟଙ୍କର ବ୍ଲଡ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଥିବା କହିଲେ…

କନକ ବ୍ୟୁରୋ: ୟୁକ୍ରେନ ଉପରେ ଆକ୍ରମଣ କରି ସାରାବିଶ୍ୱକୁ ଦୋହଲାଇ ଦେଇଥିବା,ରୁଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଗୁରୁତ୍ୱର ଭାବେ ଅସୁସ୍ଥ ହୋଇପଡିଛନ୍ତି । ସେ ଭୟଙ୍କର ବ୍ଲଡ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସ୍କାଏ ନ୍ୟୁଜକୁ ସାକ୍ଷାତକାର ଦେବା ଅବସରେ ଏମିତି ଦାବି କରିଛନ୍ତି,…