ବିହାର ନିର୍ବାଚନ ଫଳା ଫଳ । ଦିନ ୧୨ ଟା ସୁଦ୍ଧା ବହୁମତ ଉପରେ ଏନଡିଏ ଓ ଅନେକ ପଛରେ ପଡିଛି ମହାଗଠବନ୍ଧନ ।

235

କନକ ବ୍ୟୁରୋ : ଦିନ ୧୨ ଟା ସୁଦ୍ଧା ବିହାର ନିର୍ବାଚନର ଫଳା ଫଳରେ ଏନଡିଏ ଆଗୁଆ ରହିଛି । ଏନଡିଏ ୧୩୩ ଆସନରେ ଆଗୁଆ ଥିବା ବେଳେ ମହାଗଠବନ୍ଧନ ୯୬ ଆସନରେ ଆଗୁଆ ରହିଛି । ସେହିଭଳି ଏଲଜେପି ୫ ଟି ଆସନରେ ଆଗୁଆ ଥିବା ବେଳେ ଅନ୍ୟାନ୍ୟ ଛୋଟ ଦଳ ମାନେ ୯ ଟି ଆସନରେ ଆଗୁଆ ରହିଛନ୍ତି ।
ଏନଡିଏରେ ବିଜେପି ୭୪ ଟି ଆସନରେ ଆଗୁଆ ଥିବା ବେଳେ ଜେଡିୟୁ ୪୯ ଟି ଆସନରେ ଆଗୁଆ ରହିଛି ସେହଭଳି ଭିଆଇପି ପାର୍ଟି ୮ ଟି ଆସନରେ ଆଗୁଆ ରହିଛି ।
ମହାଗଠବନ୍ଧନରେ ଆରଜେଡି ୫୯ ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୨୧ ଓ ବାମଦଳ ୧୯ ଆସନରେ ଆଗୁଆ ଚାଲିଛି । ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଦାବିଦାର ତେଜସ୍ୱୀ ଯାଦବ ନିଜ ଆସନରେ ଆଗୁଆ ରହଛନ୍ତି ଓ ତାଙ୍କ ଭାଇ ତେଜପ୍ରତାପ ଯାଦବ ବି ହାସିନପୁର ଆସନରୁ ଆଗୁଆ ର