ପୁରୀ ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ୍ ମାନ୍ୟତା’ ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ବହୁଦିନର ପ୍ରତୀକ୍ଷା ପରେ ପୁରୀ ବେଳାଭୁମିକୁ ‘ବ୍ଲୁ ଫ୍ଲାଗ୍ ମାନ୍ୟତା’ ମଳିଛି । ଡେନମାର୍କସ୍ଥିତ ଅନ୍ତର୍ଜାତୀୟ ସଂସ୍ଥା ଏଫ୍‌ଇଇ ( ଫାଉଣ୍ଡେସନ୍ ଫର ଏନଭରମେଣ୍ଟ ଏଜୁକେସନ) ତରଫରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।…

ଉତ୍ତରକୋରିଆ ପ୍ରସ୍ତୁତ କଲା ଏଭଳି ମିଶାଇଲ, ଆମେରିକାର କୌଣସି ସ୍ଥାନରେ ବି ପକାଇପାରେ ବୋମା । ଶୁଣିବା ପରେ ଟ୍ରମ୍ପ୍…

କନକ ବ୍ୟୁରୋ : ବିବାଦିତ ବାମନେତା ତଥା ଉତ୍ତରକୋରିଆର ମୁଖ୍ୟ କିମ୍ ଜଙ୍ଗ ସବୁବେଳେ ପରମାଣୁ ଅସ୍ତ୍ର ତିଆରି କରିବା ଓ ତାକୁ ଜାତିସଂଘର ବିନା ପରାମର୍ଶରେ ତାକୁ ପରୀକ୍ଷା କରିବା ନେଇ ସବୁବେଳେ ବିବାଦରେ ରହିଛନ୍ତି । ଏବେ ଉତ୍ତରକୋରିଆ ଏମିତି ଏକ ମିଶାଇଲ ତିଆରି କରିଛି ଯାହାକୁ କି ସେ ଆମେରିକାର…

ଟିଭି ରେଟିଙ୍ଗ୍ ହେରାଫେରି ମାମଲା । ମୁମ୍ବାଇ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜିର ହେଲେ ରିପବ୍ଲିକ ଟିଭିର ସିଇଓ ।…

କନକ ବ୍ୟୁରୋ : ଟିଭି ରେଟିଙ୍ଗ ହେରାଫେରି ମାମଲାରେ ଆଜି (ରବିବାର) ମୁମ୍ବାଇ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜିର ହୋଇଛନ୍ତି ରିପବ୍ଲିକ୍ ଟିଭିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିକାଶ ଖାନଚନ୍ଦାନୀ । ସେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଂଚିବା ପରେ କ୍ରାଇମବ୍ରାଞ୍ଚ ପୋଲିସ ତାଙ୍କୁ ପଚରା…

ଗ୍ଲୋବାଲ କମ୍ପାନି ଗୋଲ୍ଡମ୍ୟାନ ସେଶ କହିଛି କି ଆସନ୍ତା ୧୫ ବର୍ଷ ମଧ୍ୟରେ ବିଶ୍ୱରେ ମାଟିତଳେ ଥିବା ସୁନା ଶେଷ ହୋଇଯିବ

କନକ ବ୍ୟରୋ : ପାର୍ବଣ ଋତୁ ପାଇଁ ପୁଣିଥରେ ସୁନାକୁ ନେଇ ଚର୍ଚ୍ଚା ଜୋର ଧରିଛି । କରୋନା ମହାମାରୀ ପାଇଁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ଲୋକମାନେ ପାର୍ବଣରେ ସୁନା କିଣିବାକୁ ବି ମନ ବଳାଉଥିବା ଦେଖିବାକୁ ମିଳିଛି । ହେଲେ ସାରା ବିଶ୍ୱ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା…

ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ବାଲେଶ୍ୱର ସଦରରୁ ମାନସ ଦତ୍ତ ଓ ତିର୍ତ୍ତୋଲରୁ ରାଜକିଶୋର…

କନକ ବ୍ୟୁରୋ : ଓଡିଶାରେ ହେବାକୁ ଥିବା ୨ ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ତିର୍ତ୍ତୋଲ ପାଇଁ ରାଜ କିଶୋର ବେହେରାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବାଲେଶ୍ୱର ସଦର ପାଇଁ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି । ମାନସ ଦତ୍ତ…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସଆର୍ ଜଗନମୋହନ ରେଡ୍ଡି ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ବିରୋଧରେ…

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣି ମୁଖ୍ୟ ନ୍ୟାୟାଧିଶ ଏସ୍ ଏ ବୋବଡେଙ୍କ ନିକଟକୁ ଚିଠି ଲେଖିବା ସହ ଏକ ମୋର୍ଚ୍ଚା ଖୋଲିଛନ୍ତି । ସେ ତାଙ୍କ ଚିଠିରେ ଲେଖିଛନ୍ତି କି ଜଣେ ବିଚାରପତି ଖୋଲା ଖୋଲି…