ପଞ୍ଚାୟତ ଓ ପୌର ନିର୍ବାଚନରେ ପରାଜୟ ପରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପରାଜୟ ହୋଇଛି ସତ, ଲୋକ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ଆଶା ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଦଳ ହାରିଥିବା କଥାକୁ ସ୍ୱୀକାର କରିଥିଲେ ବି ବିଜେପିକୁ ୩୦ ପ୍ରତିଶତ ଲୋକ ଭୋଟ ଦେଇଥିବାରୁ ଏହା ଆଶା ସଂଚାର କରିଥିବା ଇଙ୍ଗିତ କରିଛନ୍ତି…

ଦିଲ୍ଲୀ ସମୀକ୍ଷା ବନାମ ଓଡ଼ିଶା ସମୀକ୍ଷା । ୧୦ ଆକାଂକ୍ଷୀ ଜିଲ୍ଲାକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଭିତରେ ତତ୍ପରତା…

କନକ ବ୍ୟୁରୋ : ଦିଲ୍ଲୀ ସମୀକ୍ଷା ବନାମ ଓଡ଼ିଶା ସମୀକ୍ଷା । ୧୦ ଆକାଂକ୍ଷୀ ଜିଲ୍ଲାକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଭିତରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ୪ ଦିନିଆ ଦକ୍ଷିଣ ଓଡ଼ିଶା ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ । କେନ୍ଦ୍ରମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ଗସ୍ତ ବନାମ ରାଜ୍ୟ…

ଅସହାୟ ତାତିରେ ମୁନ୍ଦାଏ ପାଣି ପାଇଁ ସଂଘର୍ଷ । ଶୋଷ ମେଣ୍ଟାଉଛି ନାଗାବଳି ନଦୀର ଦୂଷିତ ଜଳ ।

କନକ ବ୍ୟୁରୋ : ପ୍ରଚଣ୍ଡ ଖରାକୁ ଅସହାୟ ତାତି । ଆଉ ଏହି ଅସହାୟ ତାତିରେ ମୁନ୍ଦାଏ ପାଣି ପାଇଁ ସଂଘର୍ଷ । ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ । ଆଉ ଗ୍ରାମାଞ୍ଚଳରେ ଶୋଷ ମେଣ୍ଟାଉଛି ନାଗାବଳି ନଦୀର ଦୂଷିତ ଜଳ । ଯେତେବେଳେ ଗାଁରେ ନଳକୂଅ ଅଚଳ ହୋଇଯାଏ, ସୋଲାର ପମ୍ପ ପୋଡିଯାଏ,…

ଏମସିଏଲ ବନ୍ଦ କଲା ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ । ପାଣି ପାଇଁ ଗରା ବାଲଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ…

କନକ ବ୍ୟୁରୋ : କମ୍ପାନୀ ବନ୍ଦ କରିଦେଲା ପାଣି, ପ୍ରଶାସନକୁ ଫେରାଦ ହେଲେ ଗ୍ରାମବାସୀ । ଗରା ବାଲଟି ଧରି ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଅନୁଗୁଳ ବଅଁରପାଳ ବ୍ଲକ କୁଇଓ ଗ୍ରାମବାସୀ । ପିଇବା ପାଣି ପାଇଁ ଦୀର୍ଘ ଦିନ ହେଲା ଅନେକ ସମସ୍ୟା ଭୋଗୁଛନ୍ତି ଏହି ଗାଁର ଲୋକେ ।…

ଅସ୍ତିତ୍ୱ ଖୋଜୁଛି ବାଲେଶ୍ୱର ବାଲିଆପାଳର କୋଷ୍ଟ କେନାଲ । ଜବରଦଖଲକାରୀଙ୍କ କବଜାରେ ଥିବାରୁ ହୋଇପାରୁନି ରକ୍ଷଣାବେକ୍ଷଣ…

କନକ ବ୍ୟୁରୋ : ସତା ହରାଉଛି ବ୍ରିଟିସ୍ ଅମଳର କୋଷ୍ଟ କେନାଲ । ଦିନେ ନୌବାଣିଜ୍ୟ ସହ ହଜାର ହଜାର ହେକ୍ଟର ଜମିକୁ ଜଳସେଚିତ କରୁଥିବା କେନାଲ ଏବେ ନିଜର ପରିଚୟ ଖୋଜୁଛି । ଜବରଦଖଲକାରୀଙ୍କ କବଜାରେ ଥିବାରୁ ସଠିକ୍ ଭାବରେ ହୋଇପାରୁନାହିଁ ରକ୍ଷଣାବେକ୍ଷଣ । ତେଣୁ ପୋତି ହୋଇଗଲାଣି ବାଲେଶ୍ୱର…