ଦେଶରେ ବଢୁଛି ସଂକ୍ରମଣ । ତେଲେଙ୍ଗାନାରୁ ସନ୍ଦିଗ୍ଧ ମଙ୍କିପକ୍ସ ଚିହ୍ନଟ

କନକ ବ୍ୟୁରୋ : କରୋନା ସାଙ୍ଗକୁ ଏବେ ମଙ୍କିପକ୍ସ ଭୂତାଣୁ ଚିନ୍ତା ବଢ଼ାଇ ଦେଇଛି । ତେଲେଙ୍ଗାନାର କାମାରେଡ୍ଡି ଜିଲ୍ଲାରେ ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଭିତରେ ମଙ୍କିପକ୍ସର ଲକ୍ଷଣ ଦେଖା ଦେଇଛି । ଯାହା ପରେ ବ୍ୟକ୍ତି ଜଣଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଯୁଯୁମରା ଅଞ୍ଚଳରେ ହାତୀର ଅର୍ଦ୍ଧଦଗ୍ଧ କଙ୍କାଳ ଠାବ ଘଟଣା । ନିଜ ଆଡୁ ମାମଲା ରୁଜୁ କଲା ବନ ବିଭାଗ

କନକ ବ୍ୟୁରୋ : ରାଜ୍ୟରେ ହାତୀ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଲାଗିଛି । କଟକ ବଡ଼ମ୍ବା-ନରସିଂହପୁରରେ ଗୋଟିଏ ପରେ ଗୋଟିଏ ହାତୀ କଙ୍କାଳ ମିଳିବା ଘଟଣା ପରେ ଏବେ ସମ୍ବଲପୁରରେ ୨ଟି ହାତୀର କଙ୍କାଳ ଠାବ ହୋଇଛି । ସମ୍ବଲପୁର ବନଖଣ୍ଡରେ ଏସଟିଏଫ୍ର ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ଅଧାପୋଡ଼ା ହାତୀର ହାଡ଼…

ଟିମ୍ ଇଣ୍ଡିଆର ଆଉ ଏକ ରୋମାଞ୍ଚକର ବିଜୟ : ଶେଷ ଓଭରରେ ଛକା ମାରି ଜିତାଇଲେ ଅକ୍ଷର ପଟେଲ; ମ୍ୟାଚ୍ ଜିତି ସିରିଜ୍…

କନକ ବ୍ୟୁରୋ : ଇଂଲଣ୍ଡ ପରେ ୱେଷ୍ଟଇଣ୍ଡିଜରେ ବି ଦିନିକିଆ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ଅକ୍ଷର ପଟେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଦିନିକିଆରେ ରୋମାଂଚକର ବିଜୟ ହାସଲ କରିଛି । ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ପରାଜୟ ସହ ସିରିଜ୍ ହାତଛଡ଼ା କରିଛି । ପୋର୍ଟ ଅଫ୍ ସ୍ପେନରେ…

କାରଗିଲ ବିଜୟ ଦିବସ : ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ; କହିଲେ, ପାକିସ୍ତାନ ଅଧିକୃତ କାଶ୍ମୀର…

କନକ ବ୍ୟୁରୋ : ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଓ ରହିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରବିବାର ଜମ୍ମୁରେ ଆୟୋଜିତ କାରଗିଲ ବିଜୟ ଦିବସ ଅବସରରେ ଭାରତୀୟ ସେନାର ସର୍ବୋଚ୍ଚ ବଳିଦାନକୁ ମନେ ପକାଇ ଏହା କହିଛନ୍ତି ରାଜନାଥ ସିଂହ…

ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେବେ ପାର୍ଥ ଚାଟାର୍ଜୀ : ଗିରଫ ପରେ ଅସୁସ୍ଥ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି…

କନକ ବ୍ୟୁରୋ : ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ପାର୍ଥ ଚାଟାର୍ଜୀ ଆଜି ଭୁବନେଶ୍ୱର ଏମ୍ସ ହସ୍ପିଟାଲ ସ୍ଥାନାନ୍ତର ହେବେ । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସ ନେବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି,…

ଆଜି ଶପଥ ନେବେ ଦ୍ରୌପଦୀ ମୁର୍ମୁ : ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

କନକ ବ୍ୟୁରୋ : ସରିଲା ପ୍ରତୀକ୍ଷା । ଆଉ କିଛି ସମୟ ପରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ନେବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ଓ ଦେଶର ଉଚ୍ଚ ପଦବୀରେ ଅଧିଷ୍ଠିତ…