କୁଆପଥର ମାଡରେ ଭାଙ୍ଗିଲା ବିମାନର ୱିଣ୍ଡସିଲ, ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ । ସମସ୍ତ…

କନକ ବ୍ୟୁରୋ : ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । କୁଆପଥର ମାଡ କାରଣରୁ ବିମାନର ସମ୍ମୁଖ ପାଶ୍ୱର୍ରେ ଆଂଶିକ କ୍ଷତି ଦେଖାଯାଇଥିଲା । ଉଡାଣର କିଛି ସମୟ ମଧ୍ୟରେ ପୁଣିଥରେ ରନୱେକୁ ଫେରିଥିଲା ବିମାନ । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।…

ବିଜେପିରେ ସାମିଲ ହେଲେ ରୂପାଲି ଗାଙ୍ଗୁଲି । ଅନୁପମା ସିରିଏଲ ଜରିଆରେ ଘରେ ଘରେ ପରିଚିତ ରୂପାଲି ।

କନକ ବ୍ୟୁରୋ : ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି । ରୂପାଲି ବିଜେପିରେ ସାମିଲ ହୋଇଛନ୍ତି । ଲୋକପ୍ରିୟ ସିରିଏଲ ଅନୁପମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ରୂପାଲି ଗାଙ୍ଗୁଲି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ରୂପାଲି…

କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ? ସତ୍ୟପାଠରେ ଟିକିନିକି ତଥ୍ୟ ଦେଲେ ନବୀନ ।

କନକ ବ୍ୟୁରୋ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ୫ ଥର ଶାସନ ଡୋରି ଧରିଥିବା ନବୀନ ପଟ୍ଟନାୟକଙ୍କ ପାଖରେ ଏକ ପୁରୁଣା ଆମ୍ବାସଡର କାର ରହିଛି । ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୬ ହଜାର ୪୩୪ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନ ଦାଖଲ କରିଥିବା…

ଉତ୍କଳ Nuclear Medicine Update ୨୦୨୪ କର୍ମଶାଳା ଅନୁଷ୍ଠିତ

କନକ ବ୍ୟୁରୋ : ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲିଟି ଉତ୍କଳ ହସ୍ପିଟାଲର ପରିସରରେ ଗତ ୨୪.୦୪.୨୦୨୪ ଦିନ ଉତ୍କଳ Nuclear Medicine Update ୨୦୨୪ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ ଦେଇ ଉତ୍କଳ ହସ୍ପିଟାଲର…

ବିଜେପି ଛାଡିବା ପରେ ଅପରାଜିତାଙ୍କ ଉପରେ ବର୍ଷିଲେ କାଳୁ ଖଣ୍ଡାୟତରାୟ, କାନ୍ଦି କାନ୍ଦି କହିଲେ ଭିକ୍ଷାକାନି ଦେଖାଇ…

କନକ ବ୍ୟୁରୋ : ବିଜେପି ଛାଡିଲେ କାଳୁ ଖଣ୍ଡାୟତରାୟ । ସ୍ୱାଧୀନ ଭାବରେ ଲଢିବାକୁ କଲେ ଘୋଷଣା । ଖୋର୍ଦ୍ଧାରୁ ଟିକେଟ ନପାଇ ଅସନ୍ତୁଷ୍ଟ ଥିଲେ କାଳୁ ଖଣ୍ଡାୟତରାୟ । ଏପରିକି ଭୁବନେଶ୍ୱର ସାଂସଦ ୨ କୋଟି ଟଙ୍କା ନେଇ ପ୍ରଶାନ୍ତଙ୍କୁ ଟିକେଟ ଦେଇଥିବା ଅଭିଯୋଗ ଆଣିଥିଲେ କାଳୁ । ଟିକେଟ ନ ମିଳିବାରୁ…

ହିଞ୍ଜିଳି ଆସନରୁ ନାମାଙ୍କନପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ । ବିଜେଡି ନେତାଙ୍କ ଉପସ୍ଥିତିରେ ଭରିଲେ ନାମାଙ୍କନ । 

କନକ ବ୍ୟୁରୋ : ହିଞ୍ଜିଳି ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ, ବିଜେଡି ନେତା ଭି.କେ ପାଣ୍ଡିଆନ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ଏବଂ ଗଞ୍ଜାମ ଜିଲ୍ଲାର…