ନିର୍ବାଚନ ପୂର୍ବରୁ ବିହାରରେ ବିଜେପିକୁ ଶକ୍ତ ଝଟ୍‌କା । ରାଜେନ୍ଦ୍ର ସିଂ, ଓଷା ବିଦ୍ୟାର୍ଥୀ ପରେ ଦଳ ଛାଡିଲେ ରାଜ୍ୟ…

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ଚାଲିଥିବା ବେଳେ ବିଜେପିକୁ ତୃତୀୟ ଝଟ୍‌କା ଲାଗିଛି । ବିହାର ବିଜେପିର ବରିଷ୍ଠ ନେତା ରାମେଶ୍ୱର ଚୌରାସିଆ ଦଳ ଛାଡିଛନ୍ତି । ସେ ଖାଲି ଦଳ ଛାଡି ନାହାନ୍ତି , ଏନଡିଏରେ ଥିବା ଏଲଜେପିରେ ବି ସାମିଲ…

କପେ ଚା ପିଇବାକୁ ହେଲେ ଆପଣ ବ୍ୟାଗରେ ନୋଟ୍ ଭରି ନେବାକୁ ହେବ । ଆଳୁ ୨ କେଜି ପାଇଁ ଆପଣଙ୍କୁ ଦେବାକୁ ପଡିବ ୧ ଲକ୍ଷ…

କନକ ବ୍ୟୁରୋ : ଯେତେବେଳେ ଭାରତ ପାକିସ୍ତାନ ଉପରେ କିଛି କ୍ଷେତ୍ରରେ କଟକଣା ଲଗାଏ ସେତେବେଳେ ହଠାତ୍ ପାକିସ୍ତାନରେ କିଛି ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଏ । ଏମିତି ବି ଥରେ ଦେଖିବାକୁ ମିଳିଥିଲା ଯେତେବେଳେ ଭାରତ ପାକିସ୍ତାନକୁ ବିଲାତି ଯୋଗାଣ ବନ୍ଦ କରିଦେବା ଫଳରେ ପାକିସ୍ତାନରେ…

ଯାଜପୁରର ପ୍ରସିଦ୍ଧ ବିରଜା କ୍ଷେତ୍ରରେ ପାଳନ ହେବ ରଥଯାତ୍ରା । ରଥଯାତ୍ରା କରିବାକୁ ହାଇକୋର୍ଟଙ୍କ ଅନୁମତି । କୋଭିଡ…

କନକ ବ୍ୟୁରୋ : କରୋନା ମହାମାରୀ ବେଳେ ଅନୁଷ୍ଠିତ ହେବ ଯାଜପୁର ବିରଜା କ୍ଷେତ୍ରରେ ରଥଯାତ୍ରା । ଏନେଇ ଏକ ଅପିଲର ଶୁଣାଣି କରି ଅନୁମତି ଦେଇଛନ୍ତି ହାଇକୋର୍ଟ । କୋଭିଡ କଟକଣା ପାଳନ ସହ ରଥଯାତ୍ରା କରିବାକୁ ହାଇକୋର୍ଟ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁ କି ଆସନ୍ତା ୧୭…

ଉତ୍ତରପ୍ରଦେଶରେ ଥମୁନି ଦୁର୍ଷ୍କମ ଘଟଣା । ହାଥରସ୍ ଓ ବଳରାମପୁର ପରେ ଏବେ ହଜରତପୁରରେ ୫ ବର୍ଷିୟା ନାବାଳିକାକୁ…

କନକ ବ୍ୟୁରୋ : ଉତରପ୍ରଦେଶ ଏବେ ଧର୍ଷଣ ପ୍ରଦେଶରେ ପରିଣତ ହେଉଥିବା ଦେଖିବାକୁ ମିଳିଛି । ହାଥରସ ଓ ବଳରାମପୁର ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ପ୍ରତିବାଦ ଚାଲିଛି । ଏଭଳି କି ମିଳିତ ଜାତିସଂଘରେ ଏନେଇ ଆଲୋଚନା ହେଲାଣି । ଏହାକୁ ନେଇ ଯୋଗୀ ସରକାର ଏବେ ହରଡଘଣାରେ ପଡିଥିବା…

ଶଶିକଳାଙ୍କ ସଂପତି ଉପରେ ଏବେ ବି ଆୟକର ବିଭାଗର ନଜର । ୨ ହଜାର କୋଟି ଟଙ୍କାର ସଂପତି ଜବତ୍…

କନକ ବ୍ୟୁରୋ : ଆୟକର ବିଭାଗ ବୁଧବାର ଦିନ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ଶଶିକଳାଙ୍କର ୨ ହଜାର କୋଟି ଟଙ୍କାର ସଂପତି ଜବତ୍ କରିଛି । ତାମିଲନାଡୁର କୋଡାନାଡ ଓ ସିରୁଆଥାବର ଅଞ୍ଚଳରୁ ଏହି ସଂପତି ଜବତ କରାଯାଇଛି । ଆୟକର ବିଭାଗର ଜଣେ କର୍ମଚାରୀ କହିଛନ୍ତି କି ଏହାକୁ…

ମୋଦିଙ୍କ ପୋଷ୍ଟର ବ୍ୟବହାର କଲେ ରୁଜୁ ହେବ ମାମଲା । ବିହାର ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ବିଜେପିର କଡ଼ା ଚେତାବନୀ

କନକ ବ୍ୟୁରୋ : ବିହାର ନିର୍ବାଚନ ପାଇଁ ଏନଡିଏ ମେଣ୍ଟରେ ଲାଗି ରହିଥିବା ବିବାଦ ମେଣ୍ଟିବା ପରେ ଏବେ ବିଜେପି ବିରୋଧୀଦଳ ମାନଙ୍କୁ ଏକ କଡା ଚେତାବନୀ ଦେଇଛି । ଏକ ବୈଠକ କରି ଏନଡିଏ କହିଛି ଯେ ନିର୍ବାଚନ ବେଳେ ଏନଡିଏ ବ୍ୟତିତ ଯଦି କୌଣସି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ବ୍ୟବହାର…