ବଜାରରେ ‘ତେଲିଆ’ ମାଛର ତାଉ: କିଲୋ ୬୦୦୦, ମାଛ ବିକି ମାଲେମାଲ୍ ବେପାରୀ । ଦେଖନ୍ତୁ କେଉଁଠୁ ହେଲା ଧରା

କନକ ବ୍ୟୁରୋ: ମାଛ କିଲୋ ୬ ହଜାର । କଥାଟା କାନକୁ ଟିକେ କଡା ଲାଗୁଥିଲେ, ପକେଟକୁ ଟିକେ ଓଜନିଆ ଲାଗୁଥିଲେ ବି ଏକଦମ ସତ । କାରଣ ଧାମରା ହୁଇଲର ଦ୍ୱୀପରୁ ଧରା ହୋଇଛି ଏମିତି କିଛି ଦାମୀ ମାଛ । ଧରା ହୋଇଥିବା ମାଛର ନାଁ ହେଉଛି ତେଲିଆ । ଯାହାର ଦାମ ରହିଛି ୬ ହଜାର ଟଙ୍କା । ତେବେ ଗୋଟିଏ ଗୋଟିଏ…

ବିହାର ବିଭୀଷିକା ଦେଖି ଡରିଲେଣି ମାଲକାନଗିରି ମାଆ: ମୁଜାଫରପୁର ମନେପକାଇ ଦେଉଛି ୧୬ର ଶିଶୁମଡ଼କ କଥା…

କନକ ବ୍ୟୁରୋ: ମୁଜାଫରପୁରରେ ମୁଣ୍ଡବିନ୍ଧାଉଛି ମସ୍ତିଷ୍କ ଜ୍ୱର । ଜଣେ ପରେ ଜଣେ ଶିଶୁଙ୍କୁ ଜୀବନ ନେଉଛି ଜ୍ୱର । ବିହାର ମୁଜାଫରପୁର ଶିଶୁ ମୃତ୍ୟୁର ଉପତ୍ୟକା ପାଲଟିଥିବା ବେଳେ ଏଯାଏଁ ୧୩୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅପପୁଷ୍ଟି କାରଣରୁ ଶିଶୁ ମୃତ୍ୟୁ ହେଉଥିବା…

ଫୋନି ଦୁଃଖ ଭୁଲି ମୁଣ୍ଡ ଟେକୁଛି ମାଳତୀପାଟପୁର ବସଷ୍ଟାଣ୍ଡ: ଆଗକୁ ରଥଯାତ୍ରା ଥିବାରୁ ପ୍ରାଣମୂର୍ଚ୍ଛା ପ୍ରସ୍ତୁତି…

କନକ ବ୍ୟୁରୋ: ଫୋନି ଯିବା ପରେ ପୁରୀରେ ଜୋର ଧରିଛି ପୁନରୁଦ୍ଧାର କାମ । ଜିଲ୍ଲାର ବିଭିନ୍ନ ବ୍ଲକରେ ପୁନରୁଦ୍ଧାର କାମ ତୀବ୍ର ଗତିରେ ଚାଲିଥିବା ବେଳେ ପୁରୀ ସହରର ଚାରିପାଖକୁ ସଜାଡିବାରେ ବ୍ୟସ୍ତ ରହିଛି ପ୍ରଶାସନ । ତେବେ ଆଗକୁ ରଥଯାତ୍ରା ଥିବାରୁ ଅଳ୍ପ ସମୟ ମଧ୍ୟରେ ସବୁ କାମ ସାରିବାକୁ ରାତି…

କେନ୍ଦୁଝରରୁ ଆସିଲା ସଂଘର୍ଷ ଆଉ ସଫଳତାର କାହାଣୀ: ବରା ବିକି ବଡ ର‌୍ୟାଙ୍କ ପାଇବା ପରେ ଚର୍ଚ୍ଚାରେ ଭବାନୀ ଶଙ୍କର

କନକ ବ୍ୟୁରୋ: ସତ ହେଲା ସ୍ୱପ୍ନ । ବହୁ ସଂଘର୍ଷ ପରେ ମିଳିଲା ସଫଳତା । ବରା ବିକାଳି ପାଇଲା ବଡ ର‌୍ୟାଙ୍କ । ଘରର ଆର୍ଥିକ ପରିସ୍ଥିତି ଭଲନଥାଇ ବି ଭଲ ର‌୍ୟାଙ୍କ ପାଇଛନ୍ତି ଜଣେ ଗରିବ ଘରର ପିଲା । ଓଜେଇଇ ରେଜଲ୍ଟ ବାହାରିବା ପରେ କେନ୍ଦୁଝରରୁ ଆସିଛି ଏମିତି ଏକ କାହାଣୀ । ଘଟଗାଁ ପିପିଳିଆର…

ନିୟମ ଲାଗୁ କରି ନିଦରେ ପ୍ରଶାସନ ! ଓଭରବ୍ରିଜରେ ଓହଳିଛି ‘ହେଲମେଟ ନିୟମ’, ବିନା ହେଲମେଟରେ ବୁଲୁଛନ୍ତି ବାଇକ୍ ଚାଳକ

କନକ ବ୍ୟୁରୋ: କାଲି ଲାଗୁ ହେଲା, ଆଜି ଭଙ୍ଗା ହେଲା । ଓଭରବ୍ରିଜରେ ଓହଳି ରହିଲା ହେଲମେଟ ନିୟମ । ସରକାରୀ ନିୟମକୁ ଫୁ କରି ଓଭରବ୍ରିଜ ଉପରେ ବିନା ହେଲମେଟରେ ବୁଲିଲେ ବାଇକ ଆରୋହୀ । ହେଲମେଟ ପିନ୍ଧିବାକୁ ନିୟମ କଡାକଡି ହୋଇଥିଲେ ମଧ୍ୟ କେହି ମାନିବାକୁ ନାରାଜ । ପ୍ରତି ଦଶ ଜଣରେ ୪ ଜଣଙ୍କୁ…

ଏକ ଦେଶ, ଏକ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଆରମ୍ଭ । ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ମୋଦିଙ୍କ ବହୁ ପ୍ରତିକ୍ଷୀତ ବୈଠକ ଆରମ୍ଭ ହୋଇଛି । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ପାଇଁ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାରେ ବୈଠକରେ ସାମିଲ ହୋଇଛନ୍ତି ଅନେକ ଦଳ । ସାରା ଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନକୁ…