ବିହାର ନିର୍ବାଚନ ଫଳା ଫଳ । ଦିନ ୧୨ ଟା ସୁଦ୍ଧା ବହୁମତ ଉପରେ ଏନଡିଏ ଓ ଅନେକ ପଛରେ ପଡିଛି ମହାଗଠବନ୍ଧନ ।

କନକ ବ୍ୟୁରୋ : ଦିନ ୧୨ ଟା ସୁଦ୍ଧା ବିହାର ନିର୍ବାଚନର ଫଳା ଫଳରେ ଏନଡିଏ ଆଗୁଆ ରହିଛି । ଏନଡିଏ ୧୩୩ ଆସନରେ ଆଗୁଆ ଥିବା ବେଳେ ମହାଗଠବନ୍ଧନ ୯୬ ଆସନରେ ଆଗୁଆ ରହିଛି । ସେହିଭଳି ଏଲଜେପି ୫ ଟି ଆସନରେ ଆଗୁଆ ଥିବା ବେଳେ ଅନ୍ୟାନ୍ୟ ଛୋଟ ଦଳ ମାନେ ୯ ଟି ଆସନରେ ଆଗୁଆ ରହିଛନ୍ତି । ଏନଡିଏରେ…

ମହାଗଠବନ୍ଧନ ପାଇଁ କାଳ ହେବ କଂଗ୍ରେସ । ୭୦ ଆସନରେ ଲଢି ଏବେ ୨୨ ଆସନରେ ଆଗୁଆ ଚାଲିଛି ।

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ଫଳା ଫଳ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଏବେକାର ଟ୍ରେଣ୍ଡ ଦେଖିଲେ ଯାହା ଲାଗୁଛି ବିହାରରେ ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି କିନ୍ତୁ ଏନଡିଏ ସରକାର କରିବାର ରାସ୍ତା ଧିରେ ଧିରେ ସଫା ହେବାରେ ଲାଗିଛି । ଦିନ ୧୧.୩୦ ମଧ୍ୟରେ ମିଳିଥିବା ସୂଚନା ମୁତାବକ…

ମହାଗଠବନ୍ଧନ ଉପରେ ଭାରି ପଡୁଛି ଏନଡିଏ । ମହାଗଠବନ୍ଧନକୁ ଝଟ୍‌କା ଦେଉଛି କଂଗ୍ରେସ । ବାମଦଳ ସମ୍ମାନ ରକ୍ଷା କରିବା…

 କନକ ବ୍ୟୁରୋ : ବିହାର ନିର୍ବାଚନ ପରେ ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତିରେ ସକାଳ ୯ ଟା ସୁଦ୍ଧା ମହାଗଠବନ୍ଧନ ଆବଶ୍ୟକ ସଂଖ୍ୟା ୧୨୨ ଠାରୁ ବହୁ ଆଗରେ ଆଗୁଆ ଥିବା ବେଳେ ଏବେ ଦିନ ୧୧ ଟା ସୁଦ୍ଧାର ମିଳିଥିବା ଫଳା ଫଳ ମୁତାବକ ଏନଡିଏ ଆଗରେ ଚାଲିଛି । ଏନଡିଏ…

ଓଡିଶା ପାଇଁ ଗୌରବ ସାଉଣ୍ଟିଲେ ଓଡିଆ ବୈଜ୍ଞାନିକ ବି.କେ ମିଶ୍ର । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ…

କନକ ବ୍ୟୁରୋ : ବିଶ୍ୱର ଶ୍ରେଷ୍ଟ ଗବେଷକ ତାଲିକାରେ ସ୍ଥାନ ପାଇଲେ ଓଡିଆ ବୈଜ୍ଞାନିକ । ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶ ପାଇଥିବା ବିଶ୍ୱର ଶ୍ରେଷ୍ଠ ଗବେଷକଙ୍କ ତାଲିକାରେ ଭାରତର ୭ ଜଣଙ୍କ ନାମ ରହିଛି । ଯାହା ମଧ୍ୟରେ ରହିଛନ୍ତି ଓଡିଶାର ବି.କେ ମିଶ୍ର। ପ୍ରକାଶିତ…

ଆସନ୍ତା କାଲି ଭୋଟ ଗଣତି । ସକାଳ ୮ ଟାରୁ ଆରମ୍ଭ ହେବ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଓ ପରେ ଇଭିଏମ ଭୋଟ ଗଣତି ହେବ

କନକ ବ୍ୟୁରୋ : ରାଜ୍ୟର ଦୁଇ ବିଧାନସଭା ପାଇଁ ହୋଇଥିବା ମତଦାନର ଗଣତି ଆସନ୍ତା କାଲି ହେବ । ଏନେଇ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଜିଲ୍ଲା ପ୍ରଶାସନ ପ୍ରକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି । ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରାୀ ସୁଶୀଲ ଲୋହାନୀ ।…

ଖୋଲୁଛି ବଲିଉଡର ଡ୍ରଗ୍ସ ଗୁମର,ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲାରେ ଲୋକପ୍ରିୟ ନାୟକ ଅର୍ଜୁନ ରାମପାଲଙ୍କ ଘରେ ଏନସିବିର ରେଡ

କନକ ବ୍ୟୁରୋ : ଧିରେ ଧିରେ ଖୋଲୁଛି ବଲିଉଡର ଡ୍ରଗ୍ସ ଗୁମର । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ଏବେ କଥା ଯାଇ ଡ୍ରଗ୍ସ ଲିଙ୍କରେ ପହଂଚିଛି । ଏନେଇ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ବଲଉଡର ମହାନ ହସ୍ତୀଙ୍କ ଘରେ ରେଡ କରିବା ସହ କିଛି କଳାକାରଙ୍କୁ…