ଗ୍ରାହକଙ୍କୁ ଆଶ୍ୱସ୍ତି: କମିଲା କମର୍ସିଆଲ ଏଲପିଜି ଦର । ଜାଣନ୍ତୁ କେଉଁଠି କେତେ ଦର

କନକ ବ୍ୟୁରୋ: ଆଜିଠାରୁ ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ୧୯ କିଲୋଗ୍ରାମ୍‌ବିଶିଷ୍ଟ ‘ଲିକ୍ବିଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌’ (ଏଲ୍‌ପିଜି) ସିଲିଣ୍ଡର୍‌ ପିଛା ମୂଲ୍ୟ ଟ. ୯୧.୫୦ ହ୍ରାସ ପାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରାପ୍ତ ରିପୋର୍ଟ ଅନୁସାରେ, ତୈଳ…

ରକ୍ଷକ ହେଲା ଭକ୍ଷକ । ଝିଅ ପାଇଁ ନ୍ୟାୟ ମାଗିବାକୁ ଯାଇଥିବା ମା’କୁ ଦୁଷ୍କର୍ମ କଲେ ଥାନା ଅଧିକାରୀ

କନକ ବ୍ୟୁରୋ: ରକ୍ଷକ ସାଜିଲେ ଭକ୍ଷକ । ଦୁଷ୍କର୍ମର ଶିକାର ହୋଇଥିବା ଝିଅ ପାଇଁ ନ୍ୟାୟ ମାଗିବାକୁ ଯାଇଥିବା ମା’କୁ ଦୁଷ୍କର୍ମ କଲେ ଥାନାଧିକାରୀ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ କନ୍ନୌଜ ଜିଲ୍ଲା ସଦର କୋତବାଲି ଇଲାକାର ଏକ ଥାନାରେ । ଏହି ଘଟଣାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରି…

ଜେଲ ଗଲେ କେଆରକେ । ବିବାଦୀୟ ଟ୍ୱିଟକୁ ନେଇ ଅଡୁଆରେ ଅଭିନେତା

କନକ ବ୍ୟୁରୋ: ଅଭିନେତା ତଥା ଫିଲ୍ମ ସମୀକ୍ଷକ କମାଲ ଆର ଖାନଙ୍କ ସମସ୍ୟା ବଢିବାରେ ଲାଗିଛି । ବିବାଦୀୟ ଟ୍ୱିଟକୁ ନେଇ ଆଜି ତାଙ୍କୁ ମୁମ୍ବାଇ ଏୟାରପୋର୍ଟରୁ ମଲାଦ ପୋଲିସ ଗିରଫ କରିବା ପରେ ତାଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇଛନ୍ତି ବୋରିବଲି କୋର୍ଟ । ସୂଚନା ମୁତାବକ, କମାଲ ରସିଦ ଖାନ…

ସେପ୍ଟେମ୍ବର ପହିଲା, ବଦଳିବ ଏକାଧିକ ନିୟମ

କନକ ବ୍ୟୁରୋ: ସେପ୍ଟେମ୍ବର ପହିଲା, ଦେଶରେ ହେବ ଏକାଧିକ ନିୟମରେ ପରିବର୍ତ୍ତନ । ଟୋଲ ଟ୍ୟାକ୍ସଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ, ଗ୍ୟାସ ସିଲିଣ୍ଡର ସବୁଥିରେ ହେବ ପରିବର୍ତ୍ତନ । ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ଉପରେ ପଡିବ ପ୍ରଭାବ । ନୂଆ ମାସ ନୂଆ ନିୟମ ।ମାସ ବଦଳିବା…

ଅଙ୍କିତା ହତ୍ୟା ଘଟଣା: ଯାଞ୍ଚ ପାଇଁ ଗଠନ ହେଲା SIT, ଘଟଣାସ୍ଥଳରେ CID।

କନକ ବ୍ୟୁରୋ: ଝାଡଖଣ୍ଡର ଅଙ୍କିତା ହତ୍ୟା ଘଟଣାର ଯାଞ୍ଚ କରିବାକୁ ଗଠନ ହେଲା ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିର୍ଦ୍ଦେଶ ପରେ ଘଟଣାର ଯାଞ୍ଚରେ ତନାଘନା ଆରମ୍ଭ ହୋଇଛି । ଘଟଣାର ଯାଞ୍ଚ ଦାୟିତ୍ୱରେ ଖୋଦ୍ ଦୁମକା ଏସପି ଓ ଏଡିଜି ଅଛନ୍ତି । ଏହି…

ଶସ୍ତା ଚାଇନା ଫୋନ ଉପରୁ କଟକଣା ହଟିଲା । ସ୍ପଷ୍ଟ କଲେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।

କନକ ବ୍ୟୁରୋ: ଚୀନରେ ପ୍ରସ୍ତୁତ ୧୨,୦୦୦ ତଳକୁ ଫୋନ୍ କିଣିବା ଉପରେ ଭାରତ ଯେଉଁ ଯେଉଁ କଟକଣା ଲଗାଇଥିଲା ତାହାକୁ ପ୍ରତ୍ୟାହାର କରିନିଆଯାଇଛି । ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଭାରତରୁ ରପ୍ତାନି ବଢ଼ାଇବା ପାଇଁ ସରକାର ଚାଇନିଜ୍‌ ମୋବାଇଲ କମ୍ପାନି ଗୁଡ଼ିକୁ…