ଦିଲ୍ଲୀ ଜାମା ମସଜିଦ୍ ବାହାରେ ବଡ ଧରଣର ବିରୋଧ ପ୍ରଦର୍ଶନ । ନୂପୁର ଶର୍ମାଙ୍କୁ ଗିରଫ କରିବାକୁ ଉଠିଲା ଦାବି ।

କନକ ବ୍ୟୁରୋ: ପ୍ରଫେଟ୍ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ଆଜି ଦିଲ୍ଲୀ ଜାମା ମସଜିଦ୍ ପରେ ବଡ ଧରଣର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଆଉ ବିରୋଧ ପ୍ରଦର୍ଶନକାରୀମାନେ ଏହି ମାମଲାରେ ବିଜେପି ନେତା ନୂପୁର ଶର୍ମାଙ୍କ ତୁରନ୍ତ ଗିରଫଦାରୀ ଦାବି କରିଛନ୍ତି । ଦିଲ୍ଲୀ ଜାମା…

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ୩ ରାଜନୈତିକ ଦଳ ସାଜିପାରନ୍ତି କିଙ୍ଗମେକର । ପଢନ୍ତୁ, କାହା ପାଖରେ କେତେ ଭୋଟ?

କନକ ବ୍ୟୁରୋ: ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ଏନେଇ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ନିର୍ବାଚନ ନେଇ ଜୁନ୍ ୧୫ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜୁନ୍ ୨୯ ନାମାଙ୍କନ ଦାଖଲର ଶେଷ ତାରିଖ । ଜୁନ୍ ୩୦ରେ ହେବ ନାମାଙ୍କନ ପତ୍ର ଯାଞ୍ଚ ।…

୧୦ରେ ଭୁବନେଶ୍ୱର ଆସିବେ ଖେଳାଳି । ୧୧ ତାରିଖରେ ଷ୍ଟାଡିୟମରେ କରିବେ ଅଭ୍ୟାସ । ଦେଖନ୍ତୁ, ଖେଳାଳିମାନଙ୍କର ପୂରା…

କନକ ବ୍ୟୁରୋ: ଜୁଲାଇ ୧୨ ତାରିଖରେ ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ ଆଜିଠୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବାବେଳେ, ଦର୍ଶକମାନେ ଟିକେଟ୍ କିଣିବାକୁ ବେସ୍ ଆଗ୍ରହୀ ଥିବା ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ ଖେଳାଳିମାନଙ୍କର ସିଡ୍ୟୁଲ ସାମ୍ନାକୁ…

ଜୁଲାଇ ୧ରୁ ପ୍ଲାଷ୍ଟିକ୍ ଷ୍ଟ୍ର’ ବ୍ୟାନ୍ ପାଇଁ ଯୋଜନା କରୁଛନ୍ତି ସରକାର । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଚିଠି…

କନକ ବ୍ୟୁରୋ: ପ୍ୟାକେଜ୍ ଜୁସ୍ ଓ ଦୁଗ୍ଧଜାତ ଉତ୍ପାଦରେ ମିଳୁଥିବା ପ୍ଲାଷ୍ଟିକ୍ ଷ୍ଟ୍ରକୁ ସରକାର ଜୁଲାଇ ୧ ତାରିଖରୁ ବ୍ୟାନ୍ ଘୋଷଣା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଆଉ ଏହାକୁ ଦେଖି ଏବେ ଦେଶର ସବୁଠୁ ବଡ ଡାୟରୀ କମ୍ପାନୀ ଅମୁଲ୍ ସରକାରଙ୍କୁ ଚିଠି ଲେଖିଛି । ସରକାର ଏହି ନିଷ୍ପତ୍ତିକୁ…

ରାଉରକେଲାରେ ଭିକ ମାଗି ଭୁବନେଶ୍ୱରରେ ଋଣ ସୁଝିଲେ ଭଗବତୀ ପାଣିଗ୍ରାହୀ । କହିଲେ, ତଡିଦେଇଥିଲା ବିଏମସି, ସାହାରା ସାଜିଲା…

କନକ ବ୍ୟୁରୋ: ରାଉରକେଲାରେ ଭିକ ମାଗି ଭୁବନେଶ୍ୱରରେ ଋଣ ସୁଝିଲେ ବିଧବା ବୃଦ୍ଧା । ଭିକ ମାଗି ୪୦ ହଜାର ଟଙ୍କାର ଋଣ ସୁଝିଲେ ୮୦ ବର୍ଷିୟ ଭଗବତୀ ପାଣିଗ୍ରାହୀ । ଭିଗ ମାଗିବା ପାଇଁ ରାଜଧାନୀରେ କୌଣସି ସହଯୋଗ ମିଳି ନଥିଲା । ବିଏମସି ତଡିଦେବା ପରେ ଷ୍ଟିଲ ସିଟି ରାଉରକେଲା ସାଜିଥିଲା ସାହାରା ।…

ରାଷ୍ଟ୍ରପତି ନିର୍ବାଚନ: ୧୮ରେ ଭୋଟ୍, ୨୧ରେ ଗଣତି । ପଢନ୍ତୁ, କଣ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ…

କନକ ବ୍ୟୁରୋ: ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ । ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରି ଏହାର ଘୋଷଣା କରିଛନ୍ତି । ଆସନ୍ତା ଜୁଲାଇ ୧୮ ତାରିଖରେ ଦେଶର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏହାପରେ ଜୁଲାଇ ୨୧ ତାରିଖରେ ଭୋଟ୍…